ଝିଅଟି କହିଲା Video Call ରେ ଏମିତି କଥା ରାତା ରାତି ଭିଡିଓ ହୋଇଗଲା ଭାଇରାଲ

ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ କିଛି ନା କିଛି ଭାଇରାଲ ହୋଇଥାଏ । ଆଜିର ଭିଡ଼ିଓରେ ଦେଖିବାକୁ ମିଳିଛି ପୁଣି ଏମିତି ଏକ ଭିଡିଓ ଯେଉଁ ଭିଡ଼ିଓରେ ଝିଅଟି ପୁଅ ସହ ଭିଡିଓ କଲ ରେ  କଥା ହେଉଛି ।

ଭିଡ଼ିଓରେ ଯେତେବେଳେ ପୁଅଟି ଝିଅ ସହ କଥା ହେଉଛି ଯାହା ଲାଗୁଚି ଏହା ପ୍ରଥମ ଥର ଭିଡିଓ କଲ । ଝିଅଟି ପୁଅ ସହ କଥା ହେବା ବେଳେ ସର୍ବ ପ୍ରଥମେ ନିଜର ଉଚ୍ଚତା ପଚାରୁଛି ଏବଂ ତାଙ୍କୁ ଠିଆ ହେବାକୁ କହୁଚି ।

ପୁଅ ମଧ୍ୟ ଠିଆ ହେଉଛି ଏବଂ ନିଜର ଉଚ୍ଚତା ଦେଖୋଉଛି । ପୁଅ ର ଉଚ୍ଚତା ଝିଅ କୁ ପସନ୍ଦ ହେଉନାହିଁ ଏବଂ ପୁଅର ଦାଢ଼ି ଥିବାବେଳେ ଝିଅଟି ତାକୁ ଅଧିକ ବୟସର ଭାବୁଛି ଏବଂ ବୟସରେ ସେ ଆଉ କିଛି କମ ହୋଇଥିଲେ ଭଲ ହୋଇଥାନ୍ତା ବୋଲି କହିଛି ।

ତେବେ ପୁଅ ଟି ମଧ୍ୟ ନିଜର ବୟସ କମ ବୋଲି କହିଛି । କିନ୍ତୁ ଝିଅଟି ଏହାକୁ ବିଶ୍ୱାସ କରୁନାହିଁ । ତେବେ ଏହି ଭିଡ଼ିଓରେ ଜଣା ପଡ଼ୁଚି ଯେ ସମ୍ପର୍କ ରଖିବା ଆଗରୁ ଝିଅ ମାନେ ବେଶ୍ ଭାବି ଚିନ୍ତି ସମ୍ପର୍କ ଭିତରେ ପଡିଥାନ୍ତି ।

https://youtu.be/vuahXuxNlHk

 

Leave a Comment