ଭାଇରାଲ ଭିଡିଓ

କାଚ ଗ୍ଳାସରୁ ପାଣି ପିଉଚି କଳା ନାଗ ଏମିତି ଦୃଶ୍ୟ ଆଗରୁ କେବେ ଦେଖିନଥିବେ ରାତା ରାତି Social Media ରେ ହେଇଗଲା ଭାଇରଲ ଦେଖନ୍ତୁ ଏହି viral video

ସାପ ନାଆଁ ଶୁଣିଲେ ଦେହ ଭୟରେ ଶୀତେଇ ଲାଗେ। ସାପ ର ବିଷ ଥାଉ କି ନଥାଉ।ଦେଖିଦେଲେ ଆତଙ୍କିତ ହୋଇପଡେ ମଣିଷ। ତା ପାଖକୁ ଜୀବ କଥା ଭାବିଲେ ତ ମନରେ ଡର ପଶିଯାଏ।

ଯଦି ଏହି ପରିସ୍ଥିତିରେ ଆପଣଙ୍କୁ କୁହାଯିବ ଯେ ଶୋଷିଲା ସାପକୁ ପାଣି ପିଆନ୍ତୁ ତେବେ ଆପଣ ଯିବେକି?ପ୍ରଥମେ ଭାବିବେ ୟେ କି ଅଜବ ପ୍ରଶ୍ନ ନିଜ ଜୀବନକୁ ବାଜି ଲଗାଇ କିଏ କଣ ପାଇଁ ସାପ ପାଖକୁ ଯିବ।ହୁଏତ କେହି ବି ଯିବେନି।

ତେଣୁ ସାପ ଚୋଟୋ ର ଡର ଆଉ ତାର ବିଷର ଜ୍ୱାଳାରେ ମୃ-ତ୍ୟୁର ଭୟ ସମସ୍ତଙ୍କୁ ଘାରି ରହିଛି।

ନିଜ ଜୀବନ ପ୍ରତି ସମସ୍ତଙ୍କର ଲୋଭ ଅଛି।ତେଣୁ ସାପକୁ ପାଣି ପିଆଇବାକୁ କିଏ ବା ଯିବ।ତେବେ ଏହି ଦୁଃସାହସିକ କାମ କେବଳ ସ୍ନେକ ହେଲ୍ପଲାଇନ କର୍ମକର୍ତ୍ତା ମାନେ ହିଁ କରିପାରିବେ।କାରଣ ସେମାନେ ଏଥି ପାଇଁ ସଠିକ୍ ଟ୍ରେନିଂ ନେଇଥାନ୍ତି।

ଏଥି ଜଣେ ବ୍ୟକ୍ତି ବିଷଧର ବ୍ଲାକ କୋବ୍ରାକୁ ଗ୍ଲାସ୍ ରେ ପାଣି ପିଆଉଛନ୍ତି।।ସାପ ପାଖକୁ ପ୍ରଥମେ ପାଣି ଗ୍ଲାସ୍ କୁ ନେଉଛନ୍ତି।ତାପରେ ଏହି ବିଷଧର କଳା ନାଗ ଗ୍ଲାସ୍ ରୁ ପାଣି ପିଉଛି।

ବିଷଧର ହେଲେ ମଧ୍ୟ ତାର ବି ଜିବନ ଅଛି।ଆଉ ତାକୁ ବଞ୍ଚିବା ପାଇଁ ଖାଦ୍ୟ ଓ ପାଣି ଦରକାର ପଡ଼ିଥାଏ।ପାଣି ପିଉଥିବା ସମୟରେ ଶାନ୍ତ ହୋଇ ପାଣି ପିଉଥାଏ।ତାକୁ ଧରିଥିବା ମଣିଷ ଉପରେ ଆକ୍ରମଣ ମଧ୍ୟ କରିନଥାଏ।

ଏହି ସାପଟି ବ୍ଲାକ ନେକ୍ ସ୍ପିଲିଟିଂ କୋବ୍ରା। ଯାହାର ଗୋଟିଏ ଚୋଟରେ କେହି ସେକେଣ୍ଡ ରେ ମଣିଷର ମୃ-ତ୍ୟୁ ହୋଇଥାଏ।ଏହି ଭିଡିଓ ଦେଖି ଉତ୍ସାହିତ ହେବ ନାହିଁ କି କିଛି ଦୁଃସାହସିକ ପଦକ୍ଷେପ ନେବେ ନାହିଁ।ନଚେତ୍ କିଛି ନି ଅଘଟଣ ଘଟିପାରେ।

Leave a Reply

Your email address will not be published. Required fields are marked *