ଭାଇରାଲ ଭିଡିଓ

ପୋଲୋ ତଳେ ଧରା ପଡ଼ିଲେ ପ୍ରାଇମେରୀ ସ୍କୁଲ ର ଛାତ୍ର ଛାତ୍ରୀ ଦେଖନ୍ତୁ video ରାତା ରାତି ଭାଇରାଲ

ସୋସିଆଲ ମିଡିଆରେ ସବୁଦିନ କିଛି ନା କିଛି ଭାଇରାଲ ହୋଇଥାଏ । ସେହି ମଧ୍ୟରେ ଆଜିର ଭିଡିଓ ଟି । ଭିଡ଼ିଓରେ ଧରା ପଡିଛନ୍ତି ପ୍ରାଇମେରୀ ସ୍କୁଲ୍ ର ଛାତ୍ର ଛାତ୍ରୀ ।

ସ୍ଥାନିତ ଲୋକ ତାଙ୍କୁ ପୋଲ ତଳକୁ ଯିବାର ଦେଖିଥିଲେ ତେଣୁକରି ଏକାଠି ସମସ୍ତେ ହୋଇ ସେହି ପୋଲ ଭିତରକୁ ଯାଇଥିଲେ । ସେଠାରେ ସେ କୌଣସି ଭୁଲ କାମ କରିବା ଆଗରୁ ଧରି ଦେଇଥିଲେ ସେଠାକାର ଲୋକେ ।

ଲୋକ ମାନଙ୍କୁ ଏକାଠି ଦେଖି ଝିଅ ଏବଂ ପୁଅଟି ଚିନ୍ତାରେ ପଡ଼ିଥିଲେ । ଅନେକ ଚେଷ୍ଟା କରି ମଧ୍ୟ ସେହି ପରିସ୍ଥିତି ରୁ ବଞ୍ଚି ପାରିନଥିଲେ । ଏହି ଘଟଣା କୁ ସ୍ଥାନୀୟ ଯୁବକ ମାନେ ନିଜ ମୋବାଇଲ ରେ ଭିଡିଓ କରିଥିଲେ ।

ତେବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ରେ ସମସ୍ତେ ନିଜର ମନ୍ତବ୍ୟ ଜଣାଇ ଛନ୍ତି। ଆପଣ ବି ଏହି ଭିଡିଓ ଦେଖନ୍ତୁ ଏବଂ କୁହନ୍ତୁ ଏହି ବୟସରେ ଏପରି କରିବା କେତେଦୂର ଠିକ୍ ।

Leave a Reply

Your email address will not be published. Required fields are marked *