ସ୍ତ୍ରୀ କୁ ପିଟିଲା ରଙ୍ଗିଲା ସ୍ବାମୀ ଜଣା ପଡ଼ିଗଲା କି ସ୍ବାମୀ କେତେବଡ଼ ଖେଳାଳୀ ଅଟେ। ସିକ୍ରେଟ ରଖି ସ୍ବାମୀ ଅନେକ ଝିଅ ମାନଙ୍କ ସହ ରଖୁଥିଲା ସମ୍ପର୍କ। ହେଲେ ଏବେ ଗୋଟି ଗୋଟି କରି ସବୁ ସାମ୍ନା କୁ ଆସି ଯାଇଛି। ସେହି ଯୁବତୀ ବା ମହିଳାଙ୍କ ସମ୍ପୂର୍ଣ୍ଣ ମୁହଁ କୁ ଆମେ ଆପଣଙ୍କୁ ଦେଖାଇ ପାରିବୁ ନାହିଁ। ପୋଲିସ ସମ୍ମୁଖରେ ପଡ଼ିଛି ଏହି ରସିକିୟା ସ୍ବାମୀ ହରିହର ନାୟକ। ଅନୁଗୁଳ ଜିଲ୍ଲା ଶିକ୍ଷକ ପଡ଼ା ଅଞ୍ଚଳର ହରିହର ନାୟକ,ନିଜକୁ ବ୍ୟାଙ୍କ ମ୍ୟାନେଜର, ରାଜନୀତିକ ପ୍ରଭାବଶାଳୀ ବ୍ୟକ୍ତି କହି ଅନେକ ଝିଅ ମାନଙ୍କ ସହ ଶାରୀରିକ ସମ୍ପର୍କ ରଖି ଥାଆନ୍ତି। ଝିଅ ମାନଙ୍କୁ ଗୋଟା ଗୋଟା କରି ନେଇ ହୋଟେଲ ଯାଆନ୍ତି ଆଉ ସେଠାରେ ଦେହ ସୁଖ ନେବା ପରେ ତାଙ୍କୁ ଛାଡ଼ି ଦେଇ ଥାଆନ୍ତି। ଅନୁଗୁଳ ଜିଲ୍ଲା ଶିକ୍ଷକ ପଡ଼ା ଅଞ୍ଚଳର ହରିହର ନାୟକ ଅନେକ ଝିଅ ମାନଙ୍କ ସହ ମିଛ ସତ କଥା କହି ଶାରୀରିକ ସମ୍ପର୍କ ରଖିଥାନ୍ତି।
ଝିଅ ମାନଙ୍କୁ ନେଇ ହୋଟେଲ୍ ଯାଆନ୍ତି,ଆଉ ତାଙ୍କୁ ଗୋଟି ଗୋଟି କରି ବିବାହ କରିବା ପରେ ଦେହ ସୁଖ ନେବା ପରେ ସେମାନେ ତାଙ୍କୁ ଛାଡି ଦେଇ ଥାଆନ୍ତି। ଅନେକ ଯୁବତୀ ମାନଙ୍କୁ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ପ୍ରେମ ଜାଲରେ ଫସାଇ ଦେଇ ଥାଆନ୍ତି। ବିବାହର ଦୁଇ ବର୍ଷ ପରେ ହିଁ ତାଙ୍କର ସ୍ତ୍ରୀ ଶୁଣିବାକୁ ପାଇଥିଲେ କି ପୁର୍ବରୁ ସେ ଦୁଇ ଦୁଇଥର ହେବ ବିବାହ କରି ସାରିଛନ୍ତି।
ଏଭଳି ସ୍ୱାମୀକୁ କିଭଳି ସମ୍ଭାଳିବ ସ୍ତ୍ରୀ ଏନେଇ ସେ ମୁଣ୍ଡରେ ହାତ ଦେଇଦେଲା।ସେ ତାଙ୍କର ଏକ ଛୋଟ ପୁଅ ଥିବାରୁ କିଛି କହି ନଥିଲେ। ଏବେ କିନ୍ତୁ ସେ ସ୍ବାମୀ ର ନିର୍ଯାତନା ସହି ପାରିଲେ ନାହିଁ ଆଉ ସ୍ବାମୀ ଅନ୍ୟ ମହିଳାଙ୍କ ସହ ସମ୍ପର୍କ ରଖୁଛି ତାହାକୁ ମଧ୍ୟ ଦେଖି ଆଉ ରହି ପାରିଲେ ନାହିଁ। ଶେଷରେ ସେ ଏଭଳି ଭାବରେ ସାମ୍ନା କୁ ଆସି ଅଭିଯୋଗ କରିଥିଲେ। ଯାହାକୁ ନେଇ ମଧ୍ୟ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।