ରଡ଼ି ଛାଡ଼ୁଥିଲା ବଢ଼ିଲା ଝିଅ ମୋର ଏମିତି କାଟନି ମୋତେ କଷ୍ଟହେଉଛି ମୁଁ ମ-ରିଯିବି

ଭଡା ଘର ଭିତରେ ଚିତ୍କାର କରି ଚାଲିଥିଲା ଝିଅ ହେଲେ ସେ ରାକ୍ଷସ କିଛି ଶୁଣି ନଥିଲା ମନକୁ ତାହାର ଯାହା ଆସିଥିଲା ବେଡ ଉପରେ ଝିଅ ସହିତ କରିଦେଇଥିଲା। ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟଆଶ୍ଚର୍ଯ୍ୟ ହୋଇ ଯିବେ। ଏହି ଯୁବତୀ ଜଣକ ନାମ ହେଉଛି ମନୋରମା।ଘରେ କେହି ନଥିବା ବେଳେ ଏକୁଟିଆ ଘରେ ରହିଥିଲା ଏହି ଝିଅଟି। ଝିଅର ଏଭଳି ଭାବରେ ମୃ-ତ୍ୟୁ କୁ ନେଇ ଏବେ ହ-ତ୍ୟା ଅଭିଯୋଗ ଆଣିଲେ ବାପା। କେହି ନଥିବା ବେଳେ ଘରେ ଏକୁଟିଆ ରହିଥିଲା ଝିଅ। ବାପା ମାଆ ଘରୁ ଚାଲିଯିବା ପରେ କିଏ ଆସିଥିଲା ଘରକୁ ଏହାକୁ ନେଇ ଏବେ ପ୍ରଶ୍ନ ଉଠିଛି।ସେହି ଘର ଭିତରେ ଏମିତି କଣ ଘଟି ଯାଇଥିଲା ଯାହା ନେଇଥିଲା ଝିଅର ଜୀବନ ତାହା କେହି ଜାଣି ପାରୁ ନାହାଁନ୍ତି।ଏହି ଘଟଣା ଏବେ ଏକ ଭୟଙ୍କର ରୁପ ନେଇଛି।

ଘର ବାହାର ଗେଟ୍ ରେ ପଡ଼ିଛି ତାଲା। ଘରେ ସବୁକିଛି ମଧ୍ୟ ଠିକ ଠାକ୍ ଥିଲା ମାତ୍ର କିଏ କାହିଁକି ଘରେ ପଶି ଝିଅର ତଣ୍ଟି କାଟି ମାରି ଦେଇଥିଲା ତାହା ଏବେ ପର୍ଯ୍ୟନ୍ତ ମଧ୍ୟ ଜଣା ପଡ଼ି ପାରି ନାହିଁ।ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା, ଟାଉନ ଥାନା ଅଞ୍ଚଳରେ , ଟାଉନ୍ ଥାନା ପବିତ୍ର ଡିହା ବରାଳ ଲଜ୍ ଗଳିରେ ଭଡା ଘରେ ରହୁଥିବା ରବୀନ୍ଦ୍ର ବେହେରାଙ୍କ ବଡ଼ ଝିଅ ମନରୋମା ବେହରା ଙ୍କ ତଣ୍ଟି କଟା ଅବସ୍ଥାରେ ମୃ-ତ-ଦେହ ଉଦ୍ଧାର କରାଯାଇଛି। ମୃ-ତ-କ ଙ୍କ ବାପା କହିବା ଅନୁସାରେ ସେ ଲାବନ୍ୟ ଛକ ନିକଟରେ ଛତୁ ବେପାର କରନ୍ତି।

ସବୁଦିନ ପରି ସେ ଓ ତାଙ୍କର ସ୍ତ୍ରୀ ଛତୁ ବେପାର କରିବାକୁ ଯାଇଥିଲେ।ତାଙ୍କର ସାନ ଝିଅ ମଧ୍ୟ କଲେଜ ଯାଇଥିଲେ। ମନୋରମା ଘରେ ଏକା ରହିଥିଲେ। ଏହାପରେ ଫୋନ ଯୋଗେଁ ସେ ତାଙ୍କର ବାପା ମାଆ ଙ୍କ ଫେରିବା କଥା କଥା ହୋଇ ଥିଲେ। ଆଉ ଦ୍ୱିପ୍ରହର ସମୟରେ ଯେତେବେଳେ ବାପା ମାଆ ଘରକୁ ଫେରିଥିଲେ ସେତେବେଳେ ମନୋରମା ତଣ୍ଟି କଟା ଯାଇଥିଲା ଆଉ ସେ ମୃ-ତ ଅବସ୍ଥାରେ ପଡି ରହିଥିଲେ। ଏବେ ପୋଲିସ ମଧ୍ୟ ଏହି ଘଟଣା ର ତଦନ୍ତ କରିବା ଆରମ୍ଭ କରି ଦେଇଛି।

Leave a Comment