ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏହି ଭିଡିଓ ଆପଣଙ୍କୁ ଅନେକ କିଛି କଥା ଜଣାଇବ । କଟକ ସହରରେ ଏହି ଘଟଣା ଘଟିଛି । ଆଜିକାଲି ଦୁନିଆରେ ନାରୀ କେଉଁଠାରେ ବି ସୁରକ୍ଷିତ ନୁହେଁ । ଛୋଟ ବୟସର ଝିଅଙ୍କ ସହିତ ବି ଏଭଳି କାମ କରିବା ପୂର୍ବରୁ ଭାବି ପାରୁନାହାନ୍ତି ଲୋକମାନେ । କଟକରେ ଗୋଟିଏ ନାବାଳିକା ଝିଅକୁ ଥରେ ନୁହେଁ ବରଂ ୧୫ ଥର ଦୁଷ୍କର୍ମ କରାଯାଇଛି । ଦଲାଲଙ୍କ ହାବୁଡ଼ରେ ଅନେକ ନାବାଳିକା ।
ଏହି ଦଲାଲମାନେ ଆଗ ମଜା ନେଉଥିଲେ ତାପରେ ବେପାରରେ ଲଗାଉଥିଲେ । ନାବାଳିକାଙ୍କୁ ମନ ଭରି ଉପଭୋଗ କରୁଥିଲେ ବଙ୍ଗଳାଦେଶୀ । ବଙ୍ଗଳାଦେଶ ରୁ ଆସି କଟକରେ ଚଲାଉଥିଲେ ରାକେଟ । କଟକ ଜିଲ୍ଲାରେ ଦୁଷ୍କର୍ମ ଖବର ଏବେ ହଇଚଇ ସୃଷ୍ଟି କରି ଦେଇଛି । ଜଣେ ନାବାଳିକା ଜଣଙ୍କ ସହିତ ଏଭଳି କାମ ନିନ୍ଦନୀୟ ଅଟେ । ବଙ୍ଗଳାଦେଶରୁ ଯୁବତୀମାନେ ଆସନ୍ତି ଇଚ୍ଛା ନଥାଇ ମଧ୍ୟ ଦେହ ବ୍ୟାପାରରେ ଲାଗି ରୁହନ୍ତି । ତାଙ୍କର ଇଛା ନଥିଲେ ମଧ୍ୟ ଦଲାଲମାନେ ତାଙ୍କୁ ଏହି କାମ ପାଇଁ ବାଧ୍ୟ କରନ୍ତି । ଆଉ ସେମାନେ ମଧ୍ୟ ଇଚ୍ଛା ନଥାଇ ଏହି କାମ କରନ୍ତି । ଏବେ ଜଣେ ନାବାଳିକାଙ୍କ ବୟାନ ପରେ ଏହି ରାକେଟର ଫର୍ଦ୍ଧାଫାସ ହୋଇଛି ।
କଟକ ଜିଲ୍ଲା ମଧୁପାଟଣା ଥାନାରେ ୫ ଜଣ ଦଲାଲଙ୍କ ନାଁରେ ମାମଲା ରୁଜୁ ହୋଇଛି । ଏହି ଘଟଣା ବିଷୟରେ କମିସନରେଟ ପୋଲିସ ସୂଚନା ପାଇବା ପରେ ତଦନ୍ତ ଆରମ୍ଭ କରିଛି । ଏହିସବୁ ଯୁବତୀ ହେଉଛି ବଙ୍ଗଳାଦେଶୀ । ବଙ୍ଗଳାଦେଶରୁ ଏହି ଯୁବତୀ ମାନଙ୍କୁ ଆଣି ତାଙ୍କୁ ଚାକିରୀ ଦେବା ବାହାନାରେ ଏହି ଦେହ ବ୍ୟବସାୟରେ ଲଗାଇଥାଆନ୍ତି । ଲୁଚି ଛପି ଦେହ ଦଲାଲମାନେ ଏଭଳି ରାକେଟ ଚଲାଉଛନ୍ତି । କଟକ ମୁଖ୍ୟ ଆଡ୍ଡା ପାଲଟିଥିବା ବେଳେ ଅନେକ ସ୍ଥାନକୁ ଏହି ରାକେଟ ମାଧ୍ୟମରେ ଝିଅ ପଠାଯାଉଛି । ଏହି ନାବାଳିକା ଜଣଙ୍କୁ ଏବେ ପୋଲିସ ରଖି ଏହି ଘଟଣାର ତଦନ୍ତ କରୁଛି । ଏହି ଅଭିଯୋଗରେ ପାଞ୍ଚ ଜଣଙ୍କ ନାଁ ସାମ୍ନାକୁ ଆସିଛି । ଏବେ ଏହି ଘଟଣାକୁ ନେଇ ଅନେକ କଥା ଆସିବା ପରେ ପୋଲିସ ଏହି ଘଟଣାର ତଦନ୍ତ କରୁଛି ।