special riport

ଭେଟନ୍ତୁ kalijuga shree Krushna ଙ୍କୁ ବଇଁଶୀ ଫୁଙ୍କିଲେ ଧାଇଁ ଆସୁଛନ୍ତି ଗାଈ ଭିଡ଼ିଓ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ସମାଜରେ ବିଭିନ୍ନ ପ୍ରକାର ଲୋକ ମାନେ ବାସ କରନ୍ତି ତେବେ ସମସ୍ତ ଙ୍କ ଚିନ୍ତାଧାରା ସମସ୍ତଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ହୋଇଥାଏ l ସମସ୍ତଙ୍କ ଚିନ୍ତା ଚେତନା ଏବଂ ବୁଝିବା ଶକ୍ତି ସମସ୍ତଙ୍କଠାରୁ ଅଲଗା ହୋଇଥାଏ l

ଆଜି ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହାକୁ ଦେଖି ସମସ୍ତେ ମଣିଷ ଏବଂ ପଶୁ ଙ୍କ ସହ ଥିବା ଘନିଷ୍ଠ ସମ୍ପର୍କ ଉପରେ ଗୁରୁତ୍ୱ ଦେଇଛନ୍ତି l

ଅନେକ ଲୋକ ନିଜ ଭୁଲ ଠିକ ମଧ୍ୟରେ ଆଦୌ ପାର୍ଥକ୍ୟ ଜାଣି ପାରନ୍ତି ନାହାଁ l ଯେଉଁଥି ପାଇଁ ଦିନକୁ ଦିନ ହ-ତ୍ୟା ଚୋରି ଅନୈତିକ କାର୍ଯ୍ୟ ପରି ଅନେକ ଅସାମାଜିକ କାର୍ଯ୍ୟ ବଢ଼ିବାରେ ଲାଗିଛି l

ବର୍ତ୍ତମାନ ସମାଜ ସ୍ୱାର୍ଥପରତା ର ବଶବର୍ତ୍ତୀ l ପଶୁ ପକ୍ଷୀ ଙ୍କୁ କେହି ଆଡ଼ ଆଖିରେ ଦେଖିବାର ତ ଦୂରର କଥା ସେମାନଙ୍କର ଯତ୍ନ ନେବ କଥା ସ୍ୱପ୍ନ ରେ କେହି ଭାବନ୍ତି ନାହିଁ l

ଦୃଶ୍ୟ ରେ ଦେଖା ଯାଉଥିବା ବ୍ୟକ୍ତି ନିଜର ବାର୍ଦ୍ଧକ୍ୟ ଅବସ୍ଥା ରେ ପହଞ୍ଚିଥିଲେ ମଧ୍ୟ ଗାଈ ମାନଙ୍କୁ କୃଷ୍ଣ ଙ୍କ ପରି ବଂଶୀ ବଜାଇ ଚରାଉ ଥିବା ର ଦେଖିବାକୁ ମିଳିଛି ଆପଣ ମାନେ ମଧ୍ୟ ତଳେ ଦିଆଯାଇଥିବା ଲିଣି ରେ ଭିଡ଼ିଓ ଦେଖିପାରିବେ l

ତେବେ ତାଙ୍କର ଏହି କାର୍ଯ୍ୟ ପାଇଁ ଏବେ ବେଶ ଚର୍ଚ୍ଚା ରେ ଅଛନ୍ତି ସେ l ତାଙ୍କ ବାପା ଗାଈ ଚରାଉଥିଲେ ତାଙ୍କ ପିଲାବେଳୁ ମଧ୍ୟ ସେ ଗାଈ ଚରାଇବାକୁ ଲାଗିଲେ l

ସେବେଠାରୁ ତାଙ୍କର ଗାଈ ମାନଙ୍କ ପ୍ରତି ଭଲପାଇବା ସୃଷ୍ଟି ହୋଇଥିଲା l ସେ ମୁଣ୍ଡରେ ପଗଡ଼ି ଏବଂ ପାଦରେ ଘୁଙ୍ଗୁର ହାତରେ ବଂଶୀ ଧରି ମୁହଁରେ ଭଗବାନ ଙ୍କ ନାମ ଜପି ନିଜ ଗାଈ ସହିତ ଗାଁ ଗାଁ ବୁଲି ଲୋକମାନଙ୍କ ଗାଈ ଚରାଇଥାନ୍ତି ଏବଂ ଏହା ସମସ୍ତଙ୍କ ମନରେ କୌତୁହଳ ସୃଷ୍ଟି କରିଛି l

Leave a Reply

Your email address will not be published. Required fields are marked *