କାନ୍ଦି କାନ୍ଦି ରାଣୀ ଅଥୟ, ଆଇ ଲଭ୍ ୟୁ ସଲମାନ୍, ମତେ ଥରେ ଦେଖା ହୁଅ କହିଲେ ଭିଡିଓ ରେ

ରାଣୀ ପଣ୍ଡା ଙ୍କୁ କିଏ ବା ନ ଜାଣେ, ସବୁବେଳେ ନିଜକୁ ବିବାଦୀୟ ଅଭିନେତ୍ରୀ କହୁଥିବା ରାଣୀ ପଣ୍ଡା କେତେବେଳେ ଯାତ୍ରା କଳାକାର ଙ୍କ ପାଇଁ ଭୁବନେଶ୍ବର ରେ ରାଲି କରି ଚର୍ଚ୍ଚା ରେ ଆସୁଥିଲେ ତା ଆଉ କେତେବେଳେ ବରମୁଣ୍ଡା ରେ ଦର୍ଶକ ଙ୍କ କାନ କାମୁଡି ଚର୍ଚ୍ଚା କୁ ଆସିଥିଲେ

ରାଣୀ କହିଥିଲେ କି ମୁଁ ଆଉ ଓଲିଉଡ଼ ରେ ରହିବିନି, ଏଠି ସବୁ ସ୍ବାର୍ଥପର , ମୁଁ ବଲିଉଡ୍ ରେ କାମ କରିବି କହି ମୁମ୍ବାଇ ବାହାରି ଯାଇଥିଲେ

ନିକଟ ରେ ତାଙ୍କର ଗୋଟେ ଭିଡିଓ ଖୁବ୍ ଜୋର୍ ସୋର୍ ରେ ଭାଇ ରାଲ୍ ହେବାକୁ ଲାଗିଚି ଯେଉଁଥିରେ ସେ ଆ ଇ ଲଭ୍ ୟୁ ସଲମାନ୍ ଖାନ୍, ଥରେ ମୋ ସହ ଦେଖା ହୁଅ କହି କଇ କଇ ହେଇ କାନ୍ଦୁଥିବା ନଜର ଆସୁଚି

ମୋର କିଛି ଦରକାର ନାହିଁ, ମତେ ତମେ ଦରକାର, ମୋ ଡ୍ରିମ୍ ବୟ ସଲମାନ୍ ଥରେ ମୋ ସହ ଦେଖା ହୁଅ କହି କାନ୍ଦି ବୋବାଲ୍ କରୁଛନ୍ତି ରାଣୀ

ତେବେ ଏଇ ଭିଡିଓ ଆପଣ ମନେ ବି ଦେଖନ୍ତୁ –

ଆଗରୁ ମହାରଥୀ ମୋ ଡ୍ରିମ୍ ବୟ କହି ବୁଲୁଥିବା ରାଣୀ ଏବେ ସଲମାନ୍ ଙ୍କୁ ନେଇ ବାହୁନି ବାହୁନି କାନ୍ଦୁଥିବା ଦୃଶ୍ୟ ଏବେ ବହୁତ୍ ଚର୍ଚ୍ଚା ର ବିଷୟ ପାଲଟିଛି, ଲୋକ ମନେ ଏହା କୁ ନେଇ ବିଭିନ୍ନ ପ୍ରକାର ମତ ଦେଉଛନ୍ତି

Leave a Comment