Special Report

ଅଜବ ଲାଗୁଥିଲେ ବି ସତ, ଏହି ମାର୍କେଟରେ ଝିଅଙ୍କୁ କରାଯାଏ ବିକ୍ରି

 

 

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ବଜାର ରୁ ପରିବା ପୋଷାକ କିଣି ବାକୁ ଯାଉ ଥିବେ।ହେଲେ କେବେ ଝିଅ କିଣିବାକୁ ବଜାର କୁ ଯାଇଛନ୍ତି କି? ପ୍ରାୟତଃ କେବେ ଯାଇ ନ ଥିବେ।ଏପରି କିଛି ସ୍ଥାନ ଅଛି ଯେଉଁ ଠାରେ ଝିଅ ମାନେ ବିବାହ କରିବା ପାଇଁ ବିକ୍ରୀ ହୁଅନ୍ତି।

ସେମିତି ଏକ ସ୍ଥାନ ବିଷୟ ରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ସେହି ସ୍ଥାନ ଟି ହେଉଛି ବୁଲଗାରିଆ ନାମକ ଦେଶ ରେ। ସେଠାରେ ଯେଉଁ ପିତା ମାତା ମାନେ ନିଜ ଝିଅ କୁ ବିବାହ କରାଇ ପାରନ୍ତି ନାହିଁ।ଗରିବ ଶ୍ରେଣୀ ହୋଇ ଥାନ୍ତି ସେମାନେ ଝିଅ କୁ ଆଣି ସେହି ବଜାର ରେ ବିକ୍ରୀ କରି ଦିଅନ୍ତି।

ସୂଚନା ଅନୁସାରେ ଏଭଳି କିଛି ଦେଶ ଅଛି ଯେଉଁ ଠାରେ ଝିଅ ମାନଙ୍କୁ ବିକ୍ରୀ କରା ଯାଏ।ବର୍ତ୍ତମାନ ସମୟରେ ପୁଅ ମାନଙ୍କୁ ବିବାହ କରାଇବା ପାଇଁ ବାପା ମା ମାନେ ଚିନ୍ତା ରେ ରହୁଛନ୍ତି।ଝିଅ ଙ୍କ ସଂଖ୍ୟା କମି ଯାଉଛି।ଯାହା ଦ୍ଵାରା ଝିଅ ମିଳୁ ନାହାନ୍ତି।

ବୁଲଗାରିଆ ଏପରି ଏକ ଦେଶ ଯେଉଁ ଠାରେ ଝିଅମାନେ ବିକ୍ରୀ ହୁଅନ୍ତି।ଯେଉଁ ବାପା ମା ମାନେ ଗରିବ ଶ୍ରେଣୀ ର ହୋଇ ଥାନ୍ତି। ନିଜ ଝିଅ କୁ ବିବାହ କରାଇ ପାରିବେ ନାହିଁ। ସେମାନେ ଉକ୍ତ ବଜାର ରେ ଝିଅ କୁ ଆଣି ବିକ୍ରୀ କରି ଦିଅନ୍ତି।

ପୁଅ ନିଜ ପରିବାର ସହିତ ସେହି ବଜାର କୁ ଆସି ଥାଏ।ଯେଉଁ ଝିଅ ସେମାନଙ୍କର ପସନ୍ଦ ଆସି ଥାଏ।ତାଙ୍କ ର ମୂଲ୍ୟ ଅନୁସାରେ ପୁଅ ଘର ଲୋକେ କିଣି ନିଅନ୍ତି।ସେ ଝିଅ କୁ ତାଙ୍କ ଘରକୁ ନେଇ ବିବାହ କରାଇ ଥାଆନ୍ତି।

ଥରେ କିଣିଲା ପରେ ଆଉ ଉକ୍ତ ପୁଅ ଝିଅ କୁ ଛାଡି ପାରିବେ ନାହି।ଏହା ସେ ଦେଶ ର ନିୟମ ଅଟେ।ସରକାର ଙ୍କ ତରଫ ରୁ କିଛି ନିୟମ ଏହି ବଜାର ଉପରେ ରହି ନାହିଁ।ଏହାକୁ ସରକାର ମଧ୍ୟ ସମର୍ଥନ କରନ୍ତି।ଯେ କେହି ବି ଏହି ବଜାର ବିଷୟରେ ଶୁଣେ ଆଶ୍ଚର୍ଯ୍ୟ ହୋଇ ଯାଏ।

ଏପରି କରିବା ଦ୍ବାରା ଗରିବ ପିତା ମାତା ମାନେ ନିଜ ଝିଅ କୁ ଭଲ ରେ ବିବାହ କରାଇ ଥାନ୍ତି। ଭଲ ଘର ଭଲ ପୁଅ ଏଠାରେ ଦେଖା ଯାଏ ନାହିଁ।କି ପୁଅ ମାନେ ଝିଅ କୁ ବିବାହ କରିବା ପରେ ଆଉ ସେମାନଙ୍କୁ ନିର୍ଯ୍ୟାତନା ମଧ୍ୟ ଦିଅନ୍ତି ନାହି।ପୁଅର ପରିବାର ଲୋକ ମାନେ ଝିଅ କୁ ଭଲ ଭାବେ ଦେଖି କିଣି ଆଣି ଥାଆନ୍ତି।ଏପରି କରିବା ଦ୍ବାରା ସମସ୍ତେ ଖୁସି ରେ ରୁହନ୍ତି।

Leave a Reply

Your email address will not be published. Required fields are marked *