ଆଜି ହିଁ କରନ୍ତୁ ଏହି ଉପାୟ କାଲିଠୁ ଆପଣଙ୍କ ସିନ୍ଧୁକ ଟଙ୍କାରେ ଭର୍ତ୍ତି ହୋଇଯିବ
ପ୍ରତ୍ୟେକ ମଣିଷ ଜୀବନରେ ବାସ୍ତୁର ବହୁତ ମହତ୍ୱ ରହିଥାଏ, ଏପରି ପରିସ୍ଥିତିରେ ସମସ୍ତେ ଚାହିଁଥାନ୍ତି ଯେ ତାର କେବେ ହେଲେ ଧନର ଅଭାବ ନ ହଉ | ତେଣୁ ଆମେ ଆପଣମାନଙ୍କୁ ଧନ ପ୍ରାପ୍ତି ପାଇଁ କିଛି ବାସ୍ତୁ ଉପାୟ କହୁଛୁ, ଯାହାକୁ କରିବାଦ୍ୱାରା ଘରେ ଧନର ଅଭାବ ହେବନାହିଁ |
ସର୍ବପ୍ରଥମେ କେବେ ବି ପୂଜା କରିବା ସମୟରେ ଘରେ ଧନ ସଂଚୟ କରିବେ ନାହିଁ, ଏପରି କରିବାଦ୍ୱାରା ଆପଣଙ୍କ ମନ ଭଗବାନଙ୍କ ଠାରୁ ଅଧିକ ଟଙ୍କାରେ ଲାଗିରହିବ | ଏହାଦ୍ୱାରା ଈଶ୍ୱର ଆପଣଙ୍କ ଉପରେ ରୁଷ୍ଟ ହୋଇପାରନ୍ତି |
ଏମିତି ଫଟୋ ଲଗାନ୍ତୁ, ଯେପରି ସେହି ଫଟୋରେ ଦେଖା ଯାଉଥିବ ଯେ ମା ଲକ୍ଷ୍ମୀ ବସି ମୁଦ୍ରାରେ ଅଛନ୍ତି ଏବଂ ତାଙ୍କର ଦୁଇ ହାତୀ ଉପରକୁ ଶୁଣ୍ଢ ଉଠାଇଥିବ | ଏପରି ଫଟୋ ଲଗାଇଲେ କେବେ ବି ଟଙ୍କା ଅଭାବ ହେବନାହିଁ |
ଏହାବ୍ୟତୀତ ଆପଣଙ୍କ ଘରର ରୋଷେଇଘରେ ରାତିରେ ଅଇଁଠା ବାସନ ରଖନ୍ତୁ ନାହିଁ, ଅର୍ଥାତ ରାତିର ବାସନ ରାତିରେ ହିଁ ସଫା କରି ନିଅନ୍ତୁ, ନଚେତ ବ୍ୟବସାୟରେ କ୍ଷତି ହୋଇପାରେ |
ବେଡ଼ରୁମରେ ଏହି କଥାକୁ ଧ୍ୟାନ ଦେବେ ଯେ ଯେମିତି ଶୋଇବାଘରେ ପାଣି ନ ରଖନ୍ତି, ଏହାଦ୍ୱାରା ବ୍ୟକ୍ତି ଉପରେ ଋଣ ଭାର ବଢିଥାଏ ଏବଂ ସେ ସମସ୍ୟାରେ ଫସି ରହିଥାଏ | ତେଣୁ ଏହାଠାରୁ ଦୁରେଇ ରୁହନ୍ତୁ |