ରାଜ୍ୟ ଖବର

ରାସ୍ତା ଉପରେ ସ୍ଵାମୀ ସ୍ତ୍ରୀ ଙ୍କ High Drama ୩ ଜଣଙ୍କୁ ସ୍ତ୍ରୀ କଲେଣି ଯୁବକ ଦେଖନ୍ତୁ ସମ୍ପୂର୍ଣ ଖବର

ବିବାହ ହେଉଛି ଦୁଇ ହୃଦୟର ବନ୍ଧନ ଥରେ ବିବାହ ବନ୍ଧନ ରେ ବାନ୍ଧି ହେଲେ ୭ ଜନ୍ମ ପର୍ଯ୍ୟନ୍ତ ଏ ସମ୍ପର୍କ କେବେ ଅଲଗା ହୁଏନାହିଁ ।

ବିବାହ ବନ୍ଧନ ଦୁନିଆର ସବୁଠୁ ପବିତ୍ର ବନ୍ଧନ ଭାବେ ଜଣା ଯାଏ । ବର୍ତ୍ତମାନ ଘଟଣା ରେ ସ୍ଵାମୀ ସ୍ତ୍ରୀ ଙ୍କ ରାସ୍ତା ଉପରେ ହାଇ ଡ୍ରାମା ଚାଲିଛି ଏବଂ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି

ସ୍ବାମୀ  ସ୍ତ୍ରୀ ଙ୍କୁ ମାଡ଼ ମାରୀ ପୁଅ କୁ ମଧ୍ୟ ଗ୍ରହଣ କରିବାକୁ ଆଉ ପ୍ରସ୍ତୁତ ନୁହନ୍ତି । କାହିଁକି ନା ବ୍ୟକ୍ତି ଜଣଙ୍କ ଅନ୍ୟ ଝିଅ ସହ ପ୍ରେମ କରି ବିବାହ କରିଛନ୍ତି ।

ବ୍ୟକ୍ତି ଜଣଙ୍କ ପ୍ରଥମ ପତ୍ନୀ ଙ୍କ ମୃ-ତ୍ୟୁ ପରେ ସେ ଦିତୀୟ ବିବାହ କରିଥିଲେ ଏହା ପରେ ସେ ତୃତୀୟ ବିବାହ କରୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଦିତୀୟ ପତ୍ନୀ । ଏବଂ ତାଙ୍କୁ ଏବଂ ତାଙ୍କ ପୁଅ ଙ୍କୁ ନ୍ୟାୟ ପାଇବା ପାଇଁ ଗୁହାରୀ କରୁଛନ୍ତି । ଦେଖନ୍ତୁ ଏହି ଭିଡିଓ

Leave a Reply

Your email address will not be published. Required fields are marked *