Special Report

ହୋଟେଲ ରେ ସ୍ତ୍ରୀ ପ୍ରେମିକ ସହ ମିଶି କରୁଥିଲା ଜିରୋ ନାଇଟ ସେଲିବ୍ରେସନ୍,ସ୍ୱାମୀ ଆସି ଦେଖି ଦେଲା ଆଉ ତା ପରେ..

 

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ଦୁନିଆରେ ସବୁ ଲୋକ ପ୍ରାୟ ସୋସିଆଲ ମିଡିଆ ସହିତ ଜଡିତ ହୋଇ ରହୁଛନ୍ତି। ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି।

ତେବେ ବନ୍ଧୁଗଣ ନୂଆବର୍ଷ ପାଳନ କରିବା ପାଇଁ ବୟଫ୍ରେଣ୍ଡ ସହିତ ଫେରାର ହୋଇଗଲା ଘରର ବୋହୁ। ରାତିରେ ଘରର ବୋହୁ ଖଇପିଇସାରି ନିଜ ବେଡ଼ ରୁମ ଭିତରକୁ ଶୋଇବାକୁ ଯାଇଥିଲା। କିନ୍ତୁ ସକାଳୁ ବେଡ଼ ରୁମ ଭିତରୁ ବୋହୂ ବଦଳରେ ମିଳିଥିଲା ର-କ୍ତର ଛିଟା।

ଆଉ ସେହି ଚିହ୍ନକୁ ଦେଖିବା ପରେ ସେହି ବୋହୂକୁ ମାରି ଶବକୁ ନେଇ ଫେରାର ହୋଇଯାଇଛି ବୋଲି ସନ୍ଦେହ କରୁଥିଲେ ପରିବାର ଲୋକେ। ଏହାପରେ ପରିବାର ଲୋକେ ପୋଲିସ ଆଗରେ ଯାଇ ଲିଖିତ ଅଭିଯୋଗ କରିଥିଲେ।

ଏବଂ ଅଭିଯୋଗ ପାଇବା ପରେ ପୋଲିସ ମଧ୍ୟ ଏହାର ତଦନ୍ତ ଆରମ୍ଭ କରିଦେଇଥିଲା। ତେବେ ବନ୍ଧୁଗଣ ସୂଚନା ଅନୁଯାୟୀ ସେହି ଯୁବତୀଙ୍କ ନାମ ହେଉଛି ନିତୁ। ଯିଏକି ଆନନ୍ଦ ନାମକ ଏହି ଯୁବକଙ୍କୁ ଗୋଟିଏ ବର୍ଷ ତଳେ ବିବାହ କରିଥିଲେ।

ହେଲେ ଆନନ୍ଦ ନିଜର ଚାକିରୀ ପାଇଁ ଘର ଛାଡ଼ି ବାହାରେ ରହୁଥିବା ବେଳେ ନିତୁ ନିଜ ଶାଶୁଙ୍କ ସହିତ ଘରେ ଏକା ରହୁଥିଲେ। ଏପଟେ ନିତୁ ପୂର୍ବରୁ ନିଜର ଭାଇର ଶଳାକୁ ପ୍ରେମ କରୁଥିଲେ। ତେବେ ବାହାଘର ପରେ ମଧ୍ୟ ସେ ନିଜ ପ୍ରେମିକକୁ ଭୁଲି ପାରୁନଥିଲେ।

ଆଉ ଘରେ ସ୍ୱାମୀ ନରହିବାର ସୁଯୋଗ ଦେଖି ନିଜ ପ୍ରେମିକ ସହିତ ସାରା ରାତି ଫୋନରେ କଥା ମଧ୍ୟ ହେଉଥିଲେ ନିତୁ। ତେବେ ନିଜ ପ୍ରେମକୁ ଆଗକୁ ବଢ଼େଇବା ପାଇଁ ନିତୁ ଏବଂ ତାର ପ୍ରେମିକ ଗୋଟିଏ ପ୍ଲାନ ତିଆରି କରିଥିଲେ।

ମେଡିକାଲ ବ୍ଲ-ଡ଼ ବ୍ୟାଙ୍କରୁ ରକ୍ତ କିଣି ଆଣିଥିବା ବେଳେ ସେହି ରକ୍ତକୁ ନିଜ ବେଡ଼ରୁମରେ ପକାଇ ହ-ତ୍ୟାର ରୂପ ସଜେଇ ଦେଇଥିଲେ। ଏପଟେ ସବୁଲୋକେ ନିତୁର ହ-ତ୍ୟା ପାଇଁ ଶାଶୂଘର ଲୋକଙ୍କୁ ଦାୟୀ କରିଥିଲେ।

ହେଲେ ନିତୁ କିନ୍ତୁ ନିଜ ପ୍ରେମିକ ସହିତ ମିଶି ନୂଆବର୍ଷ ପାଳନ କରିବା ପାଇଁ ଫେରାର ହୋଇଯାଇଛି। ଆଉ କେହି ଯେମିତି ସନ୍ଦେହ କରିପାରିବେନି ସେଥିପାଇଁ ପ୍ଲାନ ମୁତାବକ ବେଡ଼ରୁମ ଭିତରେ ର-କ୍ତ ପକେଇ ପ୍ରେମିକ ସହିତ ଫେରାର ହୋଇଯାଇଥିଲା।

Leave a Reply

Your email address will not be published. Required fields are marked *