ଭେଟନ୍ତୁ kalijuga shree Krushna ଙ୍କୁ ବଇଁଶୀ ଫୁଙ୍କିଲେ ଧାଇଁ ଆସୁଛନ୍ତି ଗାଈ ଭିଡ଼ିଓ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ସମାଜରେ ବିଭିନ୍ନ ପ୍ରକାର ଲୋକ ମାନେ ବାସ କରନ୍ତି ତେବେ ସମସ୍ତ ଙ୍କ ଚିନ୍ତାଧାରା ସମସ୍ତଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ହୋଇଥାଏ l ସମସ୍ତଙ୍କ ଚିନ୍ତା ଚେତନା ଏବଂ ବୁଝିବା ଶକ୍ତି ସମସ୍ତଙ୍କଠାରୁ ଅଲଗା ହୋଇଥାଏ l

ଆଜି ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହାକୁ ଦେଖି ସମସ୍ତେ ମଣିଷ ଏବଂ ପଶୁ ଙ୍କ ସହ ଥିବା ଘନିଷ୍ଠ ସମ୍ପର୍କ ଉପରେ ଗୁରୁତ୍ୱ ଦେଇଛନ୍ତି l

ଅନେକ ଲୋକ ନିଜ ଭୁଲ ଠିକ ମଧ୍ୟରେ ଆଦୌ ପାର୍ଥକ୍ୟ ଜାଣି ପାରନ୍ତି ନାହାଁ l ଯେଉଁଥି ପାଇଁ ଦିନକୁ ଦିନ ହ-ତ୍ୟା ଚୋରି ଅନୈତିକ କାର୍ଯ୍ୟ ପରି ଅନେକ ଅସାମାଜିକ କାର୍ଯ୍ୟ ବଢ଼ିବାରେ ଲାଗିଛି l

ବର୍ତ୍ତମାନ ସମାଜ ସ୍ୱାର୍ଥପରତା ର ବଶବର୍ତ୍ତୀ l ପଶୁ ପକ୍ଷୀ ଙ୍କୁ କେହି ଆଡ଼ ଆଖିରେ ଦେଖିବାର ତ ଦୂରର କଥା ସେମାନଙ୍କର ଯତ୍ନ ନେବ କଥା ସ୍ୱପ୍ନ ରେ କେହି ଭାବନ୍ତି ନାହିଁ l

ଦୃଶ୍ୟ ରେ ଦେଖା ଯାଉଥିବା ବ୍ୟକ୍ତି ନିଜର ବାର୍ଦ୍ଧକ୍ୟ ଅବସ୍ଥା ରେ ପହଞ୍ଚିଥିଲେ ମଧ୍ୟ ଗାଈ ମାନଙ୍କୁ କୃଷ୍ଣ ଙ୍କ ପରି ବଂଶୀ ବଜାଇ ଚରାଉ ଥିବା ର ଦେଖିବାକୁ ମିଳିଛି ଆପଣ ମାନେ ମଧ୍ୟ ତଳେ ଦିଆଯାଇଥିବା ଲିଣି ରେ ଭିଡ଼ିଓ ଦେଖିପାରିବେ l

ତେବେ ତାଙ୍କର ଏହି କାର୍ଯ୍ୟ ପାଇଁ ଏବେ ବେଶ ଚର୍ଚ୍ଚା ରେ ଅଛନ୍ତି ସେ l ତାଙ୍କ ବାପା ଗାଈ ଚରାଉଥିଲେ ତାଙ୍କ ପିଲାବେଳୁ ମଧ୍ୟ ସେ ଗାଈ ଚରାଇବାକୁ ଲାଗିଲେ l

ସେବେଠାରୁ ତାଙ୍କର ଗାଈ ମାନଙ୍କ ପ୍ରତି ଭଲପାଇବା ସୃଷ୍ଟି ହୋଇଥିଲା l ସେ ମୁଣ୍ଡରେ ପଗଡ଼ି ଏବଂ ପାଦରେ ଘୁଙ୍ଗୁର ହାତରେ ବଂଶୀ ଧରି ମୁହଁରେ ଭଗବାନ ଙ୍କ ନାମ ଜପି ନିଜ ଗାଈ ସହିତ ଗାଁ ଗାଁ ବୁଲି ଲୋକମାନଙ୍କ ଗାଈ ଚରାଇଥାନ୍ତି ଏବଂ ଏହା ସମସ୍ତଙ୍କ ମନରେ କୌତୁହଳ ସୃଷ୍ଟି କରିଛି l

Leave a Comment

Your email address will not be published. Required fields are marked *

Scroll to Top