ଏବେ କଳ୍କୀ ବାବାଙ୍କୁ ନେଇ ଏବେ ଚାରିଆଡ଼େ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଏବେ ତାଙ୍କ ସମ୍ପର୍କରେ ସାଧାରଣ ଲୋକେ ମଧ୍ୟ ନିଜ ନିଜର ପ୍ରତିକ୍ରିୟା ରଖିଛନ୍ତି। ଜଣେ ଯୁବତୀ କହିଥିଲେ ତାଙ୍କୁ ଯେଉଁ ଜଗନ୍ନାଥ କହୁଛନ୍ତି ସେ ହେଉଛନ୍ତି ମର୍ଡନ ଯୁଗର ଜଗନ୍ନାଥ ଆଉ ଯିଏକି ନିଜର ମର୍ଡନ୍ ଘୋଡ଼ା ଧରି ଯାଉଛନ୍ତି। ଆଉ ତାଙ୍କର ଏହି ମର୍ଡନ୍ ଘୋଡ଼ା ହେଉଛି କେଟିଏମ। ତାଙ୍କ ସହ ଲକ୍ଷ୍ମୀ ମାନେ ମଧ୍ୟ ଥିଲେ ଯେଉଁ ମାନେ କି ଝିଅ ମାନେ ସବୁ।ଯୁବତୀ ଜଣକ ଯେତେବେଳେ ତାଙ୍କ ସାଙ୍ଗ ମାନଙ୍କ ସହ ଖାଇବା ପାଇଁ ଯାଇଥିଲେ ସେତେବେଳେ ସେମାନେ ଦେଖିବାକୁ ପାଇଥିଲେ ବାବାଙ୍କ ପାଖରେ ତିନି ଜଣ ଯୁବତୀ ମଧ୍ୟ ବସିଥିଲେ।
ଏହାପରେ ପକେଟ୍ ରୁ ନୋଟ ର ଏକ ବଣ୍ଡଲ କାଢ଼ି ଥୋଇ ଥିଲେ। ଜଣେ ଯଦି ପଇସା ନେଇ ଛୁଇଁ କି ସବୁ ଭଲ କରି ଦେଉଛନ୍ତି ତାହେଲେ ସେ ଝିଅ ମାନଙ୍କୁ ମଧ୍ୟ ପଇସା ଦେଇ ଡକାଉ ଥିବେ ବୋଲି ଏହି ଯୁବତୀ ଜଣକ କହିଥିଲେ।ଯୁବତୀ ଜଣକ ମଧ୍ୟ ଥରେ ସେଠାକୁ ଆସିଥିବା କଥା କହିଥିଲେ । ଯେତେବେଳେ ବାବା ଜଣକ ପଇସା ଡିମାଣ୍ଡ କରିଥିଲେ ସେତେବେଳେ ଯୁବତୀ ଜଣକ ଆଉ ସେଠାକୁ ଆସିଲେ ନାହିଁ। ଯୁବତୀ ଜଣକୁ ଦୁଇ ଲକ୍ଷ ଟଙ୍କା ମାଗିଥିବା କଥା ସେ କହିଥିଲେ।
ଏବେ ସେ ବାବାଙ୍କ ନାମରେ ଅନେକ ଅଭିଯୋଗ ଆଣିଥିଲେ ଯାହାକି ଏବେ ସବୁକିଛି ଲୋକ ଲୋଚନ କୁ ଆସି ସାରିଛି। ଆଉ ଏହି ଘଟଣା ଏବେ ମଧ୍ୟ,ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଆଉ ଏହି ଭିଡିଓ ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଏହାକୁ ବର୍ତ୍ତମାନ ସମୟରେ ଅନେକ ଲୋକମାନେ ମଧ୍ୟ ଦେଖି ସାରିଛନ୍ତି। ଆଉ ସେମାନେ ମଧ୍ୟ ଏହି ବାବାଙ୍କ ବ୍ଯବହାର କୁ ବିରୋଧ କରିଛନ୍ତି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ଆଉ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।