ଭାଇରାଲ ଭିଡିଓ

ଶୀତ ଦିନେ ଭୁବନେଶ୍ୱରରେ କୁଣ୍ଢା କୁଣ୍ଢି ପ୍ରବଳ,ଆଉ ରାସ୍ତା ଘାଟ ଫାଙ୍କା ଦେଉ ନାହାଁନ୍ତି…

 

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।

ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି।

ଆଉ କିଛି ଲୋକ ଏପରି ବି ଅଛନ୍ତି ଯେଉଁ ମାନେ ସୋସିଆଲ ମିଡିଆ ମାଧ୍ୟମରେ ଲୋକ ମାନଙ୍କ ମନୋରଞ୍ଜନ କରାଇ ଅତି ସହଜରେ ଫେମସ ହୋଇ ପାରୁଛନ୍ତି। ଓଡିଶାର ଘରେ ଘରେ କଂଗ୍ରେସ ନେତା ସୁର ରାଉତରାୟ ପରିଚିତ।

ସେ ସବୁବେଳେ ମଜାଳିଆ ଢଙ୍ଗରେ ନିଜ ମତାମତକୁ ମିଡିଆ ଆଗରେ ପ୍ରକାଶ କରି ଚର୍ଚ୍ଚାରେ ରୁହନ୍ତି। ପିଲା ଠୁ ନେଇ ବୁଢା ଯାଏ ସମସ୍ତେ ତାଙ୍କ କଥା ଶୁଣିବାକୁ ଓ ନକଲ ମଧ୍ୟ କରିବାକୁ ଖୁବ ପସନ୍ଦ କରନ୍ତି। ସୁର ରାଉତରାୟ ନିଜ ପର୍ଶନାଲ ଲାଇଫ ଓ ନିଜ ସମାଜ ସେବା ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି।

ଏହା ଛଡା ସୁର ରାଉତରାୟ ନିଜ କଡା ବୟାନ ପାଇଁ ମଧ୍ୟ ଅନେକ ଥର ଲୋକ ଲୋଚନକୁ ଆସନ୍ତି। ଓଡିଶାରେ ସୁର ରାଉତରାୟଙ୍କ ଲୋକପ୍ରିୟତା ବହୁତ ଅଧିକ ରହିଛି। କେବଳ ରାଜନୀତିରେ ନୁହେଁ ଓଡିଆ ଇଣ୍ଡଷ୍ଟ୍ରିରେ ବି ସୁର ରାଉତରାୟ ବହୁତ ନାଁ କମାଇଛନ୍ତି।

ସେ ଅନେକ ଓଡିଆ ଆଲବମରେ କଣ୍ଠ ଦାନ କରିବା ସହ ଅଭିନୟ କରିଛନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଗଣମାଧ୍ୟମ ସାକ୍ଷାତକାରରେ ସୁର ରାଉତରାୟଙ୍କୁ ଦେଖିବାକୁ ମିଳିଛି।

ଯେଉଁଥିରେ ସେ କହିଛନ୍ତି, ଭୁବନେଶ୍ୱରର ପବିତ୍ରତା ଆସ୍ତେ ଆସ୍ତେ କମି ଗଲାଣି। ପଇସା ପାଇଁ ଗରିବ ଝିଆ ମାନେ ଭୁବନେଶ୍ବର ଆସି ନିଜ ଜୀବନକୁ ବର୍ବାଦ କରୁଛନ୍ତି।

ଆଉ କିଛି ସ୍ୱାର୍ଥପର ଯୁବକ ମାନେ ପଇସା ଦେଇ ସେମାନଙ୍କ ସହିତ ଏଞ୍ଜୟ କରୁଛନ୍ତି। ଯାହା ଆସ୍ତେ ଆସ୍ତେ ବହୁତ ବ୍ୟାପିବାରେ ଲାଗିଲାଣି। ଶୀତ ଦିନେ ଭୁବନେଶ୍ୱରରେ ଯୁବକ ଯୁବତୀ କୁଣ୍ଢା କୁଣ୍ଢି ପ୍ରବଳ ହେଉଥିବେ ବୋଲି ସୁର ରାଉତରାୟ କହିଛନ୍ତି।

Leave a Reply

Your email address will not be published. Required fields are marked *