ଭାଇରାଲ ଭିଡିଓ

କି ବାହାଘର ଲୋ, ହୋସ ଉଡ଼ିଲା ଏଇ video ଦେଖି, ଥରୁଟେ ଦେଖିଲେ ଆପଣ ବି ପାଗଳ ହେବେ

ୟୁ ଟ୍ୟୁବ୍ ରେ ହେଉ କି ଇନଷ୍ଟାଗ୍ରାମ୍ ରେ ହେଉ, ପ୍ରତିଦିନ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହେଉଛି।ଲୋକମାନେ ସେହି ଭିଡିଓ ଭଲ ଲାଗିଥିଲେ ଲାଇକ କରନ୍ତି।ଏବଂ ସେହି ଭିଡିଓ ଗୁଡ଼ିକ ବହୁତ ମାତ୍ରାରେ ଭାଇରାଲ ହୋଇଥାଏ।

ସୋସିଆଲ ମିଡିଆରେ ଏବେ ଏକ ପ୍ରେମୀ ଯୁଗଳ ଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି।ଯାହାକି ଆପଣମାନେ ଜାଣିଲେ ଆପଣଙ୍କ ହୋସ ଉଡିଯିବ।ପ୍ରେମରେ ସଫଳତା କେମିତି ପାଇଥାନ୍ତି ଏହି ଦୁଇ ଜଣଙ୍କୁ ଦେଖିଲେ ଜଣା ପଡୁଛି।ଆଜିକାଲି ଯୁବପିଢ଼ି ମାନେ ଭଲ ପାଇକି,ସମସ୍ତେ ଜାଣନ୍ତି ପ୍ରେମରେ ଧୋକା ମିଳିଥାଏ।

କେଉଁଠି ଶା-ରୀ-ରି-କ ସଂପର୍କ ରଖି ମଧ୍ୟ ଧୋକା ଦେଇଥାନ୍ତି ଏବଂ ଆଉ କେଉଁଠି ଝଗଡ଼ା ହୋଇ ଧୋକା ଦେଇଥାନ୍ତି।ଏହି ଘଟଣାଟି ଓଡ଼ିଶାରେ ହିଁ ହୋଇଛି।ପ୍ରେମୀ ଯୁଗଳ ବିବାହ କରିଛନ୍ତି।ଏହି ୨ଜଣ ଭଲ ପାଇ ମନ୍ଦିରରେ ବାହା ହୋଇଛନ୍ତି।ପୁଅଟି ଝିଅଟି କୁ ଶଙ୍ଖା ,ସିନ୍ଦୂର ଓ ମଙ୍ଗଳସୂତ୍ର ପିନ୍ଧାଇ ବାହା ହୋଇଥିଲେ।

ଶେଷରେ ମନ୍ଦିରର ପୂଜାରୀଙ୍କୁ ନମସ୍କାର ହେଇଥିଲେ।ଏହି ଘଟଣାଟି ଜାଣିଲେ ଆପଣମାନଙ୍କୁ ଆଶ୍ଚର୍ଯ୍ୟ ଲଗିଥିଲେ ବି ଘଟଣାଟି ସତ।ଏବଂ ଏହି ଭିଡିଓ ଟି ବହୁତ୍ ମାତ୍ରାରେ ସେୟାର ହୋଇଛି ଯାହାକି କୋଟିଏରୁ ଅଧିକ ଲୋକ ଦେଖିଛନ୍ତି।ଯାହାକି ଲୋକମାନେ ବହୁତ ପସନ୍ଦ କରିଛନ୍ତି।

Leave a Reply

Your email address will not be published. Required fields are marked *