ରାଜ୍ୟ ଖବରSpecial Report

ବିନା ଡ୍ରେସରେ ରାସ୍ତାକୁ ବାହାରିଲେ ଯୁବତୀ, କାରଣ ଜାଣିଲେ ଆପଣ ବି ହୋଇଯିବେ ତାଯୁବ, ଜାଣନ୍ତୁ ପୁରା ଖବର

ବ୍ରିଟେନର ଲଣ୍ଡନ ସହରରେ ଜଣେ ଝିଅ ବିନା ଡ୍ରେସରେ ରାସ୍ତାକୁ ଓଲ୍ହାଇଥିଲେ | ଆପଣଙ୍କୁ ଜଣାଇ ଦେଉଛୁ ଯେ ଜଳବାୟୁ ବିରୋଧରେ ଏହି ଝିଅ ଜଣଙ୍କ ପୁରା ଦୁନିଆକୁ ବିନା ଡ୍ରେସରେ ଦେଖିବାକୁ ଚାହୁଁଛନ୍ତି |

କଣ ପାଇଁ କରୁଛନ୍ତି ଏହି ପ୍ରଦର୍ଶନ :-

ଦ ମିରରର ଏକ ରିପୋର୍ଟ ମୁତାବକ ୩୧ ବର୍ଷୀୟ ଲାଉରା ସେ ନିଜ ବିଶ୍ୱବିଦ୍ୟାଳୟର ରାଜନୀତି ବିଷୟର ଛାତ୍ରୀ ଥିଲେ | ସେ ଜଳବାୟୁ ପରିବର୍ତ୍ତନ ବିରୋଧ ପ୍ରଦର୍ଶନ କରୁଛନ୍ତି | ସେ କହିଛନ୍ତି ଯେ ସାରା ଦୁନିଆଁ ପାଇଁ ଲୋକଙ୍କ ମନଭାବ ବଦଳେଇବା ପାଇଁ ଏକ ବାର୍ତ୍ତା ପଠାଇବାକୁ ଚାହୁଁଛନ୍ତି | ସେ କହିଥିଲେ ଯେ ‘ମୁଁ ଲୋକଙ୍କୁ ଆଘାତ କରିବାକୁ ପସନ୍ଦ କରେ ନାହିଁ। ମୁଁ କେବଳ ବିରୋଧ କରିବା ଏବଂ ଲୋକଙ୍କୁ ଜାଗ୍ରତ କରିବା ପାଇଁ ଏହା କରିଛି, ଏପରିକି ପୋଲିସ ମୋତେ ଏହା କରିବାକୁ ବାରଣ କରେ ନାହିଁ |

ବୟଫ୍ରେଣ୍ଡ ମଧ୍ୟ କରୁଛନ୍ତି ସମର୍ଥନ :-

ସେ କହିଛନ୍ତି ଯେ ଏହା ମାଧ୍ୟମରେ ମୁ ଲୋକଙ୍କ ଭାବନା ବଦଳାଇବାକୁ ଚେଷ୍ଟା କରୁଛି | ମୁଁ ଯାହାବି କରୁଛି ତାହା ଅପରାଧ ନୁହେଁ | ବାସ୍ତବରେ ଆମେ ଯେମିତି ଆଶା କରିଥିଲୁ ସେମିତି ହେଲା ନାହିଁ କିନ୍ତୁ ଆମକୁ ଭଲ ସମର୍ଥନ ମିଳୁଛି | ମୋ ପାଇଁ ପ୍ରଦର୍ଶନ ରେ କୌଣସି ଗଡବଡୀ ହେବ ନାହିଁ | ମୁଁ ଗିରଫ ହେବାକୁ ମଧ୍ୟ ପ୍ରସ୍ତୁତ ଅଛି | ଏହାପୂର୍ବରୁ ମଧ୍ୟ ଅନେକ ନେତା ଜେଲ ଯାଇ ସାରିଛନ୍ତି | ସେ କହିଛନ୍ତି ଯେ ମୋତେ ମୋ ପରିବାର ଏବଂ ସାଙ୍ଗସାଥି ସମସ୍ତେ ସମର୍ଥନ କରୁଛନ୍ତି | ମୋ ବୟଫ୍ରେଣ୍ଡ ମଧ୍ୟ ମୋତେ ସମର୍ଥନ କାଋଚାହଁନ୍ତି | ସେ ମଧ୍ୟ ତାଙ୍କ ସାର୍ଟ ଖୋଲିକି ମୋ ସହ ସାମିଲ ହୋଇଛନ୍ତି |

Leave a Reply

Your email address will not be published. Required fields are marked *