ଭାଇରାଲ ଭିଡିଓ

ଜଙ୍ଗଲ ଭିତରେ ରାସଲୀଳା କରି ଧରା ପଡିଲେ ପ୍ରେମୀ ଯୁଗଳ ରାତାରାତି ଭିଡିଓ ହେଲା Viral

ପ୍ରେମ ସାସ୍ୱତ ପ୍ରେମ ଚିତନ୍ତ୍ତନ କିନ୍ତୁ ଆଜିର ସମାଜରେ ପ୍ରେମ ପାଇଁ କେବଳ ଶା-ରୀରିକ ସମ୍ପର୍କ ପ୍ରଥମ ମହତ୍ତ୍ଵ ଥିବା ଅଧିକାଂଶ ସମୟରେ ଦେଖା ଯାଇଛି । ଯୁବା ଅବସ୍ଥାରେ ପ୍ରେମ ହେବା ସ୍ବାଭାବିକ କଥା ।

ମାତ୍ର ପ୍ରେମ କୁ ଭୁଲ ବାଟକୁ ନେଇଯିବା ତାହା ସମ୍ପୂର୍ଣ ଭୁଲ ଅଟେ । ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଯୁବକ ଯୁବତୀ ଜଙ୍ଗଲରେ ଧରା ପଡିଛନ୍ତି ଏବଂ ତାଙ୍କୁ ଧରିଛନ୍ତି ସ୍ଥାନୀୟ ବାସିନ୍ଦା ।

ତାଙ୍କ ଭିଡିଓ କରି ତାଙ୍କୁ ଧମକାଇ ଥିଲେ । ଭିଡ଼ିଓ କରିବା ସମୟରେ ପ୍ରେମୀ ଯୁଗଳ ସମ୍ପୂର୍ଣ ଅସଂଜତ ଅବସ୍ଥାର ଥିଲେ ଯାହାକୁ ଦେଖି ଗାଁ ବାସୀ ତାଙ୍କୁ ତାଗିତ କରିଥିଲେ ।

ଏହି ଭିଡ଼ିଓରେ ଆପଣ ତଳେ ଦେଖିପାରିବେ କିପରି ପ୍ରେମକୁ ଭୁଲ ବାଟରେ ନେଉଛନ୍ତି ଆଜିର ଶିକ୍ଷିତ ସମାଜ । ଦେଖନ୍ତୁ ଏହି ଭିଡିଓ –

Leave a Reply

Your email address will not be published. Required fields are marked *