ଆଜି ଗାଳିବ ପ୍ରବଳ ବର୍ଷା ଆଉ ହେବ ଘଡଘଡି.. ସ୍କୁଲ ଆଉ କଲେଜ କରି ଦିଆହେଲା ଛୁଟି

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଅନେକ କିଛି ଖବର ଜାଣିବା ସହ ଅନେକ ବିଷୟରେ ସୂଚନା ପାଇପାରିବେ । ଏବେ ପାଣିପାଗ ସମ୍ବନ୍ଧୀୟ ଅନେକ ପ୍ରକାରର ଖବର ଆପଣମାନେ ପାଇ ପାରୁଛନ୍ତି । ଏବେ ଆପଣମାନେ ହୋଇ ଯାଆନ୍ତୁ ସାବଧାନ । ପୁଣି ମାଡ଼ି ଆସୁଛି ଆଉ ଏକ ବର୍ଷା । ଏତେ ମାତ୍ରାରେ ବର୍ଷା ହେବ ଯେ ଜଳମଗ୍ନ ହୋଇଯିବ ସାରା ସହର । ବର୍ଷା ପ୍ରବଳ ହେବ ବୋଲି ସୂଚନା ମିଳିଛି । ଆଉ ଏବେ ବର୍ଷା ନେଇ ହାଇ ଆଲର୍ଟ ଜାରି କରାଯାଇଛି ।

ଯେଉଁସବୁ ଜିଲ୍ଲାରେ ଅଧିକ ବର୍ଷା ହେବ ସେହି ଅଞ୍ଚଳରେ ସ୍କୁଲ କଲେଜ ଛୁଟି ବୋଲି ସୂଚନା ମିଳିଛି । ଏହିସବୁ ଜିଲ୍ଲାକୁ ତିନିଦିନ ପାଇଁ ସତର୍କତା ଜାରି କରାଯାଇଛି । ଆଉ କିଛି ସମୟରେ ବଦଳି ଯିବ ପାଣିପାଗ । କାଚିବ ନିର୍ଦ୍ଧୁମ ବର୍ଷା ବୋଲି ଏବେ ସୂଚନା ମିଳିଛି । ବାରମ୍ବାର କଡ ଲେଉଟାଉଛି ପାଗ । କେଉଁଠି କାଁ ଭାଁ ବର୍ଷା ହେଉଛି ତ କେଉଁଠି କାର୍ତ୍ତିକ ମାସରେ ମୁଣ୍ଡଫଟା ଖରାରେ ଲୋକମାନେ ହନ୍ତସନ୍ତ ହେଉଛନ୍ତି । ଆଉ ଏବେ ଖବର ଆସିଛି କି ମାଡ଼ି ଆସୁଛି ବଡ ବର୍ଷା । ତିନିଦିନ ପାଇଁ ଏହି ଜିଲ୍ଲା ଗୁଡ଼ିକ ପାଇଁ ସତର୍କତା ଜାରି କରାଯାଇଛି । ବହୁତ ପରିମାଣରେ ବର୍ଷା ହେବ ଆଉ ଜଳମଗ୍ନ ହୋଇଯିବ ଅଧିକାଂଶ ସହର । ଏହାକୁ ନେଇ ହାଇ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ଆଉ କିଛି ସମୟ ପରେ ବଦଳି ଯିବ ପାଗ । ଖରା ଲୁଚି ଯିବ ଆଉ ନିର୍ଦ୍ଧୁମ ବର୍ଷା ମାଡ଼ି ଆସିବ । ଏହିଭଳି ପାଣିପାଗକୁ ଦେଖି ଜିଲ୍ଲା ପ୍ରଶାସନ ତରଫରୁ ସ୍କୁଲ କଲେଜ ଛୁଟି ଘୋଷଣା କରାଯାଇଛି । ଭାରତୀୟ ପାଣିପାଗ ବିଭାଗ ଦେଇଥିବା ସୁଚନା ଅନୁସାରେ ପ୍ରବଳ ବର୍ଷା ହେବାକୁ ନେଇ ଚେନ୍ନାଇ ସମେତ ଏକାଧିକ ଜିଲ୍ଲାରେ ପରବର୍ତ୍ତୀ ତିନିଦିନ ଧରି ସତର୍କତା ଜାରି କରାଯାଇଛି । ଆଜି ଚେନ୍ନାଇରେ ସତର୍କତା ସୂଚନା ଦେଇ ପୂର୍ବାହ୍ନ ସୁଦ୍ଧା ଅଧିକ ବର୍ଷା ହେବ ବୋଲି ସୂଚନା ଦିଆଯାଇଛି । ଏପର୍ଯ୍ୟନ୍ତ ଯାତାୟାତ ସକ୍ଷମ ରହିଛି । ଚେନ୍ନାଇରେ ସ୍କୁଲ କଲେଜ ଆଜି ଗୋଟିଏ ଦିନ ପାଇଁ ବନ୍ଦ କରାଯାଇଛି । ଓଡ଼ିଶାର ପାଣିପାଗରେ ପରିବର୍ତ୍ତନ ହେବାକୁ ଲାଗିଛି । ଆଉ ଆଗାମୀ ୧୫ ତାରିଖରୁ ତାପମାତ୍ରା ହ୍ରାସ ହେବ ବୋଲି ସୂଚନା ମିଳିଛି ।

Leave a Comment