ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ବର୍ତ୍ତମାନ ସମୟ ରେ ମହିଳା ମାନେ କିଭଳି କାଣ୍ଡ ଘଟାଉ ଛନ୍ତି।ନିଜ ଗାଁ ପରିବାର କଥା ଭୁଲି ଖରାପ କାର୍ଯ୍ୟ ରେ ଲିପ୍ତ ରହୁଛନ୍ତି।ଆମେ ଆଜି ସେଭଳି ଜଣେ ଯୁବତୀ ଙ୍କ ବିଷୟ ରେ କହିବାକୁ ଯାଉଛୁ।ସେହି ଯୁବତୀ ଜଣକ ଏଭଳି କିଛି କାର୍ଯ୍ୟ କରିଛନ୍ତି।
ଯାହାକୁ ଆପଣ ମାନେ ଶୁଣିଲେ କାନ ରେ ହାତ ଦେଇ ଦେବେ।ଯୁବତୀ ଜଣକ ଯାହା କରୁଥିଲେ ତାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି।ଏବେ ର ସମୟ ରେ ଯାହା କିଛି ବି ଘଟୁଛି ତାହା ସୋସିଆଲ ମିଡିଆରେ ଭାଇରାଲ୍ ହେଉଚି।
ସୂଚନା ଅନୁସାରେ ଝିଅ ଟି ଲୁଚି ଲୁଚି ନିଜ ପ୍ରେମିକ ସହିତ କଥା ହେଉ ଥିଲେ।ଏହାକୁ ଅନେକ ଦିନ ରୁ ଲକ୍ଷ୍ୟ କରିଥିଲେ ତାଙ୍କ ଭାଇ।ହେଲେ ସେ କିଛି ବି କହି ନ ଥିଲେ।ପରେ ସେ କାହା ସହିତ କଥା ହେଉଛନ୍ତି ତାହାକୁ ଭାଇ ଖୋଜିବାକୁ ଲାଗିଲେ। ଦିନେ ହଟାତ ଯୁବତୀ ଜଣକ କଥା ହେଉ ଥିବା ସମୟ ରେ ତାଙ୍କ ଭାଇ ତାର ଭିଡିଓ କରିଥିଲେ।
ଯୁବତୀ ଜଣକ ନିଜ ଘର ପଛ ପଟେ କଥା ହେଉ ଥିଲେ।ଏହାକୁ ଗାଁ ର ଅନ୍ୟ ମାନେ ଦେଖିଥିଲେ।ହେଲେ କେହି କିଛି କହୁ ନ ଥିଲେ।ଏହା ପରେ ଯୁବତୀ ଙ୍କ ଭାଇ ଏହାର ଭିଡିଓ କରି ସୋସିଆଲ ମିଡିଆରେ ଅପଲୋଡ କରିଥିଲେ।
ଏବଂ ଯୁବତୀ ଙ୍କୁ ପଚାରି ଥିଲେ କି ତୁ କାହା ସହିତ କଥା ହେଉଛୁ।ଏଥିରେ ଯୁବତୀ ଜଣକ କାନ୍ଦିବାକୁ ଲାଗିଲେ।ହେଲେ କିଛି ବି କହି ନ ଥିଲେ।ତାଙ୍କ ଭାଇ ତାଙ୍କୁ ଖୁବ୍ ମାରିଲେ।ହେଲେ କିଛି ବି ପାଟି ରୁ କଥା ବାହାରିଲା ନାହିଁ।
ତେବେ ଆପଣ ମାନେ ଭାବନ୍ତୁ ଯୁବତୀ ଜଣକ ଫୋନ୍ ରେ କାହା ସହିତ କଥା ହେଉ ଥିବେ।ସତରେ କଣ ସେ ତାଙ୍କ ପ୍ରେମିକ ହୋଇ ଥିବ।ନା ଆଉ କିଏ ହୋଇ ଥିବ।ଯାହାକୁ ନେଇ ଏବେ ସମସ୍ତଙ୍କ ମଧ୍ୟରେ ପ୍ରଶ୍ନ ସୃଷ୍ଟି ହୋଇଛି।ଯୁବତୀ ଯେପରି କଥା ହେଉଛନ୍ତି ଲାଗୁଚି କୁ ସେ ତାଙ୍କ ପୁରୁଷ ବନ୍ଧୁ ଙ୍କ ସହିତ କଥା ହେଉ ଥିବେ।
ଆପଣ ମାନେ ସମସ୍ତେ ଜାଣି ଥିବେ ବର୍ତ୍ତମାନ ସମୟ ରେ ଅଧିକାଂଶ ଝିଅ ଙ୍କ ପାଖରେ ତାଙ୍କ ପ୍ରେମିକ ଅଛନ୍ତି।ହେଲେ ସେମାନେ ଏଭଳି କିଛି କାଣ୍ଡ କରୁଛନ୍ତି ଯାହାକୁ ନ କହିବା ଭଲ।ଏହି ଯୁବତୀ ଜଣକ ନିଜ ଭାଇ ଙ୍କ ପାଖରେ ଧରା ପଡ଼ି ଥିଲେ ମଧ୍ୟ କିଛି ବି କହି ନ ଥିଲେ।
https://youtu.be/KI_Rk30QY-s?si=C7SDVgOjmBjY_HL4
ଏହା ପରେ ତାଙ୍କ ଭାଇ ସେହି ଭିଡିଓ କୁ ସୋସିଆଲ ମିଡିଆରେ ପୋଷ୍ଟ କରି ଥିଲେ।ଯାହାକୁ ଦେଖି ସମସ୍ତେ ନିନ୍ଦା କରିଛନ୍ତି।ଗୋଟିଏ ଝିଅ ହୋଇ ଏଭଳି କରିବା ସମାଜ ପାଇଁ ଠିକ୍ ନୁହେଁ ବୋଲି କିଛି କହିଛନ୍ତି।