ମନୋରଞ୍ଜନ

ରାତି ଅଧ୍ ରେ ପୁଣି social media ରେ ହୋ ହା କଲେ anubhav, ଦେଖନ୍ତୁ କଣ ପୋଷ୍ଟ କଲେ

ଓଲିଉଡ଼ ର ସୁପର ଷ୍ଟାର୍ ଓ କେନ୍ଦ୍ରାପଡ଼ା ର ସାଂସଦ ଅନୁଭବ ମହାନ୍ତି ରାତି ଅଧରେ ବିଳୀ ବିଳାଉ ଛନ୍ତି।ଓଲିଉଡ କୁଇନ ବର୍ଷା ପ୍ରୟଦର୍ଶିନୀ ଲିଖିତ ଆକାରରେ ଦେଇଛନ୍ତି।ବର୍ଷା ପ୍ରିୟଦର୍ଶିନୀ ଙ୍କ ଦେହ ଖରାପ୍ ହୋଇଛି ବୋଲି ଆଇଆଇସି ଙ୍କୁ ଲେଖି କରି ଦେଇଛନ୍ତି।

ସେଥିରେ ଲେଖିଛନ୍ତି ମୁଁ ଅନୁଭବ ମହାନ୍ତି ଙ୍କ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀ,ନନ୍ଦୀ ସାହିର କଟକ ର ବାସିନ୍ଦା ଅଟନ୍ତି।ସେ ୨ ଜଣଙ୍କର କୋର୍ଟରେ ଡମେଷ୍ଟିକ୍ ଭାଇୱଲେନ୍ସ ର କେସ ଚାଲୁଛି। ସୁପ୍ରିମକୋର୍ଟ ରେ ମଧ୍ୟ ମେଡିଏସନ୍‌ ଚାଲୁଛି। ସାଂସଦ ଅନୁଭବ ତାଙ୍କ ଦୁଇ ସହଯୋଗୀ ଙ୍କ ସହିତ ଉପରକୁ ଯାଇଥିଲେ।

ତାପରେ କାହାକୁ କିଛି ନ କହି ଘରୁ ବାହାରି ପଳେଇ ଯାଇଥିଲେ।ବର୍ଷା କହିଛନ୍ତି ମୋର ଲୋ – ବ୍ଲଡ଼ ପେଶର ହୋଇଥାଏ।ସେ ଅସୁସ୍ଥ ଥିଲେ।ସେ ୨ ଜଣ କଥା ହେଉଥିବା ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥିଲେ।ଏବେ ଭାଇରାଲ ହେବାରେ ଲାଗିଛି।କିଛି ଦିନ ପୂର୍ବେ ଅନୁଭବ ଡାକ୍ଟରେଟ୍ ପାଇଥିଲେ।

ବେନାମୀ କଲେଜ ରୁ ଉପାଧି ମିଳିଥିଲା ।କଲେଜ ର ଆକ୍ରଡେସନ୍ ନାହିଁ କି ଅପରେଶନାଲ୍ କ୍ୟାମ୍ପସ ନଥିଲା।ବହୁ ଚର୍ଚ୍ଚାରେ ଆସିଥିଲେ।କିନ୍ତୁ ଏବେ ବର୍ଷା ପ୍ରିୟଦର୍ଶିନୀ ଅନୁଭବ ରାତି ଅଧରେ କଣ କଣ କହୁଛନ୍ତି କିଛି ସେ ଜାଣି ପାରୁନାହାଁନ୍ତି ।ସେଥିପାଇଁ ସେ ଆଇଆଇସି ଙ୍କୁ ଲେଖିକୀ ଦେଇଥିଲେ।

Leave a Reply

Your email address will not be published. Required fields are marked *