ଟ୍ୟୁବ୍ ରେ ହେଉ କି ଇନଷ୍ଟାଗ୍ରାମ୍ ରେ ହେଉ, ପ୍ରତିଦିନ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହେଉଛି।ଏମିତି କିଛି ଭିଡିଓ ସୋସିଆଲ ମିଡିଆରେ ଭାଇ ରାଲ ହୋଇଥାଏ ଯାହାକି ଦେଖିଲେ ଆପଣମାନେ ଆଶ୍ଚାଜ୍ୟ ହେବା ସହିତ ଡରି ମଧ୍ୟ ଯାଇଥାନ୍ତି।
ଶ୍ରୀଲଙ୍କାରେ ଜାଫ୍ନା ରେ ଏକ ଆଶ୍ଚଜ୍ୟକର ଘଟଣା ଘଟିଛି।ଯାହାକି ସୋସିଆଲ ମିଡିଆରେ ଭାଇରାଲ ହୋଇ ଏହି ଭିଡିଓ ଟି ସାମ୍ନାକୁ ଆସିଛି। ଯାଫ୍ନା ରେ ଗୁଡି ପ୍ରତିଯୋଗିତା ହୋଇଥିଲା।ସେହି ପ୍ରତିଯୋଗିତାରେ ଅଧିକାଂଶ ଲୋକ ଖେଳରେ ଅଂଶ ଗ୍ରହଣ କରିଥିଲେ।
ଗୁଡି ପ୍ରତିଯୋଗିତା ଚାଲୁଥିଲା। ଗୁଡି ଉଡାଉ ଥିଲା ବେଳେ ଗୁଡି ସହିତ ଜଣେ ବ୍ୟକ୍ତି ପବନରେ ଆକାଶରେ ଉଡିଗଲେ।ସେହି ବ୍ୟକ୍ତି ଜଣଙ୍କ ଉଡୁଥିବା ବେଳେ ଗୁଡିର ଡୋରକୁ ଧରି ପବନରେ ଲଟକି ଛନ୍ତି।ପରେ ସେହି ବ୍ୟକ୍ତି ବହୁତ କଷ୍ଟରେ ସେ ନିଜେ ତଳକୁ ଡେଇଁ ପଡ଼ିଥିଲେ।
ଲୋକମାନେ ଏଭଳି ଦୃଶ୍ୟ ଦେଖି ଡରିଯାଇଥିଲେ।ସେହି ସ୍ଥାନରେ ରହି ବ୍ୟକ୍ତି ଙ୍କୁ କହୁଥିଲେ ଓଲେହି ଆସ ବହୁତ୍ ଜୋରେ ପାଟି କରିଥିଲେ।ସେ ବ୍ୟକ୍ତି ଜଣକ ଚେଷ୍ଟା କରି ଗୁଡି କୁ ଛାଡ଼ିଦେଇ ତଳକୁ ଡେଇଁ ପଡ଼ିବାରୁ ଲୋକମାନେ ସେଠିକି ଆସି ତାଙ୍କୁ ଉଦ୍ଧାର କରିଥିଲେ।