ପାଳିତ ପୁଅ ସହିତ ଖରାପ୍ ସମ୍ପର୍କ ରଖୁଥିଲା ମାଆ। ସ୍ଵାମୀ ମନୋଜ ସବୁକିଛି ଦେଖୁଥିଲା କି ତାର ସ୍ତ୍ରୀ ମନୋଜ ପାଳିତ ପୁଅ ସହ ପ୍ରେମ କରୁଥିଲା। ଆଉ ସ୍ୱାମୀକୁ ଛାଡି ପାଳିତ ପୁଅକୁ ସ୍ବାମୀ କରିବା ପାଇଁ ସ୍ତ୍ରୀ ଏହା ମନେମନେ ଭାବି ନେଇଥିଲା। କିନ୍ତୁ ଶେଷରେ ହାତଧରି ବାହା ହୋଇଥିବା ସ୍ଵାମୀ କୁ ସ୍ତ୍ରୀ ସତକୁ ସତ ରାସ୍ତାରୁ ହଟେଇ ଦେଇଥିଲା। ଏହି ପାଳିତ ପୁଅ ଓ ମାଆର ଫୋଟୋ ମଧ୍ୟ ସୋସିଆଲ ମିଡ଼ିଆ ରେ ଭାଇରାଲ୍ ହେବାରେ ଲାଗିଛି।ପୁଅକୁ ଜନ୍ମ ନଦେଇ ଥିଲେ ମଧ୍ୟ ଏହି ପୁଅକୁ ପାଳିଥିଲା ମାଆ। ହେଲେ ଶେଷରେ ସେହି ପୁଅ ସହ ହିଁ ମାଆ ନିଜର ସମ୍ପର୍କ ରଖିବା ଆରମ୍ଭ କରି ଦେଇଥିଲା।
ଏହି ପାଳିତ ପୁଅର ନାମ ମଧ୍ୟ ହେଉଛି ରାହୁଲ। ମନୋଜ ଏବଂ ତାଙ୍କର ସ୍ତ୍ରୀ ନିଜର ବୈଜ୍ଞାନିକ ଜୀବନ ଏକା ଏକା ଭାବରେ ବିତାଉ ଥିଲେ। ହେଲେ କଣ ହେଲା କେଜାଣି ଦୁଇ ଜଣଙ୍କ କୌଣସି ସନ୍ତାନ ଜନ୍ମ ହୋଇ ନଥିଲା। ପରେ ସ୍ତ୍ରୀ କହିବା ଅନୁସାରେ,ମନୋଜ ଗାଁ ର ଏହି ପୁଅକୁ ନିଜର ପାଳିତ ପୁଅ ଭାବରେ କରି ରଖିଥିଲେ। ପୁଅର ସବୁକିଛି ସେମାନେ ବୁଝାବୁଝି କରିବା ମଧ୍ୟ ଆରମ୍ଭ କରି ଦେଇଥିଲେ। ନିଜ ପାଖରେ ରଖି ତାକୁ ପୁଅ ଭଳି ବଡ଼ ମଧ୍ୟ କରିଥିଲେ। ମନୋଜ ବାହରକୁ ଚାଲିଯିବା ପରେ ପାଳିତ ପୁଅ ଆଉ ମାଆ ଘରେ ଏକାଏକା ରହୁଥିଲେ।
ଦେଖୁ ଦେଖୁ ମାଆ ଆଉ ପାଳିତ ପୁଅ ଦୁହେଁ ପ୍ରେମ କରି ବସିଥିଲେ। ଯାହାକୁ କି ମନୋଜ ମଧ୍ଯ ଜାଣିବାକୁ ପାଇଥିଲା।ପରେ ମନୋଜ ଦୁହିଁକୁ ଗାଳି ଗୁଲଜ କରି ପାଳିତ ପୁଅ ରାହୁଲ କୁ ଘରୁ ବାହାର ଯିବା ପାଇଁ ମଧ୍ଯ କହିଥିଲା ମାଆ ଓ ପାଳିତ ପୁଅ ଏକାଠି ହୋଇ ମନୋଜ ର ତଣ୍ଟି କାଟି ଜୀବନରୁ ତାକୁ ମାରିଦେଇ ଥିଲେ। ଏହାପରେ ସେମାନେ ଫେରାର ହୋଇ ଯାଇଥିଲା। ଏହାପରେ ପୋଲିସ ଘଟଣାର ତଦନ୍ତ କରିବା ଆରମ୍ଭ କରିଥିଲା ବେଳେ ଉଭୟ ମାଆ ଓ ପୁଅକୁ ଲୁଚିଥିବା ଅବସ୍ଥାରେ ଗିରଫ କରି ତାଙ୍କୁ କୋର୍ଟ ଚାଲାଣ କରିଥିଲା।