ଏହି ରେଡ ଲାଇଟ ଏରିଆରେ (ବେ-ସ୍ୟା-ଳ-ୟ ) ସେ-କ୍ସ କରିବା ସମୟରେ କିସ କରିବା ଓ ଜୋରରେ ନିଶ୍ୱାସ ନେବା ସମ୍ପୂର୍ଣ୍ଣ ରୂପେ କରାଯାଇଛି ବ୍ୟାନ

ସାରା ଦୁନିଆଁ ରେ କରୋନା ଭାଇରସ ଆତଙ୍କ ସୃଷ୍ଟି କରି ଦେଇଛି | ଏହି କରୋନା ଭାଇରସ ବହୁତ ଲୋକଙ୍କ ରୋଜଗାର ପନ୍ଥା ଛାଡ଼ି ନେଇଛି | ଏହାର ବେଶୀ ପ୍ରଭାବ ପଡିଛି ରେଡ ଲାଇଟ ଅଂଚଳରେ | ବେଶୀ ପ୍ରଭାବ ପଡିଛି ନେଦରଲାଣ୍ଡ ଓ ଥାଇଲାଣ୍ଡର ବେସ୍ୟାଳୟ ଗୁଡିକରେ | କିନ୍ତୁ ଏବେ ନେଦରଲ୍ୟାଣ୍ଡ ଓ ଥାଇଲାଣ୍ଡ ସରକାର ଏବେ ବେ-ସ୍ୟା-ଳ-ୟ ଗୁଡିକ ଖୋଲିବାକୁ ଅନୁମତି ଦେଇଛନ୍ତି | ଏହି ଦେଶର ସରକାର ବେ-ସ୍ୟା-ଳ-ୟ କୁ ଯାଉଥିବା ଗ୍ରାହକଙ୍କ ପାଇଁ କଡା ନିୟମ ତିଆରି କରିଛନ୍ତି | ତେବେ ଆସନ୍ତୁ ଜାଣିବା ରେଡ ଲାଇଟ ଏରିଆକୁ ନେଇ କଣ କରିଛନ୍ତି ନିୟମ କାନୁନ |

ଗ୍ରାହକ କରି ପାରିବେନି କିସ ଓ ଜୋରରେ ନିଶ୍ୱାସ ନେଇ ପାରିବେନି :-

ସମସ୍ତେ ଜାଣିଛନ୍ତି ଯେ ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକ ରଂଗୀନତା ପାଇଁ ବହୁତ ଫେମସ ଅଟେ | ୩ ମାସ ବନ୍ଦ ହେବା ପରେ ଏଠାରେ ଜୁଲାଇ ୧ ରେ ବେସ୍ୟାଳୟ ଖୋଲିବାକୁ ଅନୁମତି ମିଳିଥିଲା | ତେବେ ଏବେ ହଜାର ହଜାର ସେ-କ୍ସ ୱାର୍କର ନିଜ ନିଜ କର୍ମ କ୍ଷେତ୍ରକୁ ଫେରି ସାରିଲେଣି | ତେବେ ଖବର ଅନୁଯାୟୀ ରେଡ ଲାଇଟ ଅଞ୍ଚଳକୁ ଯାଉଥିବା ଗ୍ରାହକଙ୍କୁ କିଛି ନିୟମ କାନୁନ କୁ ମଣିକି ଯିବାକୁ ପଡୁଛି | ସେମାନେ ତାଙ୍କ ମୁହଁରୁ ମାସ୍କ ଖୋଲିବେ ନାହିଁ | ପ୍ରଥମେ ନିଜକୁ ସମ୍ପୂର୍ଣ୍ଣ ରୂପେ ସାନିଟାଈଜ କରିବେ | ସେ ସେ-କ୍ସ ସମୟରେ କିସ କରିପାରିବେନି ଓ ଜୋରରେ ନିଶ୍ୱାସ ମଧ୍ୟ ନେଇ ପାରିବେନି |

ଗ୍ରାହକଙ୍କ ଚେକ କରାଯିବ ତାପମତ୍ରା ଓ ନିଆଯିବ ସବୁ ଡିଟେଲସ :-

ରେଡ ଲାଇଟ ଅଞ୍ଚଳକୁ ଯିବା ଆଗରୁ ସମସ୍ତ ଗ୍ରାହକଙ୍କ ତାପମାତ୍ରା ମାପ କରାଯିବ ଏବଂ ତାଙ୍କର ପୁରା ଠିକଣା ନୋଟ କରାଯିବ | କେବଳ ଏତିକି ନୁହଁ ଡ୍ୟାନ୍ସ ବାର କୁ ଯାଉଥିବା କଷ୍ଟମର ଷ୍ଟେଜ ଠାରୁ ୨ ମିଟର ଦୂରରେ ବସିବାକୁ ନିୟମ କରାଯାଇଛି |

ଯିଏ ନିୟମ ଭାଙ୍ଗିବେ ତାଙ୍କୁ ଫେରାଇ ଦେବେ କ-ଲ-ଗା-ର୍ଲ-ସ :-

ନେଦରଲ୍ୟାଣ୍ଡ ରେ ବି ଜୁଲାଇ ୧ ରୁ ସମସ୍ତର ବେସ୍ୟାଳୟ ଖୋଲା ରହିଛି | ଏଠି ଠିକ ସେମିତି ନିୟମ ଲାଗୁ କରାଯାଇଛି ଯେମିତି ଥାଇଲାଣ୍ଡ ରେ ଅଟେ | ସମସ୍ତେ ସୁରକ୍ଷିତ ରହିବ ପାଇଁ ଏହିଭଳି କଟକଣା କରାଯାଇଛି ବୋଲି ଜଣ ପଡିଛି | ସେ-କ୍ସ ୱାର୍କରସ ମାନଙ୍କୁ କୁହାଯାଇଛି ଯେ ଯିଏ ନିୟମ ନମାନିବେ ତାଙ୍କୁ ପୁଣି ଫେରାଇ ଦେବେ |

Leave a Comment