ରାଜ୍ୟ ଖବର

Tapawini ଙ୍କ ଘର ସାମ୍ନାରେ High Drama ପୋଲିସ ଜାରି କଲା ୧୪୪ ଧାରା ନିଆଁ ଭଳି ଭାଇରାଲ ହେଉଛନ୍ତି Sumit-tapaswini

ସୁମିତ ତପସ୍ୱିନୀ ଘଟଣା ବର୍ତ୍ତମାନ୍ ଓଡ଼ିଶାର ସବୁ କୋଣ ଅନୁକୋଣ ରେ ପରିଚିତ । ତପସ୍ଵିନୀ ଙ୍କୁ ଘରକୁ ନେବାପାଇଁ ବହୁ ଦୂର ଦୁରନ୍ତ୍ରର ରୁ ଲୋକ ଆସି ଗେଟ ଭାଙ୍ଗି ତାଙ୍କୁ ଆଣି ଘରେ ରଖିଛନ୍ତି ।

ତପସ୍ଵିନୀ ଶେଷରେ ଘରେ ଅଛନ୍ତି ଶୀତ ,କାକର,ଖରା ଦାଉ ରୁ ରକ୍ଷା ପାଇଛନ୍ତି । କେବଳ ସେହି ଦିନ ର ଅପେକ୍ଷା କେବେ ସୁମିତ ଏବଂ ସାରା ପରିବାର ତାଙ୍କୁ ଆପଣେଇ ନେବେ ।

ତେବେ ଏହି କ୍ଷେତ୍ରରେ ନୂଆ ନୂଆ ଟୁଇଷ୍ଟ ଦେଖିବାକୁ ମିଳୁଥିବା ବେଳେ ବହୁତ୍ ଦୂରରୁ ସେହି ସ୍ଥାନ କୁ ଲୋକ ଆସୁଛନ୍ତି ଏବଂ ଭଉଣୀ ଙ୍କୁ ସହଯୋଗ ର ହାତ ବଢେ଼ଇବା ପାଇଁ ଆଗେଇ ଆସୁଛନ୍ତି ।

ଏହି କ୍ଷେତ୍ରରେ ଏତେ ଭିଡ଼ କୁ ଆୟତ କରାଯାଇ ପୋଲିସ ପକ୍ଷରୁ ୧୪୪ ଧାରା ଆରମ୍ଭ କରାଯାଇଛି । ମହାମାରୀ ର ତୃତୀୟ ଲହର ଆରମ୍ଭ ହେବାକୁ ଯାଉଥିବା ବେଳେ ।

ଅନ୍ୟପଟେ  ଏତେ ଭିଡ ଜମାଇବା ସାଧାରଣ ଜନ ସାଧାରଣ ଙ୍କ ପାଇଁ କ୍ଷତି କାରକ ବୋଲି ଏହିପରି ନିଷ୍ପତି ନିଆଯାଇଛି ଏବଂ ଘଟଣା ସ୍ଥଳ ରେ ପୋଲିସ ମଧ୍ୟ ମୁତୟନ କରୁଛି ।

Leave a Reply

Your email address will not be published. Required fields are marked *