Special Report

ଜଙ୍ଗଲକୁ ଆସି ପ୍ରେମିକ ପ୍ରେମିକା କରୁଥିଲେ ଖେଳ, ଗାଆଁ ଲୋକେ ଧରି ନେଇ ଦେଇଦେଲେ କିଳା!

 

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ପ୍ରେମକୁ ନେଇ ଆସୁଥିବା ଭିଡିଓ ସବୁ ଦେଖିଥିବେ । ପ୍ରେମ କରି ଲୋକମାନେ ଏଭଳି ସବୁ କାମ କରୁଛନ୍ତି ଯାହାକୁ ନେଇ ଏବେ ସେମାନେ ଚର୍ଚ୍ଚାରେ ଅଛନ୍ତି ।

ଏଭଳି ଅନେକ ଘଟଣା ଘଟୁଛି ଆଜିକା ସମାଜରେ । ଆଜିକା ସମାଜରେ ଅଜବ ପ୍ରକାରର ପ୍ରେମ ଦେଖିବାକୁ ମିଳୁଛି । ଅଜବ ପ୍ରକାରର ପ୍ରେମ ଦେଖି ଆପଣଙ୍କ ମନରେ ପ୍ରେମକୁ ନେଇ ଅନେକ ଭାବନା ମଧ୍ୟ ଆସୁଥିବ ।

ଏହି ଭିଡିଓରେ ଆପଣମାନେ ଏଭଳି କିଛି ଘଟଣା ବିଷୟରେ ଜାଣିପାରିବେ ଯାହା ଜାଣିଲେ ଆପଣଙ୍କ ମନରେ ଅନେକ ପ୍ରଶ୍ନ ଆସିବ । ଆଜିକା ଦୁନିଆରେ ଅଜବ ପ୍ରକାରର ପ୍ରେମ କରୁଛନ୍ତି ଯୁବକ ଆଉ ଯୁବତୀ।

ଯୁବକ ଆଉ ଯୁବତୀ ପ୍ରେମ କରି ଏଭଳି ସବୁ ନିର୍ଲଜ୍ଜ କାମ କରୁଛନ୍ତି ଯାହାକୁ ନେଇ ଏବେ ସେମାନେ ଚର୍ଚ୍ଚାକୁ ଆସିବା ପରେ ଅନେକ କଥା ସାମ୍ନାକୁ ଆସୁଛି । ଏହି ଭିଡିଓରେ ଆପଣମାନେ ଦେଖିପାରିବେ କି ଜଣେ ଯୁବକ ଆଉ ଯୁବତୀ କରିଛନ୍ତି ଏଭଳି କାମ ।

ଏହି ଯୁବକ ଆଉ ଯୁବତୀ ପ୍ରେମ କରିବା ପାଇଁ ଜଙ୍ଗଲକୁ ଯାଇଥିଲେ । ଯୁବକ ଆଉ ଯୁବତୀ କଲେଜ ନାଁ କହି ଯାଇଥିଲେ । ସେମାନେ କଲେଜ ନାଁ କହି ଜଙ୍ଗଲ ଭିତରକୁ ଯାଇଥିଲେ । ସେମାନେ ସ୍କୁଟି ନେଇ ଯାଇଥିଲେ।

ସ୍କୁଟି ଭିତରେ ଏଭଳି କାମ କରିଥିଲେ ଏହି ଯୁବକ ଆଉ ଯୁବତୀ ଯାହା ନିନ୍ଦନୀୟ ଅଟେ । କଲେଜରେ ପାଠ ପଢୁଥିବା ପିଲାମାନେ ଏଭଳି କାମ କରୁଛନ୍ତି । ପାଠ ପଢିବା ନାଁ କହି ଏଭଳି ଧୋକା ଦେଉଛନ୍ତି ସେମାନେ ମାଆ ବାପାଙ୍କୁ ।

ଜଙ୍ଗଲ ଭିତରେ ସ୍କୁଟି ଉପରେ ପ୍ରେମ କରି ଏଭଳି ଚର୍ଚ୍ଚାକୁ ଆସିଛନ୍ତି ଯୁବକ ଆଉ ଯୁବତୀ । ଏହା ଏକ ଅଜବ ପ୍ରକାରର ପ୍ରେମ ଅଟେ । ଯୁବକ ଆଉ ଯୁବତୀ ପରସ୍ପର ସହ ସମ୍ପର୍କ ରଖିଥିଲେ । ସେମାନେ କଲେଜ ନଯାଇ ଏଭଳି କାମ କରିଥିଲେ ।

https://youtu.be/kwR3oSOOoSM?si=1gnCT3q-u1KpFPLe

ପାଠ ପଢିବା ନାଁ କହି ସେମାନେ ଜଙ୍ଗଲ ଭିତରେ ପଶି ଯାଇଥିଲେ । ଆଉ ଜଙ୍ଗଲ ଭିତରେ ଏଭଳି କାମ କରିଥିଲେ । ପ୍ରେମ କରି ଏଭଳି କରିବା ଠିକ୍ ନୁହେଁ । ପାଠପଢା ସମୟରେ ପ୍ରେମ କରିବା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ ।

Leave a Reply

Your email address will not be published. Required fields are marked *