୫ ଦିନ ଧରି ନିଜ ଘରେ ବନ୍ଦୀ ହୋଇରହିଲେ ବୁଢ଼ୀ ମା ରାଜଧାନୀ ରେ ଚାଲିଛି ମନଇଛା ରାଜତି କେବେ ମିଳିବ ନ୍ୟାୟ

ଭୁବନେଶ୍ୱର ର ଜଣେ ୭୬ ବର୍ଷୀୟା ମହିଳାଙ୍କୁ ତାଙ୍କ ନିଜ ଘରେ ବନ୍ଦୀ କରି ରଖା ଯାଇଛି।ପରିବାରର କଳହ ପାଇଁ ବନ୍ଦୀ କରାଯାଇଛି।୪୪ ବର୍ଷୀୟ ପୁଅ ମଧ୍ୟ ଅଛନ୍ତି।ମହିଳା ଜଣଙ୍କ କହିଛନ୍ତି ବଡ଼ ପୁଅଙ୍କୁ ଡାଇବେଟିସ।ଯେଉଁମାନେ ରହି କାମ କରୁଥିଲେ ସେହି ମାନେ ତାଲା ପକେଇଛନ୍ତି।

ସେ ସେଠୁ ପଲେଇବେ ବୋଲି କହିଛନ୍ତି। ତାଲା ପକାଇ ଘର,ଭଡ଼ା ଦଶ ବର୍ଷ ହେଲାଣି ନେଉଛନ୍ତି।ସେ ରହିଲେ ତାଙ୍କର ଭାଗ ଆସିବ।ସେ ସମ୍ପତ୍ତିର ଅଂଶିଦାର।ଗଣ୍ଡଗୋଳ କରୁଛନ୍ତି ବୋଲି ସେ ଭଡ଼ା ନେଇ ରହୁଥିଲେ।ଏବଂ ତାଙ୍କ ପାଖରେ ଆଉ ପଇସା ନାହିଁ ଭଡ଼ା ଘରେ ରହିବା ପାଇଁ କହିଛନ୍ତି।

ସ୍ବାମୀଙ୍କ ମୃ-ତ୍ୟୁ ପରେ ସେ ଏଥିପାଇଁ ପୋଲିସ ଷ୍ଟେସନ ଯାଇଛନ୍ତି।କମିଶନର ପାଖକୁ ମଧ୍ୟ ଯାଇଥିଲେ। ସତ୍ୟଜିତ ସାର୍ ଙ୍କୁ କହିଥିଲେ ସେ ମଧ୍ୟ ବୁଝେଇଥିଲେ।ସନ୍ଧ୍ୟା ରାଣୀ ସାହୁ ତାଙ୍କୁ ତାଲା ପକାଇ ରଖିଛନ୍ତି।ତାଙ୍କ ସାନ ପୁଅ କହିଛନ୍ତି ପୋଲିସଙ୍କ ପାଖରେ ବାରମ୍ବାର ନିବେଦନ କଳା ପରେ ମଧ୍ୟ ତାଲା ଖୋଲା ଯାଉନାହିଁ।

ତାଙ୍କ ପାଖରେ ଯାହାବି କାଗଜପତ୍ର ରହିଛି ସବୁ ଅର୍ଜିନାଲ୍ ।ଆଉ କାହା ପାଖରେ କଣ ଅଛି ସେ ଜାଣିନାହାନ୍ତି।ସେ ତାଙ୍କ ଘରେ ହିଁ ଅଛନ୍ତି।ତାଲା କଣ ପାଇଁ ପକାଉଛନ୍ତି।ପୋଲିସ ମଧ୍ୟ ରହୁଛନ୍ତି।ହାଇକୋର୍ଟଙ୍କୁ ଭୁଲ୍ ତଥ୍ୟ ଦିଆଯାଉଛି।୫-୬ ଦିନ ହୋଇଗଲାଣି ପୋଲିସଙ୍କ ଉପସ୍ଥିତିରେ ତାଲା ପକାଇ ରଖାଯାଇଛି।

Leave a Comment