ଦେହ ଦେଖାଇ ପଇସା କମାଉଛନ୍ତି… ତାପରେ ଆସି ବିସ୍କୁଟ ବାଣ୍ଟୁଛନ୍ତି…!

ଯାତ୍ରାରେ ହୋଇଥିବା ଅଶ୍ଳୀଳ ନୃତ୍ୟକୁ ନେଇ ଏବେ ଚାରିଆଡ଼େ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଏହାକୁ ନେଇ ସମାଜସେବୀ ଶୁଭଲକ୍ଷ୍ମୀ କହିଛନ୍ତି କି ଯାତ୍ରାରେ ନୃତ୍ୟ ଓ ଅଶ୍ଳୀଳତା ନିଶ୍ଚିତ ଭାବରେ ବନ୍ଦ ହେବା ଜରୁରୀ ଅଟେ। ପଇସା ପାଇଁ ହିଁ ସେମାନେ ଏଭଳି କିଛି କରିଛନ୍ତି। ସରକାର ଏବେ ନିୟମ କରିଛନ୍ତି କି ପ୍ରତ୍ୟେକ ବାର୍ ଓ କ୍ଳବ୍ ରେ ଅଶ୍ଳୀଳତା ବନ୍ଦ କରାଯାଉ ବୋଲି। ଏହା ଉପରେ ସେ କଟକଣା ମଧ୍ୟ ଲଗାଇଛନ୍ତି।ଏହାର ପ୍ରଭାବ ମଧ୍ୟ କିଛି ମାତ୍ରାରେ ପଡିଛି ବୋଲି ଶୁଭଲକ୍ଷ୍ମୀ କହିଥିଲେ। ଡ୍ରେସ୍ ଉପରେ ଏବେ କଟକଣା ଲାଗି ସାରିଛି।

ଏହା ଉପରେ ମଧ୍ୟ ଦୃଢ଼ ଭାବରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର୍। ଯେତେବେଳେ ତାଙ୍କୁ ବିରୋଧ କରାଯାଉଅଛି ସେତେବେଳେ ସେ ବିସ୍କୁଟ ବାଣ୍ଟିବାକୁ ଚାଲି ଆସୁଛନ୍ତି। ଯାହାକି ନିଶ୍ଚିତ ଭାବରେ ଆମ ଉପରେ ମଧ୍ୟ ଖରାପ୍ ପ୍ରଭାବ ପକାଇବାରେ ଲାଗିଛି। ତାହା ମଧ୍ୟ ସମାଜସେବୀ ମାନଙ୍କ ଉପରେ ଖରାପ୍ ବ୍ଲେମ୍ ପକାଉଛି ବୋଲି,ସମାଜସେବୀ ଶୁଭଲକ୍ଷ୍ମୀ କହିଥିଲେ। ଏହା ଉପରେ ମଧ୍ୟ କଟକଣା ଲଗାଇବା ଦରକାର୍ ବୋଲି ଶୁଭଲକ୍ଷ୍ମୀ କହିଥିଲେ। ପଇସା ରୋଜଗାର କରିବାର ଆହୁରି ମଧ୍ୟ ଭଲ ମାଧ୍ୟମ ରହିଛି ବୋଲି ସେ କହିଥିଲେ।

ଭଲ ମାଧ୍ୟମରେ ମଧ୍ୟ ପଇସା ରୋଜଗାର କରି ପାରିବେ। ଏହି ଘଟଣାକୁ ନେଇ ବର୍ତ୍ତମାନ ସମୟରେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ସେ ରୋକ୍ ଠୋକ୍ ଭାବରେ ଏହି କଥା ମିଡ଼ିଆ ସମ୍ମୁଖରେ ପରିପ୍ରକାଶ କରିଛନ୍ତି।ଶୁଭଲକ୍ଷ୍ମୀ ମଧ୍ୟ ଏଭଳି ଅନେକ କଥା କହିଥିଲେ। ଯାହା ଆପଣ ସଂପୂର୍ଣ୍ଣ ଭିଡିଓ ଦେଖିଲେ ନିଶ୍ଚିତ ଭାବରେ ଜାଣି ପାରିବେ।ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି। କାରଣ ଶୁଭଲକ୍ଷ୍ମୀ ଙ୍କ କଥାକୁ କେତେଜଣ ଲୋକମାନେ ମଧ୍ୟ ସମର୍ଥନ କରିଛନ୍ତି। ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ଏହା କେତେଦୂର ଠିକ ଅଟେ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଭୁଲି ଯିବେ ନାହିଁ।

Leave a Comment