Special Report

କେଉଁଠୁ ଉଡ଼ି ଆସି ପହଁଚିଲା ଗରୁଡ଼ ପକ୍ଷୀ ଗାଁ ଲୋକେ କରୁଛନ୍ତି ପୂଜା ଅର୍ଚ୍ଚନା ଦେଖନ୍ତୁ Exclusive Visual

ଗରୁଡ଼ ପକ୍ଷୀ ନାଁ ଶୁଣିଲେ ମହାପ୍ରଭୁ ଜଗନ୍ନାଥ ଙ୍କ କଥା ମନରେ ଆସିଯାଏ । ଜଗନ୍ନାଥ ଙ୍କ ଅନ୍ୟ ରୂପ ଗରୁଡ଼ ପକ୍ଷୀ ହୋଇଥାଏ ବୋଲି ସୂଚନା ମିଳିଥାଏ । ଗରୁଡ଼ ପକ୍ଷୀ ଙ୍କୁ ଦେଖିବାକୁ ମଧ୍ୟ ଲୋକଙ୍କର ଭିଡ ଜମିଥାଏ ।

 

ଗରୁଡ଼ ପକ୍ଷୀ ହେଉଛି ଏକ ବିଲୁପ୍ତ ପ୍ରାଣୀ । ଏହି ପକ୍ଷୀଟିକୁ ଦେଖିବାକୁ ଖୁବ୍ ଭିଡ ଜମିଥାଏ ଏହି ପକ୍ଷୀକୁ ଯିଏ ଦେଖୁଥାଏ ବା ପାଇଥାଏ ତାହା ସେହି ବ୍ୟକ୍ତିଙ୍କର ଜୀବନରେ ସୁଖ ସମୃଦ୍ଧି ଆଣିଥାଏ ।

ବର୍ତ୍ତମାନ ଓଡ଼ିଶାର ଏକ ଗାଁ ରେ ଗରୁଡ଼ ପକ୍ଷୀ ଦେଖା ଯାଇଛି । ଓଡ଼ିଶାରେ ଅଧିକାଂଶ ସମୟରେ ପୂର୍ବ କାଳରେ ଗରୁଡ଼ ପକ୍ଷୀ ଦେଖିବାକୁ ମିଳୁଥିଲା କିନ୍ତୁ ଏବେ ଏହା ବିଲୁପ୍ତ ହେବାକୁ ବସିଲାଣି ।

ତେବେ ଆଜିର ଚିତ୍ରଟି ହେଉଛି ଓଡ଼ିଶାର ଏକ ଗାଁ ରେ ଯେଉଁଥିରେ ଗରୁଡ଼ ପକ୍ଷୀ ଦେଖିବାକୁ ମିଳିଛି । ଲୋକେ ଖୁସିର ସହ ତାର ପୂଜା କରିବା ସହ ତାକୁ ଖାଇବାକୁ ଦେଉଛନ୍ତି ମଧ୍ୟ ଦେଖନ୍ତୁ ଏହି ଭିଡିଓ ।

 

 

Leave a Reply

Your email address will not be published. Required fields are marked *