ଭାଇରାଲ ଭିଡିଓ

ଦେଖନ୍ତୁ କେମିତି ବାୟୁସେନା ର Helicaptor ହେଇଥିଲା ଦୁର୍ଘଟଣା, କ୍ୟାମେରା ରେ Record ସମ୍ପୂର୍ଣ ଘଟଣା

ବୁଧବାର ଦିନ ଦୁର୍ଭାଗ୍ୟବଶତଃ ହେଲିକପ୍‌ଟର ଦୁ-ର୍ଘ-ଟ-ଣାରେ ଦେଶ ଏହାର ଅନ୍ୟତମ ସର୍ବୋଚ୍ଚ ସେନା ଅଧିକାରୀ ଜେନେରାଲ ବିପିନ ରାୱତଙ୍କୁ ହରାଇଛନ୍ତି।କାଲି ତାମିଲନାଡୁର କୁନୁରରେ ଘଟିଥିବା ହେଲିକପ୍ଟର ଦୁ-ର୍ଘ-ଟ-ଣାରେ ଆଉ ୧୩ ଜଣ ଭାରତୀୟ ବାୟୁସେନା ଅଧିକାରୀ ପ୍ରାଣ ହରାଇଥିଲେ।

ବୁଧବାର ଦିନ ୧୧ଟା ୪୫ ମିନିଟରେ କୋଏମ୍ବାଟୁରର ସୁଲୁର୍‌ ବାୟୁସେନା ଘାଟିରୁ ଯାଇଥିଲେ।୧୨ଟା ୩୦ ମିନିଟରେ ୱେଲିଂଟନ ପ୍ରତିରକ୍ଷା ପ୍ରତିଷ୍ଠାନରେ ଯିବାକୁ ଥିଲା।ମାତ୍ର ଆଉ ଓହ୍ଲେଇ ବାର ୧୦ ମିନିଟ ପୂର୍ବରୁ ଜଙ୍ଗଲ ଓ ପାହାଡ଼ିଆ ଅଞ୍ଚଳରେ ହେଲିକପଟର ଦୁ-ର୍ଘ-ଟ-ଣାଗ୍ରସ୍ତ ହୋଇ ଖସି ପଡ଼ିଥିଲା।

ହେଲିକପଟର ଟି ଖଣ୍ଡ ଖଣ୍ଡ ହୋଇ ଚାରିଆଡ଼େ ପଡି ନିଆଁ ଲାଗି ଯାଇଥିଲା।ଦମକଳ ବାହିନୀ ଓ ସୁରକ୍ଷା କର୍ମଚାରୀ ସେଠିକି ଆସି ନିଆଁ ଲିଭାଇଥିଲେ ଓ ଗୁରୁତରଙ୍କୁ ଉଦ୍ଧାର କରିଥିଲେ। ପ୍ରଧାନମନ୍ତ୍ରୀ,ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ଙ୍କ ବ୍ୟତୀତ ତିନି ସେନା ପକ୍ଷରୁ ଶୋକ ପ୍ରକାଶ କରିଛନ୍ତି।

ତାମିଲନାଡ଼ୁର ନୀଳଗିରି ଜିଲ୍ଲାରେ ହୋଇଥିବା ଏହି ଦୁ-ର୍ଘ-ଟ-ଣାରେ ଜେନେରାଲ ରାୱତଙ୍କ ବ୍ୟତୀତ ତାଙ୍କ ପତ୍ନୀ , ୧୧ ଜଣ ସାମରିକ ଅଧିକାରୀ ଓ ଯବାନଙ୍କ ର ମୃ-ତ୍ୟୁ ହୋଇଛି। ବୁଧୁବାର ଦିନ ଏହି ଦୁଃଖଦ ଘଟଣାଟି ହେବାପରେ ପୁରା ଦେଶ ସ୍ତବ୍ଧ ହୋଇଯାଇଛି।

Leave a Reply

Your email address will not be published. Required fields are marked *