ରାଜ୍ୟ ଖବର

ଯେତେବେଳେ ଭାରତରେ ଧରା ଦେଲା ଅସଲ ଜଳପରୀ ସଙ୍ଗେ ସଙ୍ଗେ video ହୋଇଗଲା viral

ଆପଣମାନେ ଜଳପରୀ ଅଛନ୍ତି କି ନାହିଁ ବିଶ୍ୱାସ କରନ୍ତି କି? ଅଧା ମଣିଷ ଓ ଅଧା ମାଛ ହୋଇଥାନ୍ତି।ସମୁଦ୍ର ଭିତରେ ରହିଥାନ୍ତି।

1 – ଭାରତର ଆନ୍ଧ୍ରପ୍ରଦେଶର ବିଶାଖପାଟଣା ରେ ଥିବା ସମୁଦ୍ର ରେ ଲୋକମାନେ ବୁଲିବା ପାଇଁ ଆସିଥିଲେ। କିନ୍ତୁ ସେଠି ଏକ ବିଚିତ୍ର ଘଟଣା ଘଟିବ ବୋଲି ଜାଣିନଥିଲେ।

ସମସ୍ତେ ସେଠି ମଜା କରୁଥିଲେ ଏବଂ ବୁଲିବା ସମୟରେ ଗୋଟେ ଶବ୍ଦ ଶୁଣା ଗଲା ଓ ଦେଖିଲେ ଗୋଟେ ଜୀବ। ବିଶାଖପାଟଣା ର ସମୁଦ୍ରରୁ ହିଁ ଦେଖା ଯାଇଥିଲା।ତାକୁ ଦେଖି ଲାଗୁଥିଲା ଏହା ଏକ ପଶୁ ନହେଲେ ଏକ ଜଳପରି।

2 – କୁହନ୍ତି କି କେବେ କେବେ ବାତ୍ୟା ସମୟରେ ସମୁଦ୍ର ଲହରୀ ଯୋଗୁ ଏମିତି ଜିନିଷ ଭାସି ହୋଇ ଆସିଥାଏ ଯାହାକି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି।

ଜଣେ ବ୍ୟକ୍ତି ବୁଲୁ ବୁଲୁ ଏକ ଜୀବ ଦେଖିଲା।ଯାହାକି ଅଧା ମଣିଷ ଓ ଅଧା ମାଛ ପରି ଦେଖା ଯାଉଥିଲା।ତାକୁ ଯିଏ ଦେଖିବ ସେ ଜଲପରି ବୋଲି ହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ।

3 – ଦିନେ ଆମେରିକାର ୨ ଜଣ କୋଷ୍ଟଗାର୍ଡ ସମୁଦ୍ରରେ ଡଙ୍ଗା ସାହାଯ୍ୟରେ ଯାଉଥିଲେ।ତାପରେ ରାତି ଅଧରେ ୨ ଅଫିସର୍ ଙ୍କ ଡଙ୍ଗାର ସାମ୍ନାରେ ଅଧା ମାଛ ପରି ଦେଖା ଯାଉଥିବା ଏକ ଜୀବ ଦେଖିଲେ।ସେମାନେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ।ଏବଂ ସେହି ଜୀବଟି ସଙ୍ଗେ ସଙ୍ଗେ ପାଣି ଭିତରକୁ ପଶିଯାଇଥିଲା।

Leave a Reply

Your email address will not be published. Required fields are marked *