Viral Video – ଝିଅଟି Social Media ରେ ଆସି ପୁଅଙ୍କୁ ଆକ୍ଷେପ କରି କହିଲା ଏମିତି କଥା ରାତା ରାତି ଭିଡିଓ ହୋଇଗଲା ଭାଇରାଲ

ସମସ୍ତେ କହିଥାନ୍ତି ଗୋଟେ ଝିଅ ଜୀବନରେ ବହୁତ୍ କଷ୍ଟ ହୋଇଥାଏ।ହଁ ,ସତରେ ବହୁତ୍ କଷ୍ଟ ହୋଇଥାଏ।ଗୋଟେ ଝିଅ ସେତେବେଳେ ପର୍ଯ୍ୟନ୍ତ ଖୁସିରେ ରହିଥାଏ ଯେତେବେଳ ପର୍ଯ୍ୟନ୍ତ ତାଙ୍କର ବାହାଘର ହୋଇନାହିଁ।

ଠିକ୍ ସେହିପରି ଗୋଟେ ପୁଅ ସେମିତି ଖୁସିରେ ଥାଏ ଯେତେବେଳେ ପର୍ଯ୍ୟନ୍ତ ସେ ଘରେ ଥାଏ।ତାଙ୍କର କୌଣସି ବୋଝ ନଥାଏ।ସେହି ପୁଅ କୁ ପଚାର ଯେଉଁ ପୁଅ ବାହାରେ ରହୁଛନ୍ତି।ଯେଉଁ ପୁଅ ସକାଳୁ ଉଠିଲେ ମା ପଣତରେ ମୁହଁ ପୋଛୁଥିଲେ।

କିନ୍ତୁ ଆଜି ସକାଳେ ବିଷ୍କୁତ୍,ଚୁଡ଼ା ଖାଇ କରି ନିଜ ବାସନ ଧୋଉଛନ୍ତି।ସେହି ପୁଅକୁ ପଚାରନ୍ତୁ ଖାଇବାରେ ଶହେ ନଖରା କରୁଥିଲେ।ସେ

ଆଜି ଭାତ,ଡାଲି ଖାଇ କରି ରହିଯାଉଛି।ଯେଉଁ ପୁଅ ଘରେ ରହିଲା ବେଳେ ବାପା ଙ୍କ ଠୁ ପଇସା ନେଇ ଉଡେଇଦେଉଥିଲା ,କିନ୍ତୁ ସେ ଆଜି ପଇସା ରୋଜଗାର କରି ଘରକୁ ବେଶି ଦେଉଛନ୍ତି ଓ ନିଜ ପାଖରେ କମ୍ ପଇସା ରଖିଛନ୍ତି।

ସେହି ପୁଅକୁ ପଚାର ତାଙ୍କର ଯେତେବେଳେ ଦେହ ଖରାପ୍ ରହୁଛି ସେ କହୁଛନ୍ତି ହଁ ମା ମୁଁ ଠିକ ଅଛି।ଯେଉଁ ପୁଅ ମା କୁ ଆଗରୁ କହୁଥିଲେ ମୋ ପାଖରୁ ଯାଆନା ମୋ ଦେହ ଖରାପ ଅଛି।

ସେ ଦେହ ଖରାପ୍ କଥା ଲୁଚେଇଦେଉଛି ,କାରଣ ବୋଉକୁ କଷ୍ଟ ନ ହେଉ।କଣ ଭାବୁଛନ୍ତି କେବଳ ଝିଅ ଜିବନରେ କଷ୍ଟ ଅଛି?ପୁଅ ମାନେ ଖୁସିରେ ଅଛନ୍ତି?କେବେ ନୁହେଁ ସେମାନେ ବି ଜୀବନରେ କଷ୍ଟରେ ରହୁଛନ୍ତି।

Leave a Comment

Your email address will not be published. Required fields are marked *

Scroll to Top