ଦେଖନ୍ତୁ ଲଜ୍ୟା ଜନକ viral ଘଟଣା, ଭିଣେଇ କରିଦେଲା ନିଜ ଶାଳୀ ସହ ଏହି କାମ ଆପଣ ଜାଣିଲେ ଉଡ଼ିଯିବ ହୋସ..

ବିହାର ଜିଲ୍ଲା ର ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶାଳୀ ଭିଣେଇ ସମ୍ପର୍କକୁ ଲଜ୍ଜାଜନକ କରିଛି। ବାସ୍ତବରେ ଜଣେ ଭିଣେଇ ତାଙ୍କ ଶାଳୀ ସହିତ ଦୁ-ଷ୍କ-ର୍ମ କରିଥିଲେ | ପୀଡିତାଙ୍କ ଅଭିଯୋଗ କ୍ରମେ ତାଙ୍କ ଭଉଣୀର ସ୍ୱାମୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଏହି ମାମଲାର ତଦନ୍ତରେ ସାମସ୍ତିପୁର ପୋଲିସ ନିୟୋଜିତ ଅଛି।

ଏହି ଘଟଣା ସାମସ୍ତିପୁର ଜିଲ୍ଲାର ବିଭୂତିପୁର ପୋଲିସ ଷ୍ଟେସନର ଅଟେ | ଯେଉଁଠାରେ ଏକ ଭିଣେଇ ତାଙ୍କ ଶାଳୀ କୁ ଏକୁଟିଆ ପାଇ ତା ସହ ଖରାପ୍ କାମ କରିଦେଇଥିଲେ

ପୀଡିତା ଝିଅ ଅଭିଯୋଗ କରିଛି ଯେ ସେ କିଛି କାମ ପାଇଁ ନିଜ ଭଉଣୀର ଘରକୁ ଯାଇଥିଲେ, ଯେଉଁଠାରେ ସୁଯୋଗ ପାଇବା ପରେ ଭିଣେଇ ତାଙ୍କୁ ଶିକାର କରିଥିଲେ। ତାଙ୍କୁ ସେ ଡାକିଥିଲେ ଆଉ ସେ ରୁମ ଭିତରକୁ ଯିବାରୁ ସେ ଜବରଦସ୍ତି କବାଟ ବନ୍ଦ କରିଦେଇଥିଲେ ଆଉ ଖରାପ୍ କାମ କରିଥିଲେ

କାମ ଶେଷ ପରେ କାହାକୁ ଯଦି କହିବୁ ତାହାଲେ ଜୀବନ ରୁ ଶେଷ କରିଦେବି ବୋଲି ଧମକ ଦେବା ସହ ତୋ ଭଉଣୀ ର ରହିବା ବି ମୁସ୍କିଲ କରିଦେବି ବୋଲି କହି ଧମକେଇଥିଲେ ହେଲେ ଝିଅ ଟି କବାଟ ଖୋଲି ସିଧା ପୋଲସ ଆଗରେ ସତ କଥା କହିଥିଲା ଆଉ ପରେ ପୋଲିସ ଅଭିଯୁକ୍ତ କୁ ଗିରଫ କରିଥିଲା

Leave a Comment