Ollywood

ପ୍ରଥମ ଥର ଦେଖନ୍ତୁ Ollywood industri ଲୋକପ୍ରିୟ ଅଭିନେତା Mihir Das ଙ୍କ ପରିବାର ଓ ନାତି ନାତୁଣୀ

ମିହିର ଦାସ ଙ୍କର୍ ଗତ କାଲି ମୃ-ତୁ ହୋଇଥିବା ବେଳେ ଛାଡି ଯାଇଛନ୍ତି ଅନେକ ସ୍ମୃତି । ଫ୍ୟାନ ମାନେ ଏବେ ବି ବିଶ୍ୱାସ କରି ପାରୁ ନାହାଁନ୍ତି ଯେ ମିହିର ଦାସ ସବୁଦିନ ପାଇଁ ଛାଡି ଚାଲି ଯାଇଛନ୍ତି ।

ମିହିର ଦାସ ଙ୍କୁ ହରେଇ ସମସ୍ତ ଫ୍ୟାନ ଏବଂ ପରିବାର ଲୋକ ମାନେ ଭାଙ୍ଗି ପଡିଛନ୍ତି । ସମସ୍ତଙ୍କ ମତ ଅନୁସାରେ ମିହିର ଙ୍କ ପରଲୋକ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ସମ୍ପୂର୍ଣ ଭାବେ ଆଘାତ ପ୍ରାପ୍ତ ଏବଂ ଏକ ଯୁଗ ର ଅନ୍ତ ।

ତାଙ୍କ ଭଳି ସ୍ରଷ୍ଟା ଆଉ ଓଡ଼ିଆ ଫିଲ୍ମ ଜଗତରେ ନାହାନ୍ତି ବୋଲି କହିଛନ୍ତି ଅନେକ ଫ୍ୟାନ ମାନେ । ମିହିର ଦାସ ଙ୍କ ଜାଗା ସବୁଦିନ ପାଇଁ ଅପୂରଣୀୟ ହୋଇ ରହିବ ବୋଲି କହିଛନ୍ତି ଓଡ଼ିଆ ଫିଲ୍ମ ଦୁନିଆର ଅନେକ ବିଶେଷଜ୍ଞ ।

ତେବେ ମିହିର ଦାସ ଙ୍କ ର ଦୁଇଟି ପୁଅ ଥିବା ଦୁହିଁଙ୍କ ନାମ ଅମ୍ଳାନ ଏବଂ ଅଙ୍କି ଏବଂ ମିହିର ଦାସ ଙ୍କ ପତ୍ନୀ ୨୦୧୦ ମସିହାରୁ ସମସ୍ତଙ୍କୁ ଛାଡି ଚାଲି ଯାଇଥିଲେ । ତେବେ ପତ୍ନୀ ଙ୍କ ଯିବା ପରେ ମଧ୍ୟ ପରିବାର କୁ ଭଲ ଭାବେ ଚଳାଇ ଥିଲେ ମିହିର ଦାସ ।

ଦେଖନ୍ତୁ ତାଙ୍କ ପରିବାର ର ଭିଡିଓ –

Leave a Reply

Your email address will not be published. Required fields are marked *