Special Report

ସୋସିଆଲ ମିଡିଆରେ ମହିଳା ଖୋଲିଦେଲେ ରାଜ୍,କହିଲେ ସବୁ ନାଟର ଗୋବର୍ଦ୍ଧନ ହେଉଛି ପାଣ୍ଡିଆନ ର ସ୍ତ୍ରୀ!

 

ନମସ୍କାର ପାଠକ ବନ୍ଧୁ।ବର୍ତ୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ଆପଣ ମାନେ ଅନେକ କଥା ଶୁଣିବାକୁ ପାଉ ଥିବେ।ବର୍ତ୍ତମାନ ଆମେ ଆଜି ଆପଣ ମାନଙ୍କୁ ଭି କେ ପାଣ୍ଡିଆନ ଙ୍କ ବିଷୟ ରେ କହିବାକୁ ଯାଉଛୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ତାଙ୍କ ପତ୍ନୀ ଙ୍କ ନାମ ହେଉଚି ସୁଜାତା ପାଣ୍ଡିଆନ।

ସେ ମଧ୍ୟ ଓଡ଼ିଶା ର ଜଣେ ଜଣା ଶୁଣା ମହିଳା।ତାଙ୍କ ବିରୋଧ ରେ ଏବେ ଏକ ବଡ ଖବର ଶୁଣିବାକୁ ମିଳୁଛି।ଯାହାକୁ ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇ ଯିବେ।ଜଣେ ମହିଳା ତାଙ୍କ ନାମ ରେ ଏବେ ଗଣ ମାଧ୍ୟମ ଆଗରେ କିଛି ଏପରି କହି ଦେଇଛନ୍ତି କି ଯାହାକି ଏବେ ଖୁବ୍ ଭାଇରାଲ୍ ହେଉଛି।

ସୂଚନା ଅନୁସାରେ ରୀନା ସାମନ୍ତ ଓରଫ ରାଧାରାଣୀ ଦାସ ଏକ ବଡ ସୂଚନା ଗଣ ମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।ତାଙ୍କ କହିବା ଅନୁଯାୟୀ ସୁଜାତା ପାଣ୍ଡିଆନ ତାଙ୍କ ବ୍ୟାଙ୍କ ଖାତା କୁ ନେଇ ଯାଇଛନ୍ତି।ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍ ଖାତା କୁ ଅନେକ ଦିନ ଧରି ନିଜ ପାଖରେ ରଖିଛନ୍ତି।

ହେଲେ ତାଙ୍କୁ ଦେଇ ନାହାନ୍ତି।ଏଥିରେ ସମୀର ରଞ୍ଜନ ଦାସ ମଧ୍ୟ ରହିଛନ୍ତି।ତାଙ୍କୁ ତାଙ୍କ ମନ୍ତ୍ରୀ ପଦ ରୁ ବାହାର କରା ଯାଉ।ଏଭଳି ଲୋକ ବଡ ପଦବୀ ରେ ରହିବା ପାଇଁ ଯୋଗ୍ୟ ନୁହନ୍ତି।ମୁଁ ଗୋଟିଏ ହରିଜନ ପୁଅ କୁ ଭଲ ପାଇ ବିବାହ କରିଛି।

ହରିଜନ ସମ୍ପତି ଜେନେରାଲ ଲୋକ ନେଇ ପାରିବେ ନାହି।ମୁଁ ଏଥି ପାଇଁ ବହୁତ ଥର ବଡ ବଡ ନେତା ମାନଙ୍କ ପାଖକୁ ଦୌଡୁଛି।ହେଲେ କେହି ମୋତେ ଆଜି ଯାଏଁ ସାହାର୍ଯ୍ୟ କରି ନାହାନ୍ତି।ସମସ୍ତେ ନିଜ ସ୍ବାର୍ଥ କୁ ଦେଖିଛନ୍ତି।ସୁଜାତା ପାଣ୍ଡିଆନ ମୋ ବ୍ୟାଙ୍କ ଖାତା କୁ ନେଇ ଯାଇଚି।ମୁଁ ତାଙ୍କୁ ଅନେକ ଥର ମାଗିଛି।

ହେଲେ ସେ ଦେଇ ନାହାନ୍ତି।ମୁଁ ଆଜି ତାଙ୍କ ନାମ ରେ ଆପଣ ଙ୍କ ପାଖରେ କହୁ ଅଛି।ଏମିତି ବି ହୋଇ ପାରେ କି ସେମାନେ ମୋତେ ମାରି ଦେବେ।ସେଥିପାଇଁ ମୋର ଚିନ୍ତା ନାହିଁ।ମୋର ଅନେକ ସମସ୍ୟା ନେଇ ମୁଁ ପାଣ୍ଡିଆନ ଙ୍କ ପାଖକୁ ଯାଇଛି।

ହେଲେ ସେଠାରେ ଥିବା ଜଣେ ବଡ ପୋଲିସ ଅଫିସର ମୋତେ ତାଙ୍କୁ ଦେଖା କରିବା ପାଇଁ ଦେଇ ନ ଥିଲା।କହି ଥିଲା କୁ ପାଣ୍ଡିଆନ ସାର ଏଠି ନାହାନ୍ତି।ଏହା ପରେ ମୁଁ ଯେତେ ଥର ଯାଇଚି ସେ ମୋତେ ମନା କରି ଦେଉଛନ୍ତି।

ଯେଉଁଥି ପାଇଁ ମୁଁ ଆଜି ମୋ ଦୁଃଖ କୁ ଆପଣ ମାନଙ୍କୁ ଜଣାଉ ଅଛି।ସେ ସମୀର ରଞ୍ଜନ ଦାସ ଓ ସୁଜାତା ଙ୍କ ତାଙ୍କ ପଦ ରୁ ହଟା ଯାଉ।ଏଭଳି କିଛି ଗଣ ମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ମହିଳା ଜଣକ।

Leave a Reply

Your email address will not be published. Required fields are marked *