ରାଜଧାନୀ ସମେତ ଏହି ଜିଲ୍ଲାରେ କଣ୍ଟନମେଣ୍ଟ ଜୋନ ଘୋଷଣା

ଭୁବନେଶ୍ବରରେ ୧୧ଟି ଅଞ୍ଚଳରେ କଣ୍ଟେଣ୍ଟମେଣ୍ଟ ଜୋନ୍।ବି ଏମ୍ ସି ଜରୁରୀ ସାମଗ୍ରୀ ଯୋଗାଇବ।ଏକାଧିକ କୋଭିଡ ପଜିଟିଭ ବାହାରିବା ପରେ ଭୁବନେଶ୍ୱର ମହାନଗର ନିଗମ ବି ଏମ୍ ସି ଏହି ନିଷ୍ପତି ନେଇଛନ୍ତି।

ଏହିସବୁ କଣ୍ଟେଣ୍ଟମେଣ୍ଟ ଜୋନ୍ କୁ ଯିବା ଆସିବା ଉପରେ ପ୍ରତିବନ୍ଧକ ଲଗାଯାଇଛି।କଣ୍ଟେଣ୍ଟମେଣ୍ଟ ଜୋନ୍ କୁ ସାନିଟାଇଜ୍ କରିବା ସହିତ ଆକ୍ରାନ୍ତ ର ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ହୋମ କ୍ଵାରେଣ୍ଟିନ ରେ ରଖାଯିବ।

ଉତ୍ତର ଜୋନ୍ ରେ ନିଲାନ୍ଦ୍ରିବିହାର ପ୍ଲଟ ନମ୍ବର ୨୦୮, ପ୍ଲଟ ନମ୍ବର ଏସ-୫ ଓ ଏକାଧିକ ପଜିଟିଭି ବହାରିବାପରେ କଣ୍ଟେଣ୍ଟମେଣ୍ଟ ଜୋନ୍ ଘୋଷଣା କରାଯାଇଛି।

ବିହାର ପ୍ଲଟ ନମ୍ବର୍ ୧୯୪ ,ଗଜପତି ପ୍ଲଟ ନମ୍ବର ୧୦୩ କୁ ମଧ୍ୟ କୁହାଯାଇଛି।ଦକ୍ଷିଣ ପୂର୍ବ ଜୋନ୍ ,ସହିଦ ନଗର, ଆଙ୍ଗନ୍ ରେଷ୍ଟୁରାଣ୍ଟ ପ୍ଲଟ ନମ୍ବର ୨୦, ଟ ଙ୍କ ପାଣି ରୋଡ,ଗଙ୍ଗା ଯମୁନା ରୋଡ ଏବଂ ୩୩୧୪ କୁ କଣ୍ଟେଣ୍ଟମେଣ୍ଟ ଜୋନ୍ ଘୋଷଣା କରାଯାଇଛି।

ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୩୬୭୯ଜଣ କରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି।୧୮ ବୟସରୁ କମ ବୟସ୍କ ,୩୮୪ ଜଣ ଶିଶୁ,କିଶୋର ପଜିଟିଭି ଅଛନ୍ତି।

ଖୋର୍ଦ୍ଧା ଜିଲ୍ଲା ସର୍ବାଧିକ ୧୨୮୩ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି ବୋଲି କୁହାଯାଇଛି।ଜାନୁଆରୀ ୬ ତରିଖ୍ ରେ ୧୮୯୭ ଜଣ କରୋନା ବଢିଚାଲିଛି।

ଜାନୁଆରୀ ୫ ତାରିଖ ରେ ୧୨୧୬ ଜଣ,ଜାନୁଆରୀ ୪ରେ ୬୮୦ ଜଣ,ଜାନୁଆରୀ ୩ ରେ ୪୨୪ ଜଣ ଏହିଭଳି ପଜିଟିଭି ଚିହ୍ନଟ ହୋଇଛନ୍ତି।ଜାନୁଆରୀ ମାସ ପରଠାରୁ କରୋନା ସଂକ୍ରମଣ ବହୁତ୍ ଭାବରେ ବଢ଼ିଚାଲିଛି।

ଗାଇଡ ଲାଇନ ମଧ୍ୟ ଜାରି କରାଯାଇଛି।ରାତି ୯ ରୁ ସକାଳ ୫ ଟ ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଜାରି ରହିବ।

 

Leave a Comment