ମୋ ସ୍ବାମୀ ତାର ଭାଉଜ ସହ ଏମିତି କରୁଥିଲା ମୁଁ ଦେଖିଦେଲି

ଭାଉଜକୁ ପ୍ରେମ କରିବ ବୋଲି ସ୍ତ୍ରୀ କୁ ବିଷ ଦେଇ ମାରିଦେଲା ସ୍ବାମୀ। ଛଅ ମାସର ନୂଆ ବିବାହିତା ସ୍ତ୍ରୀ ବିଷ ଖାଇ ତଳେ ପଡି ଛଟପଟ ହେଉଥିଲା ଆଉ ଦିଅର ଏପଟେ ଭାଉଜକୁ ଖୁସୀ କରିବାକୁ ସ୍ତ୍ରୀ ବେକରୁ ଗହଣା ଖୋଲୁଥିଲା। ଯାହାର ଲାଇଭ ଭିଡିଓ ଦେଖିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ଏହି ସ୍ବାମୀ ଜଣକ ନାମ ନରେନ୍ଦ୍ର ବୋଲି ଜଣା ପଡିଥିଲା। ଯିଏକି ନିଜ ଭାଉଜକୁ ଗହଣା ରେ ସଜାଇବ ବୋଲି ନିଜ ସ୍ତ୍ରୀ କୁ ବାପ ଘରୁ ଯୌତୁକ ଆଣିବାକୁ କହୁଥିଲା।ଏହାପରେ ଭାଉଜ ସହ ଯାଇ ରାତି କାଟୁ ଥିଲା। ଏକଥା ନିଜେ ଲିଖିତ ଆକାରରେ ଅଭିଯୋଗ କରିଛନ୍ତି ସ୍ତ୍ରୀ ଅଞ୍ଜଳି ଙ୍କ ମାଆ।

ତାଙ୍କର ଏଫଆଇଆର କପି ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଯେଉଁଥିରେ ସଠିକ୍ ଭାବରେ ଏହା ଲେଖା ଯାଇଛି ଯେ ଦିଅର ଓ ଭାଉଜ ମିଶି କୁଆଡେ ଅଞ୍ଜଳି କୁ ବିଷ ଦେଇ ଦେଇଛନ୍ତି। ସୁବର୍ଣ୍ଣପୁର ରେ ବଧୂ ହ-ତ୍ୟା ଅଭିଯୋଗ ଆଣିଛନ୍ତି ନବ ବଧୁ ର ମାଆ ସୁବିଧା ମହାକୁଡ଼।ତାଙ୍କର ଝିଅ ଅଞ୍ଜଳିକୁ ସୁବର୍ଣ୍ଣପୁର ଜିଲ୍ଲା , ବିନିକା ଥାନା ଅନ୍ତର୍ଗତ ଚରଦା ଗ୍ରାମର କମଳ ପ୍ରଧାନ ଙ୍କ ପୁଅ ନରେନ୍ଦ୍ର ଙ୍କ ସହିତ ବୈଦିକ ରୀତିନୀତି ରେ ବିବାହ କରିଥିଲେ। ବିବାହ ସମୟରେ ତାଙ୍କୁ ଯଥା ସମ୍ଭବ ଉପହାର ମାନ ଦିଆ ଯାଇଥିଲା।

ହେଲେ ସେ ଜାଣି ନଥିଲେ ଯେ ଯେଉଁ ପୁଅକୁ ସେ ତାଙ୍କର ଝିଅକୁ ଟେକି ଦେଇଥିଲେ ଶେଷରେ ସେହି ରାକ୍ଷସ ଜ୍ବାଇଁ ହିଁ ନିଜର ଭାଉଜ ସହ ସମ୍ପର୍କ ରଖିବ ବୋଲି।ଆଉ ଶେଷରେ ଏଭଳି କିଛି କରିଦେବ ବୋଲି। ଏହି ଘଟଣା ଏବେ ପୂରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ପୋଲିସ ମଧ୍ୟ ଏହି ଘଟଣାର ତଦନ୍ତ କରିବା ଆରମ୍ଭ କରି ଦେଇଛି। ଘଟଣାର ତଦନ୍ତ ପରେ ହିଁ ଏହି ଘଟଣା ପଛର ପ୍ରକୃତ କାରଣ କଣ ତାହା ଜଣା ପଡ଼ିବ। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।

Leave a Comment