ଦୁନିଆର ଏହି ଚାରୋଟି ଖତରନାକ ଜାଗାକୁ ଡରୁଥିବା ବ୍ୟକ୍ତି ମାନେ ଯାଇପାରିବେ ନାହିଁ
1-ମଲାନା ଭିଲେଜ୍ ହିମାଚଳ ପ୍ରଦେଶ – ଏଠାରେ ଲୋକମାନେ ନିଜକୁ ରାଜା ସିକନ୍ଦର ବଂଶର ଅଟନ୍ତି ବୋଲି କୁହନ୍ତି।କିନ୍ତୁ ଏହା ଠିକ୍ ସେ ଜଣା ନାହିଁ।ସିକନ୍ଦର ସମୟର କିଛି ଜିନିଷ ମଲାନା ଗାଁରେ ମିଳିଛି।
ଏଥି ରହୁଥିବା ବୁଢ଼ା ଲୋକ ବାହାର ଲୋକ ମାନଙ୍କ ସହିତ ହାତ ମଧ୍ୟ ଧରି ନଥାନ୍ତି।ଦୋକାନ ରୁ ଜିନିଷ ଆଣିଲେ ମଧ୍ୟ ହାତକୁ ଦିଅନ୍ତି ନାହିଁ ତଳେ ରଖି ଦିଅନ୍ତି।ଯଦି ବାହାର ଲୋକ ସେଠି କିଛି ଜିନିଷ କୁ ଧରନ୍ତି ତାଙ୍କୁ ୧ ହଜାର ଟଙ୍କା ଜୋରିମାନା ଦେବାକୁ ପଡିଥାଏ।
2- ଅଣ୍ଡରୱଟର ୱାଟରଫଲ- ଦୁନିଆରେ କେତେ ଗୁଡ଼ିଏ ୱାଟରଫଲ ରହିଛି ଯାହାକି ବହୁତ ଆକର୍ଷଣୀୟ କରିଥାଏ।ଆଫ୍ରିକାର ୨୦୦୦ କିଲୋମିଟର ଦୂରରେ ପଶ୍ଚିମ ତଟରେ ପାଣି ଭିତରେ ଥିବା ଏକ ଝରଣା ଟି ରହିଛି।
ଏହି ଝରଣକୁ ଯଦି ଦେଖିବେ ତାହେଲେ ଭାବିବେ ଏମିତି କେମିତି ହୋଇପାରେ?କିନ୍ତୁ ଏହି ଝରଣା କୁ ଦେଖିଲେ ବାସ୍ତବରେ ଲୋକମାନେ କୁହନ୍ତି ଏସବୁ ମିଛ।
3-ଜୋନ୍ ଅଫ୍ ସାଇଲେନ୍ସ- ଏଠାରେ କୌଣସି ବି ଇଲୋତ୍ରୋନିକ୍ ଜିନିଷ କାମ କରେ ନାହିଁ।ଆମେରିକାରେ ଯେତେବେଳେ ଦ୍ଵିତୀୟ ଥର ରକେଟ୍ ଲଞ୍ଚ କରାଗଲା ଏବଂ କ୍ରାଷ୍ ହୋଇଥିଲା।
ଯେଉଁ ଏକ୍ଷ୍ପର୍ଟ୍ ମାନେ ଯେତେବେଳେ କ୍ରାସ୍ ହୋଇଥିବା ଜାଗାକୁ ଦେଖିବାକୁ ଆସିଥିଲେ ସେତେବେଳେ ଦେଖିଲେ ଜି ପି ଏସ ବହୁତ ଜୋରେ ଘୁରୁଛି।ସ୍ଥାନୀୟ ଲୋକମାନେ କୁହନ୍ତୁ ଯେ ଏଠାରେ ଏଲିଅନ୍ ମାନେ ଯିବା ଆସିବା କରିଥାନ୍ତି।
4-ଷ୍ଟୋନ ଫରେଷ୍ଟ ପେରୁ – କିଛି ଲୋକ କୁହନ୍ତି ଯେ ଏହା ଲୋକମାନେ ହିଁ ତିଆରି କରିଛନ୍ତି।କିନ୍ତୁ ଆଉ କେତେକ ଲୋକ କୁହନ୍ତି ଯେ ପ୍ରକୃତି ହିଁ ବନେଇଛି।
ଏଠାରେ ପେରୁ ର ଜଣେ ବ୍ୟକ୍ତି ଙ୍କ କଥା ବହୁତ୍ ଚର୍ଚ୍ଚା ହୋଇଥାଏ।ଯିଏ କି କାର ଦୁ-ର୍ଘ-ଟ-ଣାରେ ଥରେ ଖଣ୍ଡର ଭିତରକୁ ଚାଲି ଯାଇଥିଲେ।ଏବଂ ଏକ ରହସ୍ୟମୟ ବ୍ୟକ୍ତି ଦେଖିଥିଲେ।ତାପରେ ସେ ଚମତ୍କାର ଭାବେ ଠିକ ହୋଇଗଲେ।
https://youtu.be/OZvRPNoZKQI