ଖାଇ ସାରି ମାଜୁଥିଲେ ବାସନ, ସେଇଠି ଟଳି ପଡିଲେ ମହିଳା।ପରେ ଜଣା ପଡିଲା ମୃତ୍ୟୁର ସମ୍ପୁର୍ଣ୍ଣ କାରଣ!!

 

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ଅଞ୍ଚଳର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି ଖବର ପାଇପାରିବେ ଯାହା ଆପଣଙ୍କ ମନରେ ଅନେକ କଥା ଆଣିବ ।

ମୃ-ତ୍ୟୁ କେତେବେଳେ ଆସିବ ସେକଥା କିଏ ବା ଜାଣିଛି । ଏହି ଭିଡିଓ ଦେଖିଲେ ଆପଣମାନେ କହିବେ କି ମୃ-ତ୍ୟୁ କଣ ଏଭଳି ବି ଆସେ! ଏହି ଖବର ହେଉଛି କି ଜଣେ ମହିଳାଙ୍କର ଦେହାନ୍ତ ହୋଇଛି ।

ମୃ-ତ୍ୟୁ ଏଭଳି ବି ଆସିଥାଏ ଯାହା ଅନ୍ୟକୁ ଭାବିବାକୁ ବାଧ୍ୟ କରି ଦେଇଥାଏ । ମୟୂରଭଞ୍ଜ ଜିଲ୍ଲା ପୋଡ଼ାଡିହା ପଞ୍ଚାୟତ ପାରିଡର ଗାଁର ଆଦାନ ମୁଣ୍ଡାଙ୍କ ସ୍ତ୍ରୀ ସବିତା ସିଂଙ୍କର ମୃ-ତ୍ୟୁ ହୋଇଛି । ସେ ତିନି ବର୍ଷ ତଳେ ବିବାହ କରିଥିଲେ ।

ହସଖୁସିରେ ଚାଲିଥିଲା ସଂସାର । କିଛି ଦିନ ପରେ ଘରକୁ ଆସିଥାନ୍ତେ ନୂଆ ଅତିଥି । ସବୁଦିନ ଭଳି ଆଜି ମଧ୍ୟ ଗାଈ ଚରାଇ ଆସି ସବିତା ରୋଷେଇ କରିଥିଲେ ।ଆଉ ଏହାପରେ ସମସ୍ତଙ୍କୁ ଖାଇବାକୁ ଦେଇଥିଲେ।

ଏହାପରେ ସବୁଦିନ ଭଳି ଖାଇ ସାରି ବାସନ ମାଜିବାକୁ ଯାଇଥିଲେ କିନ୍ତୁ କିଏ ଜାଣିଥିଲା ନା ସେ ନିଜେ ଜାଣିଥିଲେ ଏହି ସମୟ ତାଙ୍କର ଶେଷ ସମୟ ବୋଲି । ସବିତା ବାସନ ମାଜୁଥିବା ସମୟରେ ହଠାତ୍ ଟଳି ପଡ଼ିଥିଲେ ।

ଖରାରେ ବାସନ ମାଜୁ ମାଜୁ ସେ ଗଳି ପଡ଼ିଥିଲେ । ଆଉ ସେଠାରେ ତାଙ୍କର ମୃ-ତ୍ୟୁ ହୋଇଥିଲା । ଏହାକୁ ଦେଖିବା ପରେ ପରିବାରଲୋକେ କିଛି ବୁଝି ପାରିନଥିଲେ । ଆଉ ସବିତାଙ୍କ ଦେହରୁ ଗମ୍ ଗମ୍ ଝାଳ ବାହାରୁଥିଲା ।

ତାପରେ ପରିବାରଲୋକେ ତାଙ୍କୁ ମେଡ଼ିକାଲକୁ ନେଇଥିଲେ । ଆଉ ସେଠାରେ ଡାକ୍ତର ତାଙ୍କୁ ମୃ-ତ ଘୋଷଣା କରିଥିଲେ । ଏହାପରେ ପରିବାରରେ ଶୋକର ସାୟା ଖେଳିଯାଇଥିଲା । ପରିବାରଲୋକେ ସବୁ କାନ୍ଦି ପକାଇଥିଲେ ।

କାନ୍ଦ ବୋବାଳିରେ ଘର ଫାଟି ଯାଇଥିଲା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ଶବକୁ ମେଡ଼ିକାଲର ଶବ ବ୍ୟବଚ୍ଛେଦ ଗୃହକୁ ପଠାଇଥିଲା । ଏବେ ଏହି ଘଟଣା ବିଷୟରେ ଜାଣି ସ୍ଥାନୀୟ ଲୋକେ ଦୁଃଖ ପ୍ରକାଶ କରିଛନ୍ତି ।

Leave a Comment