ଶେଷରେ ନୃଶଂସ ସାଜି ଗଲା ଧରମ ଭାଇ। ବିବାହିତ ଭଉଣୀଙ୍କୁ ପାଖରେ ଧରି ଶୋଇବା ପାଇଁ ଖୁବ୍ ଚେଷ୍ଟା କରୁଥିଲା। ଶେଷରେ ଭଉଣୀ ମନା କରିବାରୁ ରାଗରେ ଗରଗର ହୋଇ ଭଉଣୀ ସହ ଏଭଳି କିଛି କରିଦେଲା ଯାହାକୁ କି ଆପଣ ମାନେ ବିଶ୍ଵାସ ମଧ୍ୟ କରି ପାରିବେ ନାହିଁ। ଯାହାର ଭିଡିଓ ଦେଖିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ଧରମ ଭଉଣୀ କୁ ପାଖରେ ପାଇବା ପାଇଁ ଧରମ ଭାଇ ପାଗଳ ହୋଇ ଯାଇଥିଲା।ଭଉଣୀ କୁ ଧରି ରାତି କାଟିବା ପାଇଁ ମଧ୍ଯ ଅନେକ ସ୍ଵପ୍ନ ଦେଖୁଥିଲା। ହେଲେ ଭାଇର ସବୁ ସ୍ବପ୍ନ ଯେମିତି ସ୍ୱପ୍ନରେ ହିଁ ରହି ଯାଇଥିଲା।
ଏହି ମହିଳା ଜଣକ ହେଉଛନ୍ତି ୫୦ ବର୍ଷୀୟ ଅନିତା ଚୌଧୁରୀ। ଯିଏକି ଏକ ବିଉଟିସିଆନ୍ ଭାବରେ କାମ କରୁଥିଲେ। ହେଲେ ଦଲାଲ ଜଣକ ତାଙ୍କୁ ଭଉଣୀ କରି ତାଙ୍କୁ ପାଇବାକୁ ଚେଷ୍ଟା କରୁଥିଲା। ଆଉ ତାଙ୍କୁ ଭଉଣୀ ଭଉଣୀ କହି ଆଗ ପଛରେ ଘୁରି ବୁଲୁଥିଲା। ଆଜି ସେ ହିଁ ଶେଷରେ ଭଉଣୀର ଜୀବନ ନେଇଗଲା।ଖାଲି ମାରିନି ଆଜ୍ଞା ମାରିବା ପରେ ଶବ ସହ ଯାହା କିଛି କରିଛି ଯାହାକୁ ଶୁଣିଲେ ଆପଣଙ୍କ ପାଦ ତଳୁ ମଧ୍ୟ ମାଟି ଖସିଯିବ। ଯେଉଁ ଭଉଣୀ କୁ ଖୁବ୍ ଭଲ ପାଉଥିଲା ତାକୁ ହିଁ ଘରକୁ ଡ଼ାକି ଘର ଲୋକଙ୍କ ସହ ମିଶି ତାର ଗଲା କାଟି ହ-ତ୍ୟା କରି ଦେଇଥିଲା।
ଏହାପରେ ମୃ-ତ ଦେହକୁ ପିସ୍ ପିସ୍ କରି କାଟି ବସ୍ତାରେ ବାନ୍ଧି ଖାଲ ଭିତରକୁ ପକାଇ ଦେଇଥିଲା। ଏଭଳି ଏକ ଅଭାବନୀୟ କାଣ୍ଡ ରାଜସ୍ଥାନ ର ଯୋଧପୁର ରେ ଘଟିଛି।ଏବେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରି ଦେଇଛି। ଆଉ ଅଭିଯୁକ୍ତ ଜଣକ କୁଆଡେ ଫେରାର ହୋଇ ଯାଇଥିବା ବେଳେ ଏବେ ପୋଲିସ୍ ତାର ପରିବାର ଲୋକଙ୍କୁ ଅଟକ ରଖି ପଚରା ଉଚରା କରିବାରେ ଲାଗିଛି। ଏହି ଘଟଣା ଏବେ ସାରା ଅଞ୍ଚଳରେ ଚହଳ ସୃଷ୍ଟି କରିଛି। ତେବେ ଏହି ଘଟଣା ସମ୍ପର୍କରେ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଯେମିତି ଭୁଲି ଯିବେ ନାହିଁ।