Special Report

ମୋବାଇଲରେ ମିସ୍ କଲ୍ ଦେଇ କଲେ ପ୍ରେମ, ଦେହସୁଖ ନେଲା ପରେ ମୋତେ ଛାଡ଼ିଦେଲା

 

ନମସ୍କାର ପାଠକ ବନ୍ଧୁ।ବର୍ତ୍ତମାନ ସମୟ ରେ ପ୍ରେ-ମ କରି ପରେ ଧୋ-କା ପାଇବା ଏକ ନିତିଦିନିଆ ଖବର ପାଲଟି ଗଲାଣି।ଅନେକ ଯୁବକ ମାନେ ପ୍ରେମ କରି ବିବାହ କରୁଛନ୍ତି।ହେଲେ ଶା-ରୀ-ରି-କ ସମ୍ପର୍କ ରଖି ସାରିଲା ପରେ ଛାଡି ଚାଲି ଯାଉଛନ୍ତି।

ଏମିତି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାର ମହାରଣା ପଞ୍ଚାୟତ ରେ।ଏଠାରେ ଆଶିଷ ନାମକ ଜଣେ ଯୁବକ ରେଙ୍ଗାଲି ରେ ରହି କାମ କରୁଥିଲେ।ଏହି ସମୟରେ ମିନତି ନାମକ ଝିଅ କୁ ପ୍ରେମ କରି ବସି ଥିଲେ ସେ।ମିସ କଲ୍ ରୁ ପ୍ରେମ ବଢିବାରେ ଲାଗିଲା।

ସୂଚନା ଅନୁସାରେ ମିନତି ପ୍ରଥମେ ମିସ କଲ୍ କରି ଆଶିଷ ଙ୍କ ସହିତ କଥା ହେବାକୁ ଲାଗିଲେ।କଥା ହେବା ପରେ ଧୀରେ ଧୀରେ ବନ୍ଧୁତା ରୁ ପ୍ରେମ ସୃଷ୍ଟି ହେଲା।ମିନତି ପରେ ରେଙ୍ଗାଲି କୁ ଯାଇ ସେଠାରେ ଆଶିଷ ଙ୍କ ସହିତ ଏକ ଭଡ଼ା ଘରେ ରହିବାକୁ ଲାଗିଲେ।

ତାଙ୍କୁ ବିବାହ କଲେ।ଚାରି ମାସ ଧରି ତାଙ୍କ ସହିତ ଶା-ରୀ-ରି-କ ସମ୍ପର୍କ ରଖିଲେ।ହେଲେ ହଟାତ କଣ ହେଲା ଯେ ଦିନେ ଆଶିଷ ମିନତି ଙ୍କୁ ଛାଡି ଚାଲି ଆସିଲେ।ମିନତି ଜାଣି ନ ଥିଲେ ଆଶିଷ ଙ୍କ ଘର କେଉଁ ଠାରେ।

ଧୀରେ ଧୀରେ ମିନତି ଜାଣିବାକୁ ପାଇଲେ ଆଶିଷ ନିଜ ଗାଁ କୁ ଚାଲି ଆସିଛନ୍ତି।ଏବେ ମିନତି ଯେତେବେଳେ ଆଶିଷ ଙ୍କ ଘରେ ବସିଛନ୍ତି ସେତେବେଳେ ଆଶିଷ ଓ ତାଙ୍କ ପରିବାର ଲୋକ ମାନେ ତାଙ୍କୁ ଘରେ ପଶିବାକୁ ଦେଇ ନାହାନ୍ତି।

ଆଶିଷ ରାଗି ଯାଇ ମିନତି ଙ୍କ ଫୋନ୍ କୁ ଫୋପାଡି ଦେଲେ।ଏହା ପରେ ମିନତି ନ୍ୟାୟ ପାଇବା ପାଇଁ ଆଶିଷ ଙ୍କ ଘର ସମ୍ମୁଖ ରେ ବସି ରହିଛନ୍ତି।ଏବେ ଦେଖିବାକୁ ବାକି ରହିଲା କେବେ ଆଶିଷ ମିନତି ଙ୍କୁ ନିଜ ଘର କୁ ନେଇ କରି ଯାଉଛନ୍ତି।

କେବେ ମିନତି ଙ୍କ ଆଶା ପୂର୍ଣ୍ଣ ହେଉଛି।ଆଶିଷ ମିନତି ଙ୍କ ସହିତ ୪ ମାସ ଧରି ଶାରୀରିକ ସମ୍ପର୍କ ରଖି ଛନ୍ତି।ହେଲେ ଏବେ ସେ ମନା କରିଛନ୍ତି।ମିନତି ଏବେ ଥାନା ର ଦ୍ବାରସ୍ଥ ହୋଇ ଛନ୍ତି।ଏବେ ଦେଖିବାକୁ ବାକି ରହିଲା କେବେ ଥାନା ବାବୁ ମାନେ ମିନତି ଙ୍କୁ ନ୍ୟାୟ ଦେଉଛନ୍ତି।

Leave a Reply

Your email address will not be published. Required fields are marked *