ଚିକୁଦାସ ନିର୍ଦ୍ଦୋଷ ଫିଟିଲା ଗୁମର ଏକ୍ଟିଙ୍ଗ କରୁଥିଲି ଚୋରକୁ ଧରିବାକୁ…!

ଏବେ ଅଭିନେତ୍ରୀ ଶୁଭଶ୍ରୀ କ୍ୟାମେରା ସାମ୍ନା କୁ ଆସି ଏଭଳି କିଛି କଥା କହିଥିଲେ ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ସେ କହିଥିଲେ କି ଶପଥ ଦେ ନାମକ ଜଣେ ବ୍ୟକ୍ତି ବାହାରିଲେ ଯିଏକି ଚୀକୁ ଦାସ ହୋଇକି ସମସ୍ତଙ୍କୁ ଫ୍ରଡ କରୁଥିଲା। ହେଲେ ଯିଏ ଅସଲି ରେ ଚୀକୁ ଦାସ ସେ ଏଥିରେ ଫସି ଯାଇଛନ୍ତି। ସେ କହିଥିଲେ କି ଯେତେବେଳେ ସେ ପ୍ରକୃତ ଚୀକୁ ଦାସ ଉପରେ ଆରୋପ ଲଗାଇ ଥିଲେ ସେତେବେଳେ,ଯିଏ ନସଲି ଚିକୁ ଦାସ ସେ ଜାଣିବାକୁ ପାଇଥିଲା କି ବାସ୍ତବରେ ଅସଲି ଚୀକୁ ଦାସ ଉପରେ ହିଁ ଆଟାକ୍ କରା ଯାଉଛି ବୋଲି। ଏହାପରେ ନକଲି ଚୀକୁ ଦାସ ଯିଏକି ସେ ଚୋର ସେ ଧରା ପଡି ଯାଇଥିଲା।

ଶୁଭଶ୍ରୀ ମଧ୍ୟ ମିଡ଼ିଆ ଭାଇ ମାନଙ୍କୁ ଧନ୍ୟବାଦ ଜଣାଇ ଥିଲେ କାରଣ ତାଙ୍କର ସାହାଯ୍ୟରୁ ହିଁ ସେ ବହୁତ୍ ବଡ଼ ସଫଳତା ପାଇ ପାରିଛନ୍ତି। ସେଥିପାଇଁ ସେ ଖୁବ୍ ଖୁସୀ ମଧ୍ୟ ଅଛନ୍ତି। ପଇସା କୁ ନେଇ ଏହି ଘଟଣା ଆରମ୍ଭ ହୋଇଥିଲା।ସେ ଅଭିନୟ ଖୁବ କରିଛନ୍ତି। ହେଲେ ରିୟଲ ରେ ଏଭଳି କିଛି କରିଛନ୍ତି। ମଝିରେ ସେ ଚୀକୁ ଦାସ ନାମରେ ଅଭିଯୋଗ କରିଥିଲେ। ହେଲେ ସେ ଜାଣିବାକୁ ପାଇଥିଲେ କି ଚୀକୁ ଦାସ ଅସଲି ଚୀକୁ ଦାସ ନୁହେଁ ବୋଲି। ଏହାପରେ ସେ ଚୋର କୁ ଧରିବା ପାଇଁ ମଧ୍ୟ ଯୋଜନା କରି ରଖିଥିଲେ।

ସେମାନେ ସମସ୍ତେ ମିଶି ହିଁ ଏଭଳି କିଛି ଯୋଜନା କରିଥିଲେ। ଆଉ ଏବେ ସେ ଚୋର କୁ ମଧ୍ୟ ଧରି ନେଇଛନ୍ତି ଘଟଣା ପଛରେ ପ୍ରକୃତ ଚୋର ଧରା ପଡି ଯାଇଛି।ଏବେ ସୋସିଆଲ ମିଡ଼ିଆ ରେ ଏହି ଘଟଣାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଆଉ ଏବେ ଶୁଭଶ୍ରୀ ମିଡ଼ିଆ ବାଲା ଙ୍କ ସାମ୍ନାରେ ଏନେଇ ସବୁ ସତ ମଧ୍ୟ ମାନି ସାରିଛନ୍ତି। ଏବେ ତାଙ୍କର ଏହି ଭିଡିଓ ମଧ୍ୟ ଖୁବ ଭାଇରାଲ୍ ହେବାରେ ଲାଗିଛି। ତେବେ ଏହି ଘଟଣାକୁ ନେଇ ଆପଣଙ୍କୁ କଣ ଲାଗୁଛି ଆଉ ଏହି ଘଟଣା ସମ୍ପର୍କରେ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।

Leave a Comment