ପରିସ୍ରା ବେଳେ ଯଦି ହେଉଚି ଏମିତି.. ତାହାଲେ ଜାଣି ରଖନ୍ତୁ ପଚି ଗଲାଣି ଆପଣଙ୍କ କିଡନୀ

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇ ପାରୁଛନ୍ତି । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି କଥା ଜାଣିପାରିବେ ।

ମଣିଷ ଶରୀରକୁ ନେଇ ଅନେକ ପ୍ରକାରର କଥା ଆସିଥାଏ । ଆଉ କାହାର କେଉଁ ରୋଗ ଥିବ ସେକଥା କେହି ଜାଣି ନାହାଁନ୍ତି । ଏବେ ଆପଣମାନେ ଏହି ଭିଡିଓ ମାଧ୍ୟମରେ କିଡନୀ ଜନିତ କିଛି ସମସ୍ୟା ଆଉ ଏହା କିଭଳି ଜାଣିବେ ଏହି ବିଷୟରେ ସୂଚନା ପାଇପାରିବେ ।

କେମିତି ଜାଣିବେ ଆପଣଙ୍କ କିଡନୀ ଖରାପ ? କିଡନୀ ଖରାପ ଥିଲେ ପରିସ୍ରା କରିବା ବେଳେ ଏହିସବୁ ଲକ୍ଷଣ ଦେଖା ଦେଇଥାଏ ।ସୁସ୍ଥ ରହିବା ପାଇଁ ଶରୀରର ସବୁ ଅଙ୍ଗ ସୁସ୍ଥ ରହିବା ଦରକାର ଅଟେ । ଶରୀରର ସବୁ ଅଙ୍ଗପ୍ରତ୍ୟଙ୍ଗ ହେଉଛି ଗୁରୁତ୍ୱପୂର୍ଣ୍ଣ । ଏହି ଅଙ୍ଗ ମଧ୍ୟରୁ ଗୋଟିଏ ହେଉଛି କିଡନୀ ।

କିଡନୀ ଶରୀରରେ ଏକ ମୁଖ୍ୟ ସ୍ଥାନ ଗ୍ରହଣ କରିଥାଏ । କିନ୍ତୁ ଆଜିକାଲିର ଲାଇଫ ଷ୍ଟାଇଲ ପାଇଁ ଅନେକ ଲୋକଙ୍କ କିଡନୀ ଏବେ ଖରାପ ହେବାକୁ ଲାଗୁଛି । ଏହା ମଧ୍ୟ ଜଟିଳ ପରିସ୍ଥିତି ସୃଷ୍ଟି କରିପାରେ । ଖରାପ ଲାଇଫ ଷ୍ଟାଇଲ ପାଇଁ ଧୀରେ ଧୀରେ କିଡନୀ ଖରାପ ହୋଇଥାଏ ।

ଆପଣମାନେ ଯଦି ଆପଣଙ୍କ କିଡନୀ ଖରାପ ଅଛି ବୋଲି ଜାଣି ପାରିବେ ତାହେଲେ ଏହାର ଚିକିତ୍ସା କରି ଭଲ ହୋଇପାରିବେ । କିଡନୀ ଅପରିଷ୍କାର ପଦାର୍ଥକୁ ବାହାର କରି ଫିଲଟର କରି ପରିସ୍ରା ମାଧ୍ୟମରେ ବାହାର କରିବା । ସମସ୍ତଙ୍କ ଶରୀରରେ ଦୁଇଟି ଯାକ କିଡନୀ ଉଭୟ ପାର୍ଶ୍ଵରେ ଆଉ ଗୋଟିଏ ସ୍ଥାନରେ ରହିଛି ।

ଏହା ଦିନକୁ ପ୍ରାୟ ୨୦୦ ଲିଟର ଲିକ୍ୟୁଡ ଫିଲଟର କରେ । ଯଦି ଏହା ଠିକରେ କାମ କରେନାହିଁ ତାହେଲେ ଏହା ଆପଣମାନେ କିଛି ଲକ୍ଷଣରୁ ଏହା ଜାଣିପାରିବେ । ବାରମ୍ବାର ପରିସ୍ରା କରିବା କିଡନୀ ଖରାପର ଏକ ବଡ ଲକ୍ଷଣ ଅଟେ । କିଡନୀ ନଷ୍ଟ ହୋଇ ଯାଇଥିଲେ ଏହା ଫିଲଟର କରିପାରେ ନାହିଁ ।

ପରିସ୍ରାରେ ଫେଣ ହେବା କିଡନୀ ଖରାପ ହେବାର ଆଉ ଏକ ଲକ୍ଷଣ ଅଟେ । ଏହାସହ ପରିସ୍ରାରେ ରକ୍ତ ପଡିବା କିଡନୀ ରୋଗର ଆଉ ଏକ ଲକ୍ଷଣ ବୋଲି ସୂଚନା ମିଳିଛି । କିଡନୀ କାମ ନ କରିଲେ ପରିସ୍ରାର ରଙ୍ଗ ବାଦାମୀ ରଙ୍ଗ ହୋଇ ଯାଇଥାଏ । ପରିସ୍ରାର ରଙ୍ଗ ପରିବର୍ତ୍ତନ ହେବା ଅର୍ଥାତ୍ ବାଦାମୀ ରଙ୍ଗ ହେବା କିଡନୀ ଜନିତ ରୋଗର ଏକ ଲକ୍ଷଣ ।

ତେଣୁ ଏହି ସବୁ ଲକ୍ଷଣ ଦେଖାଗଲେ ଆପଣ ସଙ୍ଗେ ସଙ୍ଗେ ମେଡିକାଲ ଯାଇ କିଡନୀ ଜନିତ ରୋଗର ନିରାକରଣ କରନ୍ତୁ । ଆଉ ପରିସ୍ରାରେ ରକ୍ତ ପଡିବା କିଡନୀ ନଷ୍ଟ ହେବାର ଏକ ଗୁରୁତ୍ବପୂର୍ଣ୍ଣ ଲକ୍ଷଣ ଅଟେ । ଆପଣମାନେ ଏହିସବୁ ଲକ୍ଷଣ ଦେଖିଲେ ବିଳମ୍ବ ନକରି ସଙ୍ଗେ ସଙ୍ଗେ ମେଡିକାଲ ଯାଇ ଏହି ସବୁ ଲକ୍ଷଣ ବିଷୟରେ କୁହନ୍ତୁ ଆଉ ନିଜକୁ ସୁସ୍ଥ କରନ୍ତୁ ।

Leave a Comment