ଶୌଚ ହେବାକୁ ଯାଇଥିବା ବେଳେ ୫ ବର୍ଷର ଝିଅକୁ ହିଁ ଦୁ-ଷ୍କ-ର୍ମ କରି ଦେଇଥିଲା ୫୫ ବର୍ଷୀୟ ବୁଢ଼ା। ଝିଅ ଶୌଚ ହୋଇ ଘରକୁ ଫେରୁଥିଲା।୫୫ ବର୍ଷୀୟ ବୁଢ଼ା ଝିଅକୁ ମୋବାଇଲ୍ ଦେଖାଇ ଇଟା ଭାଟିକୁ ନେଇଗଲା। ଆଉ ସେଇଠି ୫ ବର୍ଷର କଅଁଳ ଝିଅକୁ ନୃଶଂସ ଭାବରେ ଦୁ-ଷ୍କ-ର୍ମ କରିଦେଲା। ଗଣମାଧ୍ୟମ ଆଗରେ ଏବେ କାନ୍ଦି କାନ୍ଦି ମାଆ କହୁଛି ସେଦିନ ତାର ୫ ବର୍ଷୀୟ କଅଁଳ ଝିଅ ସହ କଣ ସବୁ ଘଟି ଯାଇଛି।ଏ ହେଉଛି ଜଣେ ୫୫ ବର୍ଷୀୟ ବୁଢ଼ା । ଯାହାର ନାମ ହେଉଛି ପାଗଳ ଦାସ। ତାର ନାମ ଯେମିତି ପ୍ରକୃତି ମଧ୍ୟ ଠିକ ସେମିତି ଅଟେ। କାରଣ ଜଣେ ୫୫ ବର୍ଷୀୟ ବୁଢ଼ା ହୋଇ ଏମିତି ଏକ କଅଁଳ ଝିଅ ସହ କାଣ୍ଡ ଘଟାଇ ଥିଲା।
ଯାହାକୁ ନେଇ ପୋଲିସ ମଧ୍ୟ ତାଙ୍କୁ ଘରୁ ଉଠାଇ ଆଣିଛି। ଏହି ଘଟଣା ହେଉଛି କାର୍ତ୍ତିକ ପୂର୍ଣ୍ଣିମା ଦିନର ଘଟଣା। ସନ୍ଧ୍ୟା ସମୟରେ ୫ ବର୍ଷର ଝିଅ ଶୌଚ ହେବା ପାଇଁ ଯାଇଥିଲେ।ଏହାପରେ ଏହି ୫୫ ବର୍ଷୀୟ ପାଗଳ ଦାସ ଝିଅକୁ ମୋବାଇଲ୍ ଦେଖାଇ ତାକୁ ଇଟା ଭାଟି ନିକଟକୁ ନେଇ ଯାଇଥିଲା। ସେଠାରେ ନେଇ ହିଁ ସେ ତାକୁ ଦୁ-ଷ୍କ-ର୍ମ କରି ଦେଇଥିଲା। ଏପଟେ ଝିଅର ବାପା ମାଆ ଝିଅ ଏତେ ବେଳ ପର୍ଯ୍ୟନ୍ତ କଣ ପାଇଁ ଘରକୁ ଆସି ନାହାଁନ୍ତି ବୋଲି ଖୁବ ଖୋଜାଖୋଜି କରିଥିଲେ। ଏତିକି ବେଳେ ଝିଅ କାନ୍ଦି କାନ୍ଦି ଘରକୁ ଆସିଥିଲେ।
ଆଉ ଘର ଲୋକଙ୍କୁ ସବୁ ସତକଥା ମଧ୍ୟ କହି ଦେଇଥିଲା।ଭଦ୍ରକ ଜିଲ୍ଲା ର ଧାମନଗର ଥାନା ଅନ୍ତର୍ଗତ , କାଞ୍ଜିଆପାଳ ଗ୍ରାମରେ ଏଭଳି ଏକ ଅଘଟଣ ଘଟି ଯାଇଛି। ଏବେ ଏହି ବ୍ୟକ୍ତିଙ୍କୁ ଦୁ-ଷ୍କ-ର୍ମ ଅଭିଯୋଗ ରେ କୋର୍ଟ ଚାଲାଣ କରାଯାଇଛି। ଏହି ଘଟଣା ଏବେ ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଯେମିତି ଭୁଲି ଯିବେ ନାହିଁ।