ରାଜ୍ୟ ଖବର

Puri Shree mandira ରେ ଯୌନ ନିର୍ଯାତନା ପୁରୀ ଗଲାଣି କି ପାପ ର ଭାର ଦେଖନ୍ତୁ Exclusive Visual

ପୁରି ଶ୍ରୀ ମନ୍ଦିର ହେଉଛି ଭାରତ ବର୍ଷ ର ଏକ ପ୍ରସିଧ ଧାମ । ଭାରତର ୪ ଧାମ ମଧ୍ୟରୁ ପୁରୀ ଅନ୍ୟତମ । ଦେଶ ବିଦେଶ ରୁ ମଧ୍ୟ ପୁରୀରେ ଦର୍ଶନ କରିବାକୁ ଆସନ୍ତି ଭକ୍ତ ଗଣ ।

ପୁରୀ ଶ୍ରୀ ମନ୍ଦିର ଭିତରେ କେବଳ ହିନ୍ଦୁ ମାନଙ୍କ ପ୍ରବେଶ ଥିବା ବେଳେ ଅଣ ହିନ୍ଦୁ ଙ୍କ ପ୍ରବେଶ ନେଇ ଲାଗିଛି ପ୍ରାବନ୍ଧ । ସାରା ଭାରତରୁ ହିନ୍ଦୁ ମାନେ ଜଗନ୍ନାଥ ଙ୍କ ଗୋଟିଏ ଦର୍ଶନ ପାଇଁ କୋଣ ଅନୁକୋଣ ରୁ ଦଉଡ଼ି ଆସିଥାନ୍ତି ।

ବର୍ତ୍ତମାନ ପୁରୀ ଭଳି ର ସ୍ଥାନ ରେ ଆସିଛି ସାଙ୍ଘାତିକ ଅଭିଯୋଗ । ପୁରୀ ଶ୍ରୀ ମନ୍ଦିର ଭିତରେ ସେବାୟତ ଙ୍କୁ ମିଳିଛି ଯୌ-ନ ନିର୍ଯାତନା ।

ସେବାୟତ ହେଉଛନ୍ତି ନା ବାଳକ ପ୍ରତିଦିନ ପିତା ଙ୍କ ସହ ମନ୍ଦିର ଆସୁଥିବା ବେଳେ ତାଙ୍କୁ ଏହିପରି ଅସୁବିଧା ର ସମ୍ମୁଖୀନ ହେବାକୁ ପଡ଼ିଛି ।

ଏହି ଅସୁବିଧା ଦିନ ଦିନ ଧରି ନୁହେଁ ବରଂ ମାସ ମାସ ଧରି । ପୀଡିତ ଙ୍କ ବାପା ଦୃଷ୍ଟି ହିନ ହୋଇଥିବାରୁ ତାଙ୍କ ପୁଅ ସବୁଦିନ ତାଙ୍କୁ ମନ୍ଦିର ନେଇ ଆସନ୍ତି ।

ଏବଂ ସେଠାରେ ଏହିପରି ଅସୁବିଧା ର ସମ୍ମୁଖୀନ ହୋଇଥିଲେ ଏବଂ କାହାକୁ କହିଲେ ମନ୍ଦିର ଭିତରେ ପ୍ରବେଶ ବାଛନ୍ଦ କରିବେ ବୋଲି ଧମକ ଦେଇଥିଲେ । ଏ ଘଟଣା ନା ବାଳକ ଙ୍କ ବାପା ଜାଣିବା ପରେ ପୁରୀ ସିଂହଦ୍ଵାର ଥାନା ରେ ଅଭିଯୋଗ କରିଚନ୍ତି l ଆଇ ଆଇ ସି ଘଟଣା ର ତଦନ୍ତ ଜାରି ରଖିଛନ୍ତି ।

Leave a Reply

Your email address will not be published. Required fields are marked *