NewsSpecial Report

ଅନେକ ବର୍ଷ ପରେ ଏକାଠି ହେଲେ ଲୋକପ୍ରିୟ ଓଡ଼ିଆ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଏବଂ ଲୋକପ୍ରିୟ ଅଭିନେତ୍ରୀ ରଚନା ବାନାର୍ଜୀ!! ଦେଖନ୍ତୁ

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଆପଣମାନେ ଓଲିଉଡ, ବଲିଉଡ ଏବଂ ସିନେମା ଜଗତକୁ ନେଇ ଆସୁଥିବା ଖବର ଗୁଡ଼ିକ ମଧ୍ୟ ଜାଣି ପାରୁଛନ୍ତି । ଆପଣମାନେ ସମସ୍ତେ ଓଲିଉଡ ଜଗତର ଅଭିନେତା ଆଉ ଅଭିନେତ୍ରୀମାନଙ୍କ ବିଷୟରେ ଆସୁଥିବା ଖବର ସବୁ ମଧ୍ୟ ଜାଣି ପାରୁଛନ୍ତି ।

ଆପଣମାନେ ସମସ୍ତେ ଓଲିଉଡ ଜଗତର ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କୁ ଜାଣିଥିବେ ।ଏହି ଅଭିନେତା ଜଣକ ବହୁତ ସୁନ୍ଦର ଅଭିନୟ କରନ୍ତି । ଏହି ଅଭିନେତା ଜଣକ ଦେଖିବାକୁ ମଧ୍ୟ ବହୁତ ସୁନ୍ଦର ଅଟନ୍ତି । ଏହାସହ ଆପଣମାନେ ଓଲିଉଡ ଜଗତର ମହାନ୍ କଳାକାର ରଚନା ବାନାର୍ଜୀଙ୍କୁ ଜାଣିଥିବେ । ଏହି ଅଭିନେତ୍ରୀ ଜଣକ ସବୁବେଳେ ତାଙ୍କ କାମକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଅଭିନେତ୍ରୀ ଜଣକ ବହୁତ ସୁନ୍ଦର ଅଭିନୟ କରନ୍ତି ।

ଆପଣମାନେ ସମସ୍ତେ ଏହି ହିଟ ଯୋଡ଼ିଙ୍କୁ ତ ଜାଣିଥିବେ । ଅଭିନେତା ସିଦ୍ଧାନ୍ତ ମହାପାତ୍ର ଏବଂ ଅଭିନେତ୍ରୀ ରଚନା ବାନାର୍ଜୀଙ୍କ ଯୋଡିକୁ ଲୋକମାନେ ବହୁତ ପସନ୍ଦ କରନ୍ତି ।ଅଭିନେତ୍ରୀ ରଚନା ବାନାର୍ଜୀ ଆଉ ସିଦ୍ଧାନ୍ତ ମହାପାତ୍ରଙ୍କ ଫିଲ୍ମ୍ ଦେଖିବାକୁ ସବୁବେଳେ ଦର୍ଶକମାନଙ୍କର ଭିଡ଼ ରହିଥାଏ । ଏହି ଯୋଡି ସବୁଠାରୁ ସୁପରହିଟ ଯୋଡ଼ି ଥିଲେ ।

କିନ୍ତୁ ଅଭିନେତ୍ରୀ ରଚନା ବାନାର୍ଜୀ ଓଡ଼ିଆ ଫିଲ୍ମ୍ ଜଗତ ଛାଡ଼ି ଦେଇଥିଲେ । ଆଉ ଏବେ ସେ ଆଉ ଫିଲ୍ମ୍ କରୁନାହାନ୍ତି । ଏବେ ସେ ତାଙ୍କ ସ୍ବାମୀଙ୍କ ସହିତ ରହୁଛନ୍ତି । ଅଭିନେତ୍ରୀ ରଚନା ବାନାର୍ଜୀ ଦୀର୍ଘ ୮ ବର୍ଷ ପରେ ସିଦ୍ଧାନ୍ତ ମହାପାତ୍ରଙ୍କ ସହିତ ଦେଖା କରିଛନ୍ତି । ଦୀର୍ଘ ୮ ବର୍ଷ ହେଲା ଅଭିନେତ୍ରୀ ରଚନା ବାନାର୍ଜୀ ଓଡ଼ିଶା ଆସି ନଥିଲେ । ଆଉ ସେ ଏବେ କାହିଁକି ଆସିଲେ ଆଉ ଏହାର କାରଣ କଣ ରହିଛି ଏହିସବୁ କଥା ଏହି ଭିଡିଓ ମାଧ୍ୟମରେ ଜଣାପଡ଼ିବ ।

ଓଡ଼ିଶାରେ ପହଞ୍ଚିଛନ୍ତି ରଚନା । ଆଉ ଲୋକମାନେ ଏବେ ମଧ୍ଯ ସିଦ୍ଧାନ୍ତ ମହାପାତ୍ର ଏବଂ ରଚନା ବାନାର୍ଜୀଙ୍କ ଅଭିନୀତ ଫିଲ୍ମ୍ ଦେଖିବାକୁ ଚାହୁଁଛନ୍ତି । ଦୀର୍ଘ ୨୦ ବର୍ଷ ହେଲା ଅଭିନେତ୍ରୀ ରଚନା ବାନାର୍ଜୀ ଓଡ଼ିଶା ଛାଡ଼ି ଦେଇଛନ୍ତି । ଆଉ ଏବେ ପୁଣି ସେ ଓଡ଼ିଶାକୁ ଫେରି ସିଦ୍ଧାନ୍ତଙ୍କ ସହିତ ଦେଖା ମଧ୍ୟ କରିଛନ୍ତି । କିନ୍ତୁ ଏହାର ପ୍ରକୃତ କାରଣ କଣ ତାହା ଜଣାପଡ଼ି ନାହିଁ ।

Leave a Reply

Your email address will not be published. Required fields are marked *