ରାଜ୍ୟ ଖବର

High court ରେ ପହଞ୍ଚିଲେ ଶଶୁର pramod sahu ଏବେ କଣ ହେବ Tapaswini ଙ୍କ ଅବସ୍ଥା

ବହୁ ଚର୍ଚ୍ଚିତ ତପସ୍ୱିନୀ ସୁମିତ ମାମଲାରେ ଅନେକ ଘଟଣା ଦେଖିବାକୁ ମିଳିଛି । ଏବେ ଏବେ ଘଟଣାରେ ଚର୍ଚ୍ଚାର ବିଷୟ ହୋଇଛି ପ୍ରମୋଦ ସାହୁ ଙ୍କ ହାଇ କୋର୍ଟ ରେ ପହଞ୍ଚିବା ବିଷୟରେ ।

ତପସ୍ଵିନୀ ଙ୍କ ଗୃହ ପ୍ରବେଶ ପରେ ପ୍ରମୋଦ ସାହୁ ଘର ତ୍ୟାଗ କରିଥିବା ବେଳେ ସେ ନିଖୋଜ ହୋଇଯାଇ ଥିଲେ । ଏବଂ କେଉଁଠି ଅଛନ୍ତି ଜଣା ପଡ଼ିନଥିବା ବେଳେ ବର୍ତ୍ତମାନ୍ ତାଙ୍କୁ ଦେଖିବାକୁ ମିଳିଛି ହାଇ କୋର୍ଟ ରେ ।

ତାଙ୍କୁ ନ୍ୟାୟ ନ ମିଳିଥିବା ନେଇ ଅଭିଯୋଗ କରିଛନ୍ତି ପ୍ରମୋଦ ସାହୁ। ଏବଂ ତାଙ୍କ ଘର ଭାଙ୍ଗି ତପସ୍ୱିନୀ ଙ୍କୁ ଘରକୁ ଲୋକ ନେଇଥିବା ବେଳେ ତାଙ୍କ ଘର ଭଙ୍ଗା ରୁଜା ହୋଇଥିଲା । ଏବଂ ଏହା ଉପରେ କୌଣସି ପୋଲିସ ନ୍ୟାୟ ନ ଦେଇଥିବାରୁ ସେ ହାଇ କୋର୍ଟ ର ଦ୍ବାରସ୍ଥ ହୋଇଛନ୍ତି ।

ତପସ୍ଵିନୀ ମଧ୍ୟ ଏହି ସମ୍ପର୍କରେ କୌଣସି ଉତ୍ତର ଦେଇ ନାହାନ୍ତି ତେବେ ବର୍ତ୍ତମାନ୍ ସେ ଶଶୁର ପ୍ରମୋଦ ସାହୁ ଙ୍କ ଘରେ ରହୁଥିବା ବେଳେ ପ୍ରମୋଦ ସାହୁ ଘରକୁ ଆସି ନାହାନ୍ତି ।

Leave a Reply

Your email address will not be published. Required fields are marked *