special riport

ପ୍ରଥମେ ମିଠା ମିଠା କଥା କହି ଭଲ ପାଇଲା ଆଉ ତା ପରେ ମୋ ସହ ରାତିରେ ସବୁ କରି ମୋତେ ବାହାର କରିଦେଲା…

 

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ଆସିଥାଏ । ଆପଣମାନେ ସମସ୍ତେ ଆଜିକାଲି ସମାଜରେ ଘଟୁଥିବା ଖବର ସବୁ ସୋସିଆଲ ମିଡ଼ିଆ ଦ୍ଵାରା ପାଇ ପାରୁଛନ୍ତି ।

ଏବେ ଏଭଳି କିଛି ଘଟଣା ସମାଜରେ ଘଟୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସମାଜରେ ଏଭଳି ଘଟଣା ନିନ୍ଦନୀୟ ଅଟେ । ଏବେ ଏହି ଘଟଣାକୁ ଯିଏ ବି ଶୁଣୁଛି ସେ ଅନେକ କଥା କହୁଛି ।

ଲୋକମାନେ ପ୍ରେମ କରି ଭୁଲି ଯାଉଛନ୍ତି କି ସେମାନେ ଏଭଳି କାମ କରୁଛନ୍ତି । ଭଲପାଇ ଧୋକା ଦେବା ସତେ ଯେମିତି ଏକ ସାଧାରଣ କଥା ହୋଇ ଗଲାଣି । ଭଲପାଇ ଲୋକମାନେ ଏଭଳି ସବୁ ନିର୍ଲଜ୍ଜ କାମ କରୁଛନ୍ତି ଯାହା ଶୁଣିଲେ ଆପଣ ମନରେ ଅନେକ କଥା ଭାବିବେ ।

ଆପଣମାନେ ଏହି ଭିଡିଓ ମାଧ୍ୟମରେ ଦେଖିବେ କି ଜଣେ ଯୁବତୀ ପ୍ରେମ କରୁଥିଲେ ଆଉ ତାଙ୍କୁ ଧୋକା ମିଳିବା ପରେ ସେ ଏଭଳି କାମ କରିଛନ୍ତି ଯାହା ଆପଣ ଆଖିରେ ନ ଦେଖିଲେ ବିଶ୍ୱାସ କରିବେ ନାହିଁ ।

ଏହି ଯୁବତୀ ଆଉ ଯୁବକ ପରସ୍ପରକୁ ଭଲ ପାଉଥିଲେ । ସେମାନେ ଭଲପାଇବା ପରେ ଏକାଠି ସମୟ ମଧ୍ୟ ବିତାଇ ଥିଲେ କିନ୍ତୁ ଏହି ଯୁବତୀ ଜଣକ ଭଲପାଉଥିବା ଯୁବକ ଜଣକ ତାଙ୍କୁ ଧୋକା ଦେଇଛନ୍ତି ।

ଆଉ ସେ ଧୋକା ଖାଇବା ପରେ ଏଭଳି କାମ କରିଛନ୍ତି ଯାହା ଶୁଣିଲେ ଆପଣ ମନରେ ଭାବିବେ ସତରେ କେହି କାହାକୁ ଏଭଳି ଧୋକା ଦେବା କଥା ନୁହେଁ । ଏହି ଯୁବତୀ ଜଣକ ନିଜ ଜୀବନରୁ ଅଧିକ ଯୁବକଙ୍କୁ ଭଲ ପାଉଥିଲେ । ଆଉ ଶେଷରେ ସେ ତାଙ୍କର ବିଶ୍ବାସ ଭାଙ୍ଗି ଦେଲେ ।

ଏହି ଯୁବକ ଜଣକ ଯୁବତୀଙ୍କୁ ଧୋକା ଦେଇଥିଲେ । ଆଉ ଧୋକା ପାଇବା ପରେ ଯୁବତୀ ଜଣକ ରାସ୍ତାରେ ବାଲି ଧୂଳି ରାସ୍ତାରେ ଗଡୁଛନ୍ତି । ଯୁବତୀ ଜଣକ ରାସ୍ତାରେ ଏଭଳି ଗଡୁ ଥିବାର ଦୃଶ୍ୟ ଏବେ ସୋସିଆଲ ମିଡ଼ିଆ ଦ୍ଵାରା ସମସ୍ତଙ୍କ ସାମ୍ନାକୁ ଆସିଛି ।

https://youtu.be/FzR2U1uKzZs?si=5mWs2PGS3g3EQv2b

ଏହି ଭିଡିଓ ଏବେ ଚର୍ଚ୍ଚା ହେବା ସହ ଅନେକ କଥା ଲୋକମାନେ କହୁଛନ୍ତି । ଏହି ଭିଡିଓ ଏବେ ଦେଖିବା ପରେ ଲୋକମାନେ ଅନେକ ପ୍ରକାରର କମେଣ୍ଟ ଦେଉଛନ୍ତି । ଭଲପାଇ ଏଭଳି ଧୋକା ଦେବା ଉଚିତ୍ ନୁହେଁ ।

Leave a Reply

Your email address will not be published. Required fields are marked *