ରାଜ୍ୟ ଖବର

ନୂଆ ବର୍ଷ ରେ ଧମାକା କରିବେ Tapaswini ୪ ତାରିଖ ରେ ହେବ ମହା ଖୁଳାସା ଭୋ ଭୋ ହେଇ କାନ୍ଦିବେ Sumit

ଏବେ ଅପେକ୍ଷା ରହିଛି ନୂଆ ବର୍ଷ ର ୪ ତାରିଖ । ଜାନୁଆରୀ ୪ ତାରିଖରେ ମୁଁହl ମୁହିଁ ହେବେ ତପସ୍ୱିନୀ ସୁମିତ । ଦୁଇ ଜଣଙ୍କ ସମ୍ପର୍କ ରେ ଫାଟ ସୃଷ୍ଟି ହେବାର ପ୍ରମୁଖ କାରଣ କହିଥିଲେ ତପସ୍ୱିନୀ ଙ୍କ ଶଶୁର ।

ଦୁହିଁଙ୍କ ସମ୍ପର୍କ ଆଗ ପରି ସୁଦୃଢ଼ ନାହିଁ ବୋଲି ଖୁଲାସା କରିଛନ୍ତି ସୁମିତ । ଏ ଜନ୍ମ ତ ଦୂରର କଥା ୭ ଜନ୍ମ ପର୍ଯ୍ୟନ୍ତ ଏକାଠି ହେବାକୁ ଚାହୁଁ ନାହାନ୍ତି ସୁମିତ । ଏ କଥା ଅଡିଓ କଲ ମାଧ୍ୟମରେ ସ୍ପଷ୍ଟ କରିଥିଲେ ।

ମାତ୍ର ତପସ୍ୱିନୀ ଏହାକୁ ଅସ୍ବୀକାର କରି ତାଙ୍କ ସହ ରହିବା ପାଇଁ ଚାହିଁ ଥିଲେ । ତପସ୍ଵିନୀ ଙ୍କୁ ସୁମିତ ବ୍ଲକ କରିଦେଇଥିବା ବେଳେ ତାଙ୍କ ସହ କୌଣସି କଥା ହୋଇପାରି ନାହାନ୍ତି ତପସ୍ୱିନୀ ।

ତପସ୍ଵିନୀ ମଧ୍ୟ ଅପେକ୍ଷା କରିଛନ୍ତି କୋର୍ଟ ରେ ନୂଆ ବର୍ଷ ର ୪ ତାରିଖ କୁ । ଆଶା କରିଛନ୍ତି ଏହିଦିନ ତାଙ୍କୁ ନିଶ୍ଚିନ୍ତ ନ୍ୟାୟ ମିଳିବ । ଏ ସମ୍ପର୍କରେ ଆପଣଙ୍କ ମତାମତ କଣ ନିଶ୍ଚିନ୍ତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *