ହଠାତ୍ ଥାନା ଆସି ଅଭିଯୋଗ କଲେ ମହିଳା ମୋତେ ନିଶା ଦେଇ S-E-X କଲା ଦୁର୍ବୃତ୍ତ

ଯୁବତୀ ଏବେ ଏଭଳି କିଛି କହିଛନ୍ତି ଯାହାକି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଯୁବତୀ ଜଣକ କହିଥିଲେ ଯେତେବେଳେ ସେ ତାଙ୍କ ପ୍ରେମିକ ସହ ସମ୍ପର୍କ ରଖି ନଥିଲେ ମହିଳା ଥାନାରେ ଏନେଇ ଏତଲା ଦେଇଥିଲେ ସେଥିରେ ମଧ୍ୟ ସେ ମୁକୁଳି ଯାଇଥିଲେ। ଯୁବତୀ ଜଣକ କହିଥିଲେ କି ପୁଅ ମାନେ ଭଲପାଇବା ର ଅର୍ଥ ହେଉଛି ପୁଅ ମାନେ ଆଗେ ଆସ ଓୟେଓ ରୁମ୍ କୁ ଯାଓ ଆଉ ମୋ ପାଖରେ ସୁଅ।ଯେତେବେଳେ ଯୁବତୀ ଜଣକ ତାଙ୍କ ପ୍ରେମିକ କୁ ପଚାରିଥିଲେ କି ସେ ଏମିତି କଣ ପାଇଁ କରୁଛନ୍ତି ବୋଲି ସେତେବେଳେ ସେ ତାକୁ ରାସ୍ତାରେ ବାଟ ଚଲାଇ ଦେବେ ନାହିଁ ବୋଲି କହିଥିଲେ।

ଯୁବତୀ ଜଣକ ତାଙ୍କୁ ବିଶ୍ବାସ କରିଥିଲେ ହେଲେ ସେ ଯୁବକ ତାଙ୍କ ବିଶ୍ବାସ ରେ ବିଷ ଦେଇ ଦେଇଥିଲା। ଯୁବତୀ ଜଣକ ସ୍ବପ୍ନ ଦେଖିଥିଲେ କି ସାତ ଜନ୍ମ ପାଇଁ ସାଥୀ କରିବାକୁ ହେଲେ ବିଶ୍ବାସ ଘାତକ ପ୍ରେମିକ ର ଲକ୍ଷ ଥିଲା ଅଲଗା।ନିଜ ପ୍ରେମିକାର ଅନ୍ତରଙ୍ଗ ମୁହୂର୍ତ୍ତ ଫୁଙ୍ଗୁଳା ଦେହରେ ଫଟୋ ଉଠାଇ ଥିଲେ ଯାହାକୁ ଭାଇରାଲ୍ କରି ସେ ନିଜର ହିଁ ଫାଇଦା କରୁଥିଲେ। ଏଭଳି କି ତାଙ୍କର ପ୍ରେମିକ ଆଗରୁ ବାହା ହୋଇଥିବା ବେଳେ ତାଙ୍କର ପିଲା ଛୁଆ ମଧ୍ୟ ଥିଲା। ଏହାପରେ ମଧ୍ୟ ସେ ଆସି ଯୁବତୀ ଜଣକ ସହ ସମ୍ପର୍କ ରଖିଥିଲେ।

ଯୁବକ ଜଣକ ନାମ ମଧ୍ୟ ହେଉଛି ସଂଗ୍ରାମ କେଶରୀ ବେହୁରା। ସେହି ଯୁବକ ଜଣକ ଡାକ ନାମ ହେଇଛି ପିଙ୍କୁ।ଆଉ ତାଙ୍କ ନାମରେ ଏବେ ଯୁବତୀ ଜଣକ ତାଙ୍କୁ ଧୋକା ଦେଇଥିବା ନେଇ ଅଭିଯୋଗ କରିଛନ୍ତି। ଯାହାକି ଏବେ ସୋସିଆଲ ମିଡ଼ିଆ ରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଆଉ ଏହାକୁ ନେଇ ବର୍ତ୍ତମାନ ସମୟରେ ସାରା ଓଡ଼ିଶାର ଲୋକମାନେ ଚର୍ଚ୍ଚା କରୁଛନ୍ତି। ତେବେ ଏହି ଘଟଣା ସମ୍ପର୍କରେ ଆପଣଙ୍କ ମତାମତ କଣ ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।

Leave a Comment