ଭାଇରାଲ ଭିଡିଓ

ଯେତେବେଳେ ହଠାତ Odisha ର ଏହି ଗାଁ ରେ ବାହାରିଲା ଏହି ବିଷାକ୍ତ ସାପ ସେତେବେଳେ ହଠାତ ଲୋକମାନେ କରିଦେଲେ ଏମିତି କାମ ଜାଣିଲେ ହୋସ ଉଡିଯିବ

ଆମ ଓଡ଼ିଶାର ସବୁଠୁ ପୁରାତନ ଗାଁ କପ୍ତିପଦା ଠାରେ ଏକ ବିଷାକ୍ତ ସାପ ଦେଖା ଯାଇଥିଲା ଯାହା ଜଣଙ୍କ ଘରେ ପଶିଯାଇ ତାଙ୍କ ଘରଭିତରେ ଅନେକ ସମୟ ପର୍ଯ୍ୟନ୍ତ ରହିଥିଲା l

ତେବେ ସୂଚନା ଅନୁସାରେ ସେହି ସାପଟି ଯାଇ ସେମାନଙ୍କ ଘରେ ଥିବା ଠାକୁରଙ୍କ ଫଟୋ ପାଖରେ ଯାଇ ଅନେକ ସମୟ ହେବ ସେହିଁ ସ୍ଥାନ ରେ ରହିଥିଲା ଯେଉଁ କାରଣରୁ ସେମାନେ ସମସ୍ତେ ସେହି ସାପକୁ ଭଗବାନଙ୍କ ସ୍ୱରୂପ ବୋଲି ବିଶ୍ୱାସ କରି ଥିଲେ l

ଯାହା ଦ୍ୱାରା ସେମାନେ ସେହି ସାପକୁ ଘରୁ ବାହାର କରିବାକୁ ମଧ୍ୟ ଚାହୁଁ ନଥିଲେ ସେମାନେ ତାଙ୍କୁ ପୂଜା ମଧ୍ୟ କରିବା ଆରମ୍ଭ କରିଦେଇଥିଲେ l ତେବେ ଆମ ସମାଜରେ ଅନେକ ଲୋକ ଏପରି ଭାବରେ ଅନ୍ଧବିଶ୍ୱାସର ପଡି ଅନେକ ସମୟରେ ମୃ-ତ୍ୟୁ ବରଣ କରନ୍ତି l

କିନ୍ତୁ ସେହି ସାପ ଯଦି ସେମାନଙ୍କୁ କାମୁଡି ଦେଇଥାନ୍ତା ତେବେ ନିଶ୍ଚିତ ରୂପେ ସେମାନଙ୍କ ମୃ-ତ୍ୟୁ ହୋଇଥାନ୍ତା l

କାହିଁକି ନା ସାପ ବହୁତ ବିଷଧର ହୋଇଥାଏ ଏବଂ ଯଦି ସେହି ସାପଟି କାମୁଡିଦେଇଥାନ୍ତା ତାହାଲେ ମାତ୍ର 20 ମିନିଟ ମଧ୍ୟରେ ଜଣେ ବ୍ୟକ୍ତି ମୃ-ତ୍ୟୁ ବରଣ କରିବାର ସମ୍ଭାବନା ଯଥେଷ୍ଟ ଅଧିକ ଭାବରେ ରହିଥାଏ l

ତେଣୁକରି ଆଜିର ଦୁନିଆରେ ସମସ୍ତେ ନିହାତି ଭାବେ ଅନ୍ଧବିଶ୍ୱାସ ରୁ ଦୁରେଇ ରହିବା ଆବଶ୍ୟକ l

Leave a Reply

Your email address will not be published. Required fields are marked *